Latest Odisha News

BREAKING NEWS

Browsing Category

ଫିଚର

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେନି ଶୁଭମନ ଗିଲ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ତାର ଦ୍ୱିତୀୟ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାରୁ ଭାରତୀୟ ଟିମର ମନୋବଳ ଉଚ୍ଚରେ ରହିଛି । ତେବେ ଦଳର ଯୁବ ଖେଳାଳି ଶୁଭମନ ଗିଲ ଏହି ମ୍ୟାଚରେ ଖେଳିବେ ନାହିଁ । ଏପରିକି ସେ ଟିମ…

୧୦ମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ବର୍ଷକୁ ୨ଥର ପରୀକ୍ଷା ଦେବା ବାଧ୍ୟତାମୂଳକ ନୁହେଁ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ବିଷୟରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ବର୍ଷକରେ ଦୁଇ ଥର ବୋର୍ଡ ପରୀକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏଣିକି ବର୍ଷକୁ ଦୁଇ ଥର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ବସିବାକୁ ବାଧ୍ୟତାମୂଳକ ନୁହେଁ ବୋଲି…

ହାଇଦ୍ରାବାଦ-ଦୁବାଇ ଫ୍ଲାଇଟକୁ ହାଇଜ୍ୟାକ୍ ଧମକ, ପୋଲିସ ଖାଲି କରାଇଲା ପୁରା ବିମାନ

ହାଇଦ୍ରାବାଦ: ହାଇଦ୍ରାବାଦରୁ ଦୁବାଇ ଅଭିମୁଖେ ଉଡ଼ାଣ ଭରୁଥିବା ଏୟାର ଇଣ୍ଡିଆର ବିମାନକୁ ହାଇଜାକ ଧମକ। ଇମେଲ ମାଧ୍ୟମରେ ଏହି ଧମକପୂର୍ଣ୍ଣ ମେସେଜ ଆସିଛି। ପୋଲିସ ସୂଚନାନୁସାରେ, ହାଇଦ୍ରାବାଦ-ଦୁବାଇ ଏୟାର ଇଣ୍ଡିଆ ବିମାନକୁ ହାଇଜାକ କରାଯିବ ବୋଲି ଜଣେ ଅଜ୍ଞାତ ବ୍ୟକ୍ତି ବିମାନବନ୍ଦର…

ଇସ୍ରାଏଲରୁ ଆସିଲା ହୃଦୟଥରା ଦୃଶ୍ୟ: ଘରୁ ଟାଣି ଆଣି ଦମ୍ପତିଙ୍କୁ ହତ୍ୟା କଲେ ହମାସ ଆତଙ୍କୀ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ବିଧ୍ୱସ୍ତ ଅଞ୍ଚଳରୁ ଆସିଛି ହୃଦୟଥରା ଦୃଶ୍ୟ । ଅତି ନିଷ୍ଠୁର ଭାବେ ଘରେ ପଶି ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ହମାସ ଆତଙ୍କୀ । ଇସ୍ରାଏଲ ସରକାରଙ୍କ ପକ୍ଷରୁ ସୋଶିଆଲ ମିଡିଆରେ ଏ ନେଇ ସୂଚନା ଦିଆଯାଇଛି ଯେ ଶନିବାର ଆତଙ୍କୀ ଆକ୍ରମଣ ପରେ ଅନେକ ଶିଶୁ…

ଅକ୍ଟୋବର ୩୧ ଯାଏଁ ଧର୍ମଘଟକୁ ସ୍ଥଗିତ ରଖିଲା ବସ୍ ମାଲିକ ସଂଘ

ଭୁବନେଶ୍ବର: ରାଜ୍ୟରେ ହେବନି ବସ୍ ଧର୍ମଘଟ  । ଅକ୍ଟୋବର ୩୧ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ରଖିବାକୁ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି  । ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏ ନେଇ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୧୬ ଶହ ବସ୍ ଚଳାଇବେ । ୧୬ ଶହରୁ ୧…

ଅର୍ଥ ଶାସ୍ତ୍ରରେ ନୋବେଲ ପ୍ରାଇଜ ପାଇବେ ଆମେରିକାର କ୍ଲାଉଡ଼ିଆ ଗୋଲ୍ଡିନ

ନୂଆଦିଲ୍ଲୀ: ଅର୍ଥଶାସ୍ତ୍ର  ପାଇଁ ନୋବେଲ ପ୍ରାଇଜ ପାଇଛନ୍ତି ଆମେରିକାର କ୍ଲାଉଡ଼ିଆ ଗୋଲ୍ଡିନ । ରୟାଲ ସ୍ୱିଡିଶ ଏକାଡେମି ଅଫ ସାଇନ୍ସ ପକ୍ଷରୁ ତାଙ୍କର ନାଁ ଘୋଷଣା କରାଯାଇଛି । କ୍ଲାଉଡିଆ ଗୋଲ୍ଡିନଙ୍କୁ  ଅଲଫ୍ରେଡ ନେବେଲଙ୍କ ସ୍ମୃତିରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ ।…

ସୁଆଣ୍ଡ ଗ୍ରାମକୁ ମଦମୁକ୍ତ କରିବା ଉଦ୍ଦେଶ୍ୟରେ ସ୍ୱଚ୍ଛ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ: ସୁଆଣ୍ଡ ଗ୍ରାମକୁ ମଦମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। ଆଜି ଗୋପବନ୍ଧୁ ଦାସଙ୍କ ପବିତ୍ର ୧୪୬ତମ ଜନ୍ମଦିନ ଅବସରରେ ସମାଜସେବା ସଂସ୍ଥା ସ୍ୱଚ୍ଛର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସ୍ୱାଇଁଙ୍କ ଅଧକ୍ଷତାରେ ସମସ୍ତ ସଦସ୍ୟ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…

ନିର୍ବାଚନ ଆଚରଣ ବିଧି କ’ଣ ? କାହିଁକି ଏବଂ କେବେଠୁ ଲାଗୁ ହୋଇଥାଏ ? ଜାଣନ୍ତୁ ପୂରା ବିବରଣୀ

ନୂଆଦିଲ୍ଲୀ: ନିର୍ବାଚନ ଅଧିକାରୀ ୫ ରାଜ୍ୟ ପାଇଁ ମତାଦାନ ତାରିଖ ଘୋଷଣା କରିସାରିଛନ୍ତି । ନଭେମ୍ବର ୭ ତାରିଖରୁ ଆରମ୍ଭ ହେବ ଏହି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ । ଏହି ଚାରି ରାଜ୍ୟ ହେଉଛି ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ ଏବଂ ମିଜୋରାମ । ନିର୍ବାଚନ…

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା : ଏଯାଏଁ ମୃତଦେହ ସତ୍କାର ନେଇ ହୋଇନି ତାରିଖ ଧାର୍ଯ୍ୟ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା  । ଚିହ୍ନଟ ହୋଇନଥିବା ୨୮ ମୃତଦେହର ସତ୍କାର ପ୍ରକ୍ରିୟା । ଏ ନେଇ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି । ସତ୍କାର ପ୍ରକ୍ରିୟାରେ ସିବିଆଇ, ବିଏମସି, ଏମ୍ସ ଏବଂ ରାଜ୍ୟ ସରକାର ସାମିଲ ହେବେ । ଏଯାଏ ସତ୍କାର ନେଇ…

ଟ୍ରାଫିକ୍ ପୋଲିସ ପକ୍ଷରୁ ଏନଫୋର୍ସମେଣ୍ଟ ଡ୍ରାଇଭ୍ ଆରମ୍ଭ, ରଙ୍ଗ୍ ରୁଟରେ ଡ୍ରାଇଭିଂ କରି ୨୦୧ଟି ବାଇକ ଜବତ

ଭୁବନେଶ୍ବର: ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ବର-କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ନିର୍ଦ୍ଦେଶ କ୍ରମେ ଗତ ୦୭ ଏବଂ ୦୮ ତାରିଖରେ ଟ୍ରାଫିକ୍ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ ଏନଫୋର୍ସମେଣ୍ଟ ଡ୍ରାଇଭ ହୋଇଥିଲା। ଏହି…