Latest Odisha News

BREAKING NEWS

Browsing Category

ଫିଚର

ମ୍ୟାନେଜମେଣ୍ଟ ନିଷ୍ପତ୍ତି ପରେ ଭିସୁଟ ଆସୋସିଏଟ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର

ବୁର୍ଲା:  ଭିସୁଟର ଜଣେ ଆସୋସିଏଟ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବାଧ୍ୟତାମୂଳକ ଅବସର ପାଇଥିବା ଆସୋସିଏଟ ପ୍ରଫସର ଜଣକ ହେଲେ ସସ୍ମିତା କୁମାରୀ ପାଢୀ । ବିଶ୍ବବିଦ୍ୟାଳୟର ବୋର୍ଡ ଅଫ ମ୍ୟାନେଜମେଣ୍ଟ ତାଙ୍କୁ ଏପରି ବାଧ୍ୟତାମୂଳକ ଅବସର ଦେଇଛି । ପୂର୍ବରୁ ମଧ୍ୟ ସେ କୁଆଡେ ଥରେ…

ଟାଇଗର-୩ର ଧମାକାଦାର ଟ୍ରେଲର ରିଲିଜ୍‌ ତାରିଖ ଘୋଷଣା, ସିନେପ୍ରେମୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା

ମୁମ୍ବାଇ: ବହୁପ୍ରତୀକ୍ଷିତ ଫିଲ୍ମ ଟାଇଗର-୩ର ଧମାକାଦାର ଟ୍ରେଲର ରିଲିଜ୍‌ ତାରିଖ ଘୋଷଣା ହୋଇଛି। ସଲମାନ ଖାନଙ୍କ ଏହି ଫିଲ୍ମକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆସନ୍ତା ୧୬ରେ ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ନେଇ ୟସ୍ ରାଜ୍‌ ଫିଲ୍ମ ପକ୍ଷରୁ ସୂଚନା ଦିଆଯାଇଛି। ସୋସିଆଲ ମିଡିଆ…

ଆସନ୍ତାକାଲି ସକାଳ ଯାଏ ଲାଗି ରହିବ ବର୍ଷା: ରାଜ୍ୟରେ ୨୧୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ

ଭୁବନେଶ୍ୱର:ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷିବ । ଗୁରୁବାର ସକାଳ ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହି । ପଶ୍ଚିମବଙ୍ଗ ଗାଙ୍ଗେୟ କ୍ଷେତ୍ର ଏବଂ ତତସଂଲଗ୍ନ ଝାଡଖଣ୍ଡ ନିକଟରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି  ରହିବ ବୋଲି ବୁଧବାର ଭାରତୀୟ ପାଣିପାଗ ବିଭାଗ  …

ନିର୍ବାଚନ ପୂର୍ବରୁ ଶିବରାଜ ସରକାରଙ୍କ ବଡ଼ ଘୋଷଣା, ସରକାରୀ ଚାକିରିରେ ମହିଳାଙ୍କୁ ୩୫% ସଂରକ୍ଷଣ

ଭୋପାଳ: ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାର ମହିଳାଙ୍କୁ ନେଇ ଆଉ ଏକ ବଡ ନିଷ୍ପତ୍ତି ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶରେ ସରକାରୀ ଚାକିରି କ୍ଷେତ୍ରରେ ମହିଳାଙ୍କ ପାଇଁ ୩୫% ସଂରକ୍ଷଣ ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ପ୍ରତ୍ୟକ୍ଷ ନିଯୁକ୍ତିରେ ମହିଳାମାନେ ୩୫ ପ୍ରତିଶତ ସଂରକ୍ଷଣ…

ହାପି ବର୍ଥ ଡେ ଋଷଭ ପନ୍ଥ: ଜନ୍ମଦିନରେ କେଦାରନାଥ ଓ ବଦ୍ରିନାଥ କଲେ ଦର୍ଶନ , ଭିଡିଓ ଭାଇରାଲ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ଥଙ୍କର ଆଜି ହେଉଛି ଜନ୍ମଦିନ  । ଋଷଭ ଆଜି ତାଙ୍କର ୨୬ ତମ ଜନ୍ମଦିନ ପାଳନ କରୁଛନ୍ତି  । ଏଥିଲାଗି ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି  । ଜନ୍ମଦିନ ପୂର୍ବରୁ ସେ  ବଦ୍ରିନାଥ ଏବଂ କେଦାରନାଥ ଯାଇ ଦର୍ଶନ କରିଛନ୍ତି  । ଗତ…

ଗାନ୍ଧୀ ପରିବାରରେ ନୂଆ ଅତିଥି ନୁରୀଙ୍କ ଏଣ୍ଟ୍ରି, ସୋନିଆଙ୍କୁ ଉପହାର ଦେଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘରେ ଜଣେ ନୂତନ ସଦସ୍ୟ ପ୍ରବେଶ କରିଛନ୍ତି। ଏହି ସଦସ୍ୟ ହେଉଛି ଏକ କୁକୁର। ବିଶ୍ୱ ପ୍ରାଣୀ ଦିବସ ଅବସରରେ ରାହୁଲ ଗାନ୍ଧୀ ମାଆ ସୋନିଆ ଗାନ୍ଧୀଙ୍କୁ ଜ୍ୟାକ୍ ରସେଲ ଟେରିୟର ପ୍ରଜାତିର ଏକ କୁକୁର ଉପହାର ଦେଇଛନ୍ତି। କୁହାଯାଉଛି ଯେ ଏହି କୁକୁରର…

‘ଶ୍ରଦ୍ଧା’ଙ୍କୁ ନେଇ ବଢିଲା ବିବାଦ: ଜୟନାରାୟଣ କହିଲେ, ଯଦି ଫିଜିଓଥେରାପିଷ୍ଟ ଭାଟିକାନ କାହିଁକି ଯାଇଥିଲେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ଶ୍ରଦ୍ଧାଙ୍କୁ ନେଇ ବଢିଲା ବିବାଦ । କିଏ ଏହି ଶ୍ରଦ୍ଧା ? ଯଦି ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ସେ ତାଙ୍କର ଫିଜିଓ ଥେରାପିଷ୍ଟ ତେବେ ଠିକ ଅଛି । କିନ୍ତୁ ସେ ଭାଟିକାନ ସିଟି ଯାଇଥିଲେ କାହିଁକି ? କେଉଁ ଅଧିକାରରେ ଯାଇଥିଲେ ? ପୋପଙ୍କୁ…

ରାଜସ୍ଥାନର ଦୌସା ଜିଲ୍ଲାରେ ଚାଞ୍ଚଲ୍ୟ: ପବ୍ଲିକ୍ ଟଏଲେଟ୍ ସଫା କରି ସ୍ବଚ୍ଛତାର ବାର୍ତ୍ତା ଦେଲେ ବିଧାୟକ

ରାଜସ୍ଥାନ : ପ୍ରଥମେ ଜୋତା ପଲିସ୍ ଆଉ ଏବେ ପବ୍ଲିକ ଟଏଲେଟ୍ ସଫା   କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଜଣେ ବିଧାୟକ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଦୌସା ଜିଲ୍ଲାରେ  ।  ଜଣେ ବିଧାୟକ ଉପ ଜିଲ୍ଲା ହସ୍ପିଟାଲରେ ପବ୍ଲିକ ଟଏଲେଟ୍‌ ସଫା କରୁଥିବା ନଜର ଆସିଛନ୍ତି  ।…

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ଦୁଇ ଯୁବନେତା ନିଲମ୍ବିତ

ଭୁବନେଶ୍ୱର:ବିଜୁ ଯୁବ ଜନତା ଦଳ (ବିଜେଡି) ପକ୍ଷରୁ ବୁଧବାର ୨ ଯୁବ ନେତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ଦଳ ବିରୋଧୀ କାମ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି । ଏହି ଦୁଇ ନେତା ହେଲେ ବିଜୁ ଯୁବ ଜନତା ଦଳର ଉପ ସଭାପତି ସୁଜିତ ପ୍ରସାଦ ଦ୍ୱିବେଦୀ ଏବଂ ବିଜୁ ଯୁବ ଜନତା ଦଳର ଅନୁଗୁଳ…

ଏସୀୟ କ୍ରୀଡା: ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ  । ତୀରନ୍ଦାଜରେ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ଜ୍ୟୋତି ସୁରେଖା ଓ ଓଜାସ ଦେଓତାଲେ ଏହି ପଦକ ହାସଲ କରିଛନ୍ତି  । ୧୬ଟି ସ୍ୱର୍ଣ୍ଣ ସହ ବର୍ତ୍ତମାନ ଭାରତର ମୋଟ ପଦକ ସଂଖ୍ୟା ୭୧କୁ ବୃଦ୍ଧି ହୋଇଛି । ସେପଟେ ଆଜି ୩୫…