Latest Odisha News

BREAKING NEWS

Browsing Category

ଫିଚର

ମେସର ବନ୍ଦ କୋଠରୀରେ ଝୁଲି ପଡିଲେ ଛାତ୍ରୀ

ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୩ ନଂ ୱାର୍ଡରେ ଥିବା ମେସ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତା ଛାତ୍ରୀ ଜଣକ ଆରଡିଏସ୍ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଜ୍ଞାନ ବିଭାଗରେ ପଢୁଥିଲେ । ଏହି ମେସରେ ରହି ସେ ପଢୁଥିଲେ । ଗୁରୁବାର ସକାଳେ ମେସର ସବୁ…

ଗଠନ ହେବ ଜାତୀୟ ହଳଦୀ ବୋର୍ଡ; ବିଦେଶରେ ସୃଷ୍ଟି କରିବ ନୂଆ ବଜାର

ନୂଆଦିଲ୍ଲୀ: ବଢିବ ଓଡ଼ିଶାର ହଳଦୀ ମୂଲ୍ୟ । ୨୦୩୦ ସୁଦ୍ଧା ଭାରତର ହଳଦୀ ରପ୍ତାନୀର ମୂଲ୍ୟ ଏକ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ।  ଏହି ଲକ୍ଷ୍ୟ ପୂରଣ ପାଇଁ ଏକ ଜାତୀୟ ହଳଦୀ ବୋର୍ଡ ଗଠନ ସଂକ୍ରାନ୍ତ ସରକାରୀ ବିଜ୍ଞପ୍ତି  ପ୍ରକାଶ ପାଇଛି । ଏହି ଜାତୀୟ ହଳଦୀ ବୋର୍ଡ ଦେଶରେ ହଳଦୀ ଓ ହଳଦୀ…

ଓଟିପି ସେୟାରିଂ ମାମଲା: ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, ରହିଛି ପାକିସ୍ତାନୀ ଲିଙ୍କ

ଭୁବନେଶ୍ୱର:ଓଟିପି ସେୟାରିଂ ମାମଲାରେ ନୂଆ ମୋଡ ।  ରହିଛି ପାକିସ୍ତାନୀ ଲିଙ୍କ । ଭାରତରୁ ତଥ୍ୟ ନେବାକୁ ଲକ୍ଷ ଲକ୍ଷ ଟଙ୍କା ଦେଉଥିଲା ପାକିସ୍ତାନ ।  ଏସଟିଏଫ ଦେଲା ଏମିତି ସାଂଘାତିକ ତଥ୍ୟ । ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ସତ ଓଗାଳିଛି ଅଭିଯୁକ୍ତ । ଅଭିଯୁକ୍ତ ମାନିଛି,…

କଶ୍ମୀର ଓ ଅରୁଣାଚଳ ପ୍ରଦେଶକୁ ବିବାଦୀୟ ଦର୍ଶାଇ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ନ୍ୟୁଜ କ୍ଲିକ୍ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: କଶ୍ମୀର ଓ ଅରୁଣାଚଳ ପ୍ରଦେଶକୁ ବିବାଦୀୟ ଅଞ୍ଚଳ ଦର୍ଶାଇ ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ NewsClick (ନ୍ୟୁଜ କ୍ଲିକ୍) ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଓ ଏଚ ଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ପୁଲିସ ଦାବି କରିଛି ଯେ ପୁରକାୟସ୍ଥ, ନେଭିଲ୍ ରୟ…

ବିନା ସାତ ଫେରାରେ ହିନ୍ଦୁ ବିବାହ ବୈଧ ନୁହେଁ: କୋର୍ଟ

ପ୍ରୟାଗରାଜ: ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନ ନେଇ ଦ୍ୱିତୀୟ ବିବାହ କରିଥିବା ଦାବିକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ହିନ୍ଦୁ ଆଇନ ଅନୁଯାୟୀ ଏହା ଜରୁରୀ ଯେ 'ସାତ ଫେରା' ବିନା ହିନ୍ଦୁ ବିବାହ ବୈଧ ନୁହେଁ ବୋଲି କୋର୍ଟ ମତ ଦେଇଛନ୍ତି। କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି…

୨୦୧୧ରେ ଭାରତ ହୋଇଥିଲା ପୁନର୍ବାର ବିଶ୍ୱବିଜେତା.. ୧୨ ବର୍ଷ ପରେ ହାତମୁଠାରେ ସୁଯୋଗ

୨୦୧୧ କ୍ରିକେଟ ବିଶ୍ୱକପକୁ କିଏ ବା ଭୁଲିପାରିବ । ଦୀର୍ଘ ୨୮ ବର୍ଷ ପରେ ଭାରତ ପୁନର୍ବାର ବିଶ୍ୱବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଥିଲା । ମାଷ୍ଟର ବ୍ଲାଷ୍ଟରଙ୍କୁ ମିଳିଥିବା ଅଭୂଲା ଭେଟି ଆଉ ମହେନ୍ଦ୍ର ସିଂ ଧୋନୀ ସାଜିଥିଲେ ଭାରତୀୟ ପ୍ରଶଂସକଙ୍କ ହୀରୋ । ଗୌତମ ଗମ୍ଭୀର ଓ ଯୁବରାଜ ସିଂଙ୍କ…

୨୬ଟି ନୂତନ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୨୬ଟି ଅତ୍ୟାଧୁନିକ ‘108’ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଆଜି ନବୀନ ନିବାସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠି…

ଓଁକାର ମନ୍ଦିର ପୂଜକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଯାଜପୁର: ଓଁକାର ମନ୍ଦିର ପୂଜକଙ୍କ ଆତ୍ମହତ୍ୟା। ବ୍ୟାସନଗର ପୌରାଞ୍ଚଳ ନୂଆ ମାର୍କେଟସ୍ଥିତ ଓଁକାର ମନ୍ଦିର ପୂଜକ ଆତ୍ମହତ୍ୟା କରିଛନ୍ତି। ପୂଜକ ଜଣଙ୍କ ଘର କୁଆଖିଆ ଥାନା ଅନ୍ତର୍ଗତ ନଗୁଆଁ ଗ୍ରାମର। ସେ ଦେବ ରଞ୍ଜନ କରଙ୍କ ପୁଅ ବିଶ୍ୱରଞ୍ଜନ ଓରଫ୍ ମଣ୍ଟୁ (୨୦) ବୋଲି ଜଣାପଡିଛି। ଘଟଣାରୁ…

ଗିରଫ ପୂର୍ବରୁ ଅଭିଯୁକ୍ତଙ୍କୁ ଲିଖିତ କାରଣ ଦର୍ଶାଇବ ଇଡି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲିଖିତ ଆକାରରେ କାରଣ ଦର୍ଶାଇବାକୁ ପଡ଼ିବ। ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।…

୨୦୦୭ ବିଶ୍ୱକପ:ମହାନ ଖେଳାଳିଙ୍କ ଅବସର, ରୋମାଂଚବିହୀନ ମୁକାବିଲା, ଟିମ ଇଣ୍ଡିଆର ନୈରାଶ୍ୟ ପ୍ରଦର୍ଶନ

୨୦୦୩ରେ ବିଶ୍ୱକପ ହାତଛଡା କରିଥିବା ଭାରତ କିନ୍ତୁ ତାର ପରବର୍ତୀ ସଂସ୍କରଣରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ୨୦୦୭ ବିଶ୍ୱକପ ୱେଷ୍ଟଇଣ୍ଡିଜରେ ଆୟୋଜିତ ହୋଇଥିଲା । ପାକିସ୍ତାନ କୋଚ ବବ ଉଲମରଙ୍କ ରହସ୍ୟମୟ ମୃତ୍ୟୁ ଏବଂ ଭାରତ, ପାକିସ୍ତାନର ଖରାପ ପ୍ରଦର୍ଶନ ଆଲୋଚନାର ବିଷୟ ସାଜିଥିଲା ।…