Latest Odisha News

BREAKING NEWS

Browsing Category

ଫିଚର

୩ ଟଙ୍କା ପାଇଁ ଗ୍ରାହକଙ୍କୁ ଅପମାନିତ କଲେ ଦୋକାନୀ, ଏବେ ଗଣିବେ ୨୫ ହଜାର

ସମ୍ବଲପୁର : ଟଙ୍କେ/ଦୁଇ ଟଙ୍କା ବା ୫ ଟଙ୍କା ପାଇଁ ଅନେକ ସମୟରେ ଦୋକାନୀ-ଗ୍ରାହକ ମୁହାଁମୁହିଁ ହେଉଥିବା ଘଟଣା ପ୍ରାୟ ସମସ୍ତଙ୍କ ନଜରକୁ ଆସିଥିବ । ହେଲେ ଏଇ ଝଗଡା ଯେ କେତେ ମହଙ୍ଗା ପଡିପାରେ ତାହାର ଏକ ଉଦାହାରଣ ଏବେ ଦେଖିବାକୁ ମିଳିଛି । ଜଣେ ଦୋକାନୀ ମାତ୍ର ୩ ଟଙ୍କା ପାଇଁ ଜଣେ…

କ୍ରୀଡା ଉତ୍ସବକୁ ଯିବାବେଳେ ଘାଟିରେ ଓଲଟି ପଡିଲା ବସ: ଚାଲିଗଲା ଖେଳ ଶିକ୍ଷକଙ୍କ ଜୀବନ

ନବରଙ୍ଗପୁର: ଘାଟିରେ ଓଲଟି ପଡିଲା ବସ । ପିଲାଙ୍କୁ ନେଇ କ୍ରୀଡା ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ ଖେଳ ସାର । ବାଟରେ ଚାଲିଗଲା ଜୀବନ । ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।  ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ । ମିଳିଥିବା ସୂଚନା…

ତିନି ଦିନ ପରେ ଆଜି ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା

ଭୁବନେଶ୍ୱର: ତିନି ଦିନପରେ ଆଜି ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା । ଉଭୟେ ବିରୋଧୀ ଓ ଶାସକ ନାରାବାଜି କାରଣରୁ ୩ ଦିନ ଧରି ଅଚଳ ରହିଥିଲା ଗୃହ । ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକିବା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ । ଅଧିବେଶନର ୪ର୍ଥ ଦିନରେ…

ଇସ୍କନକୁ ‘ଧୋକାବାଜ ’ କହିଲେ ବିଜେପି ସାଂସଦ ମେନକା ଗାନ୍ଧୀ: ମନ୍ଦିର କର୍ତ୍ତୃପକ୍ଷ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ:ବିଜେପି ସାସଂଦ ମେନକା ଗାନ୍ଧୀ ଇଣ୍ଟରନାଶନାଲ ସୋସାଇଟି ଫଳ କୃଷ୍ଣା କନସସନେସ୍ (ଇସକନ) ଉପରେ ଜୋରଦାର ଚଢାଉ କରିଛନ୍ତି । ସେ ଇସ୍କାନକୁ ଦେଶର ସବୁଠାରୁ ବଡ ଧୋକ୍କାବାଜ ସଂଗଠନ ବୋଲି କହିଛନ୍ତି । ମେନକା ଗାନ୍ଧୀଙ୍କ ବୟାନର ରେକର୍ଡ ଭାଇରାଲ ହେବାରେ ଲାଗିଛି । ମେନକା ଅଭିଯୋଗ…

ଏସିଆନ୍ ଗେମ୍ସରେ ଭାରତକୁ ପଞ୍ଚମ ସ୍ବର୍ଣ୍ଣ : ମୋଟ୍ ପଦକ ସଂଖ୍ୟା ୧୮କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତକୁ ମିଳିଲା ୫ମ ସ୍ବର୍ଣ୍ଣ  । ହାଙ୍ଗଝୌ ଏସୀୟ କ୍ରୀଡାରେ ଭାରତକୁ ପଞ୍ଚମ ସ୍ବର୍ଣ୍ଣ ମିଳିଛି  । ମହିଳା ସୁଟିଂ ସ୍ବର୍ଣ୍ଣ ଜିତିଛନ୍ତି ସୁଟର ସିପ୍ତ କୌର ସାମ୍ରା  । ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଇଭେଣ୍ଟରେ ଏହି ସଫଳତା ମିଳିଛି । ସମାନ ଇଭେଣ୍ଟରେ ବ୍ରୋଞ୍ଜ ଜିତିଲେ…

ଏସିଆନ୍ ଗେମ୍ସରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ : ମନୁ-ଇଷା-ରିଦମ୍ ରଚିଲେ ଇତିହାସ

ନୂଆଦିଲ୍ଲୀ : ଏସିଆନ୍ ଗେମ୍ସରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ । ମହିଳା ୨୫  ମିଟର ପିସ୍ତଲ ଟିମ୍ ଏହି ପଦକ ଜିତିଛି  । ମନୁ ଭାକର, ଇଶା ସିଂ ଏବଂ ରିଦିମ୍  ସାଙ୍ଗୱାନଙ୍କ ଚୀନ୍‌କୁ ପରାସ୍ତ କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି  ।  ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ଯୋଗ୍ୟତା…

ଆକ୍ସନ ମୋଡରେ ଏନଆଇଏ: ଆତଙ୍କବାଦୀଙ୍କୁ ଦମନ ଲାଗି ଦେଶବ୍ୟାପି ୫୦ଟି ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ଖାଲିସ୍ତାନୀ ସଂଗଠନ ଏବଂ ସେମାନଙ୍କ ସହ ଜଡିତ ଆତଙ୍କବାଦୀଙ୍କୁ ଦମନ ଲାଗି ପୁରା ଆକ୍ସନ ମୋଡରେ ରହିଛି ଏନଆଇଏ  । ଅନୁସନ୍ଧାନକାରୀ ସଂସ୍ଥା ଦେଶରେ ତଥା ବିଦେଶରେ କ୍ରମାଗତ ଭାବରେ ରେଡ୍ କରୁଛି  । ରାଜସ୍ଥାନ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଦିଲ୍ଲୀର ପ୍ରାୟ ୫୦ଟି ସ୍ଥାନରେ ଏହି ଚଢଉ…

ଥମୁନି ମଣିପୁର ହିଂସା: ଇମ୍ପାଲରେ ବିରୋଧ ପରେ ୫ ଦିନ ଇଣ୍ଟରନେଟ୍ ବନ୍ଦ ଓ ସ୍କୁଲ ଛୁଟି

ଇମ୍ଫାଲ : ଥମୁନି ମଣିପୁର ତାତି  । ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇଉଠିଛି ମଣିପୁର  । ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବା ପରେ ପୁଣି ପରିସ୍ଥିତି ସାଂଘାତିକ ହୋଇଛି ।  ଦୁଇ ଦିନ ତଳେ ସ୍ବାଭାବିକ ହୋଇଥିବା ଇଣ୍ଟରନେଟ୍ ସେବାକୁ ପୁଣି ଥରେ ବ୍ୟାନ୍…

ଇରାକରେ ଜଳିଗଲା ବିବାହ ମଣ୍ଡପ:୧୦୦ ମୃତ, ୧୫୦ରୁ ଉର୍ଦ୍ଧ୍ବ ଆହତ

ନୂଆଦିଲ୍ଲୀ: ଇରାକର ଏକ ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି  । ଏଥିରେ ପ୍ରାୟ ୧୦୦ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୧୫୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ସୂଚନା ମିଳିଛି  । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି  । ଘଟଣାସ୍ଥଳରେ ଜୋରସୋରରେ ଉଦ୍ଧାର…