Latest Odisha News

BREAKING NEWS

Browsing Category

ଫିଚର

ଏସିଆନ ଗେମ୍ସ: ଭାରତର ପଦକ ସଂଖ୍ୟା ୨୨ରେ ପଂହଚିଲା

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତୀୟ ଆଥଲେଟମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ୪ର୍ଥ ଦିନ ଶୁଟିଂରେ ଭାରତ ୨ ସ୍ୱର୍ଣ୍ଣ ସମେତ ୭ ପଦକ ଜିତିଥିଲେ । ୪ର୍ଥ ଦିବସ ଶେଷ ସୁଦ୍ଧା ଭାରତ ଓଭରାଲ ୫ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୦ ବ୍ରୋଞ୍ଜ ପଦକ ଜିତିଛି । ବୁଧବାର ୨୫ ମିଟର ପିସ୍ତଲ…

ଶହ ଶହ କୋଟି ଖର୍ଚ୍ଚ କରି ଅଭିଯୋଗ ଶୁଣାଣି କରୁଛନ୍ତି ହେଲେ ରାଜଧାନୀରେ ବସିଥିବା ଆନ୍ଦୋଳନକାରୀଙ୍କ କଥା ଶୁଣିବାକୁ…

ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ଆନ୍ଦୋଳନରତ ଶିକ୍ଷକଙ୍କ ନାଯ୍ୟ ଦାବୀକୁ ସମାଧାନ କରିପାରିଲେ ନାହିଁ ରାଜ୍ୟ ସରକାର । ରାଜ୍ୟରେ ସବୁ ସମୟରେ ଶିକ୍ଷକମାନେ ସେମାନଙ୍କର ସର୍ବନିମ୍ନ ଅଧିକାରକୁ ନେଇ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ଆଜି ରାଜ୍ୟର ୫୦ହଜାର ସ୍କୁଲରେ ତାଲା ପଡିଛି…

ମୋଦିଙ୍କ ପୂର୍ବରୁ ରାହୁଲ ରାମ ମନ୍ଦିରରେ ପୂଜା ସାରିଦେବେ !

ଭୁବନେଶ୍ୱର: ଆସନ୍ତାବର୍ଷ ଜାନୁଆରୀ ମାସରେ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ହେବ। ନିର୍ବାଚନ ପୂର୍ବରୁ ରାମ ମନ୍ଦିର ପ୍ରତିଷ୍ଠା ମାଧ୍ୟମରେ ବିଜେପି ଦେଶବ୍ୟାପୀ ମାହୋଲ ତିଆରି କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି। ଏପରିକି ସେଥିପାଇଁ ଦେଶର ବିଭିନ୍ନ ରାଜ୍ୟରୁ ଲୋକମାନଙ୍କୁ ଅଯୋଧ୍ୟା…

କୁକୁର ବୁଲାଇବା ପାଇଁ ଷ୍ଟାଡିୟମ ଖାଲି କରିଥିବା ଆଇଏଏସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ:ଆଇଏଏସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ଆଇଏଏସ ଅଫିସର ଜଣକ ଷ୍ଟାଡିଅମ ଖାଲି କରି ନିଜର କୁକୁରଙ୍କୁ ବୁଲାଉଥିଲେ । ଏହି ସୌକିକ ଅଫିସର ଜଣକ ହେଲେ ରିଙ୍କୁ ଡୁଗ୍ଗୁ । ୧୯୯୪ ବ୍ୟାଚର ଅଫସର । ତାଙ୍କୁ ଫଣ୍ଡାମେଣ୍ଟାଲ ରୁଲ୍ସ ୫୬(ଜେ) ଅନୁଯାୟୀ ବାଧ୍ୟତାମୂଳକ ଅବସର…

ରାସ୍ତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରିଲେ  ଆୟୁଷ ଛାତ୍ରଛାତ୍ରୀ

ଭୁବନେଶ୍ୱର:ରାସ୍ତାରେ ଗର୍ଜିଲେ ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ । ଲୋୟର ପିଏମଜି ଆଜି ଏହି ଛାତ୍ରଛାତ୍ରୀଙ୍କ ନାରାରେ କମ୍ପୁଥଲା । ୨୧ବର୍ଷ ଧରି ଏହି ଆୟୁଷ ଛାତ୍ରଛାତ୍ରୀ ଚାକିରୀ ପାଇଁ ଅପେକ୍ଷା କରି ବସିଛନ୍ତି । ଶେଷରେ ହତାଶ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତା ଉପରେ ସରକାରଙ୍କୁ…

୧୯୭୯ ଥିଲା ଭାରତ ପାଇଁ ନୈରାଶ୍ୟଜନକ ବିଶ୍ୱକପ

୧୯୭୫ରେ ଦିନିକିଆ ବିଶ୍ୱକପ କ୍ରିକେଟର ଲୋକପ୍ରିୟତା ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ । ଏହାର ୪ ବର୍ଷ ପରେ ଆୟୋଜିତ ବିଶ୍ୱକପ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଥିଲା । ଚାମ୍ପିୟନ ୱେଷ୍ଟଇଣ୍ଡିଜକୁ ରୋକିବା ଭଳି ଟିମ ସମ୍ମୁଖକୁ ଆସିପାରି ନ ଥିଲେ । ଏହି ବିଶ୍ୱକପରେ ଭାରତର ପ୍ରଦର୍ଶନ…

୩୭୫ ବର୍ଷ ପରେ ଜିଲାଣ୍ଡିଆ ନାମକ ମହାଦ୍ୱୀପ ଥିବାର ମିଳିଲା ପ୍ରମାଣ

ନୂଆଦିଲ୍ଲୀ:  ଜିଓସାଂଇଟିଷ୍ଟ ବିଶ୍ୱର ୮ମ ମହାଦ୍ୱୀପ ଖୋଜି ବାହାର କରିଛନ୍ତି । ଏହାର ନାମ ଜିଲାଣ୍ଡିଆ ରଖାଯାଇଛି । ୩୭୫ ବର୍ଷ ତଳେ ଏ ନେଇ ତଥ୍ୟା ପ୍ରକାଶ ପାଇଥିଲେ ମଧ୍ୟ ପ୍ରମାଣିତ କରାଯାଇ ପାରି ନ ଥିଲା । ନିକଟରେ ଗବେଷକମାନେ ପ୍ରମାଣ କରିଛନ୍ତି ଏହି ଜିଲାଣ୍ଡିଆ ୫୦ ଲକ୍ଷ ସ୍କ୍ୱାୟର କିମି…

ପତ୍ନୀଙ୍କ ସହ ବିଜେପିରେ ସାମିଲ ହେଲେ ଅର୍କକେଶରୀ ଦେଓ

ଭୁବନେଶ୍ୱର: ପଦ୍ମ ଧରିଲେ ଅର୍କ କେଶରୀ ଦେଓ ।   ବୁଧବାର  ବିଜେପିରେ ସାମିଲ ହୋଇଛନ୍ତି  କଳାହାଣ୍ଡି ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ  । ପତ୍ନୀ ମାଳବିକା ଦେବୀଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ବିଜେଡି ସାଂସଦ । ଭୁବନେଶ୍ୱରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବରିଷ୍ଠ…

ମୁଖ୍ୟମନ୍ତ୍ରୀ, ପୂର୍ତ୍ତମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ: ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ୪ର୍ଥ ଦିନରେ ସ୍ୱାଭାବିକ ଚାଲିବା ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତମନ୍ତ୍ରୀଙ୍କ ବିରୋଧରେ ଆସିଥିଲା ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ । ଏହାକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ମହିଳା ଆଟେଣ୍ଡାଣ୍ଟ ସସପେଣ୍ଡ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ  ।  ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟ ନିଲମ୍ବିତ ହୋଇଛନ୍ତି  । ଦାୟିତ୍ବରେ ଅବହେଳା ପାଇଁ ହସ୍ପିଟାଲ ନିର୍ଦ୍ଦେଶକ ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି  । ଆବଶ୍ୟକ ପଡିଲେ ଦୋଷୀଙ୍କ ବିରୋଧରେ ମଧ୍ୟ କଡା…