Latest Odisha News

BREAKING NEWS

Browsing Category

ଫିଚର

ମୋଦି ସରକାରଙ୍କ ଅଲ୍ଟିମେଟମର ପ୍ରଭାବ:ଅକ୍ଟୋବର ୧୦ ପୂର୍ବରୁ କାନାଡା ହଟାଇନେଲା କୁଟନୀତିଜ୍ଞ

ନୂଆଦିଲ୍ଲୀ: ଖଲିସ୍ଥାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ପରେ ଭାରତ-କାନାଡା ସମ୍ପର୍କ ତିକ୍ତତା ଲଗାତାର ବିଗିଡବାରେ ଲାଗିଛି । ଭାରତ ସରକାରଙ୍କ ପକ୍ଷରୁ ଜାରି ଅଲ୍ଟିମେଟମ ପରେ କାନାଡା ନିଜ କୂଟନୀତିଜ୍ଞଙ୍କୁ ହଟାଇବା ଆରମ୍ଭ କରିଛି । ଖଲିସ୍ଥାନୀ ବିଚ୍ଛିନ୍ନତିବାଦୀ ହରଦୀପ ସିଂହ…

ବିହାର ଜାତି ସର୍ଭେ ମାମଲା: ଜାତି ଜନଗଣନା ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, ରାଜ୍ୟ ସରକାରଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ବିହାରର ଜାତିଗତ ଜନଗଣନା ତଥ୍ୟ ଉପରେ ରୋକ୍‌ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏଥିସହିତ କୋର୍ଟ ବିହାର ସରକାରଙ୍କୁ ଏକ ନୋଟିସ ଜାରି କରି ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ଜବାବ ଦେବାକୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ରାଜ୍ୟ ସରକାରଙ୍କୁ କୌଣସି…

ପଇସା ଦେଲାନି ବୋଲି ଭଉଣୀଙ୍କୁ ଗୁଳି କରି ହତ୍ୟା କଲା ଭାଇ

କେନ୍ଦୁଝର: ଭାଇ ସାଜିଲା ହତ୍ୟାକାରୀ । ଯେଉଁ ଭାଇ ହାତରେ ଦିନ ରାଖି ବାନ୍ଧିଥିଲା ସେହି ହାତରେ ଫୁଟାଇଲା ଗୁଳି । ଚାଲିଗଲା ଭଉଣୀ ଜୀବନ । ସାମାନ୍ୟ ଟଙ୍କା କେତେଟା ପାଇଁ ଭଉଣୀକୁ ଗୁଳିକରି ମାରିଦେଲା ଭାଇ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସମଗିରି…

୪ର୍ଥ ଥର ପାଇଁ ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ, କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ

ମୁମ୍ବାଇ: ଆରବିଆଇର ମୁଦ୍ରା ନୀତି କମିଟି ପକ୍ଷରୁ ବଡ଼ ଉପହାର। କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ରେଟ୍‌ ୬.୫ ପ୍ରତିଶତ ବଜାୟ ରହିଛି। ରେପୋ ହାର ଅପରିବର୍ତ୍ତନ ହେବା ପରେ ଶୁକ୍ରବାର କଂଗ୍ରେସ ଦାବି କରିଛି ଯେ ମୁଦ୍ରାସ୍ଫୀତି କାରଣରୁ ଅନେକ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…

ସିକ୍କିମରେ ପ୍ରଳୟଙ୍କାରୀ ବନ୍ୟାର କ୍ଷୟକ୍ଷତି ଆକଳନ ପାଇଁ ଗୃହ ମନ୍ତ୍ରାଳୟ ଗଠନ କଲା ଟିମ

ନୂଆଦିଲ୍ଲୀ: ସିକ୍କିମର ତୀସ୍ତା ନଦୀରେ ଘଟିଥିବା ପ୍ରଳୟଙ୍କାରୀ ବନ୍ୟାରେ ହୋଇଥିବା କ୍ଷତିଗ୍ରସ୍ତର ଆକଳନ କରାଇବେ କେନ୍ଦ୍ର ସରକାର। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ଦଳ ଗଠନ କରିଛି। ଆଜି ସିକ୍କିମରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ଏବଂ ତୀସ୍ତା ନଦୀରେ ବନ୍ୟା ହେତୁ ରାଜ୍ୟରେ…

ମୁଖ୍ୟ ସଚେତକ ପଦରୁ ହଟିବା ପରେ ମିଡିଆକୁ ସମାଲୋଚନା କଲେ ସୁଲତା, କହିଲେ, ‘ବିନା ମେଘରେ ବଜ୍ରପାତ କାହିଁକି ?’

ଭୁବନେଶ୍ୱର: ରାଜ୍ୟ ସଭାର ମୁଖ୍ୟ ସଚେତକ ପଦବୀରୁ ହଠାତ ସୁଲତା ଦେଓଙ୍କୁ କାଢି ମାନସ ମଙ୍ଗରାଜଙ୍କୁ ଦିଆଯିବା ଘଟଣା ରାଜ୍ୟ ରାଜନୀତିରେ ଏବେ ବି ଚର୍ଚ୍ଚାର ବିଷୟ ହୋଇଛି । ବିଜେଡିର ହଠାତ୍ ଏପରି ଏକ ଅଦଳବଦଳକୁ ନେଇ ବିଭିନ୍ନ ମିଡିଆରେ କଳ୍ପନାଜଳ୍ପନା ପ୍ରକାଶ ପାଉଥିବାବେଳେ ମୁହଁ ଖୋଲିଛନ୍ତି…

ପୋଷ୍ଟର ୱାର: ମୋଦିଙ୍କୁ ‘ବଡ଼ ମିଛୁଆ’ କହିଲା କଂଗ୍ରେସ, ରାହୁଲଙ୍କୁ ‘ରାବଣ’ ସଜାଇଲା ବିଜେପି

ନୂଆଦିଲ୍ଲୀ: ଆସୁଛି ନିର୍ବାଚନ। ସଜବାଜ ହେଉଛନ୍ତି ସମସ୍ତ ଦଳର ନେତା। ୨୦୨୪ ବିଧାନସଭା ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି, ଶାସକ-ବିରୋଧୀ ଦଳ ମଧ୍ୟରେ ପୋଷ୍ଟର ୱାର ବଢିଚାଲିଛି। ବର୍ତ୍ତମାନ କଂଗ୍ରେସ ଓ ବିଜେପି ମଧ୍ୟରେ ପୋଷ୍ଟରକୁ ନେଇ ରାଜନୈତିକ ଝଡ଼। ଉଭୟ ଦଳ ଭିତରେ ଚାଲିଛି ରାଜନୈତିକ…

ଲୋକସଭା ନିର୍ବାଚନ ପାଇଁ ଆପ୍ ପ୍ରସ୍ତୁତ, ହରିୟାଣାରେ ୧୦ ପ୍ରଭାରୀ ନିଯୁକ୍ତ

ଚଣ୍ଡିଗଡ଼: ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ଚାଲିଛି ଜୋରଦାର ପ୍ରସ୍ତୁତ। ହରିୟାଣାର ୧୦ଟି ଲୋକସଭା ଆସନରେ ୧୦ ପ୍ରଭାରୀ ନିୟୋଜିତ କରିଛି। ଏହା ବ୍ୟତୀତ ପଞ୍ଜାବର ଚେୟାରମ୍ୟାନ ତଥା ବରିଷ୍ଠ ନେତାମାନଙ୍କୁ ୯୦ଟି ବିଧାନସଭା ଆସନ ଦାୟିତ୍ୱରେ ନିଯୁକ୍ତ କରାଯାଇଛି। ପଞ୍ଜାବର…

ଓଲିଉଡର ଲୋକପ୍ରିୟ ସଂପାଦକ ତଥା ନିର୍ଦେଶକ ଅଶୋକ ଶର୍ମାଙ୍କ ପରଲୋକ

ଭୁବନେଶ୍ବର: ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ସଂପାଦକ ତଥା ନିର୍ଦ୍ଦେଶକ ଅଶୋକ ଶର୍ମା । ଗତକାଲି ତାଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଅଶୋକ ଶର୍ମା ଜଣେ ପଞ୍ଜାବୀ ହେଲେ ମଧ୍ୟ ଓଡ଼ିଆରେ ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ । ସେ ମୁମ୍ବାଇରୁ…

ଇତିହାସ ରଚିଲେ ପ୍ରଣୟ, ୪୧ ବର୍ଷ ପରେ ବ୍ୟାଡମିଂଟନରେ ପଦକ ଜିତିଲା ଭାରତ

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତ ୪୧ ବର୍ଷ ପରେ ବ୍ୟାଡମିଂଟନର ସିଙ୍ଗଲ୍ସ ବିଭାଗରେ ପଦକ ଜିତିବାରେ ସଫଳ ହୋଇଛି । ଏହି କୀର୍ତିମାନ ଏଚଏସ ପ୍ରଣୟ ସ୍ଥାପନ କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ସେମିଫାଇନା ମୁକାବିଲାରେ ପ୍ରଣୟ ଚୀନର ଲି ଶେଇଫିଙ୍ଗଙ୍କ ନିକଟରୁ ପରାଜିତ ହୋଇଥିଲେ ସୁଦ୍ଧା ସେ…