Latest Odisha News

BREAKING NEWS

Browsing Category

ଫିଚର

ବାଚସ୍ପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ଓଡ଼ିଶା ବିଧାନସଭାରେ ଇତିହାସ ସୃଷ୍ଟି ହେବାକୁ ଯାଉଛି  । ପ୍ରଥମଥର ପାଇଁ ଜଣେ ମହିଳା ବାଚସ୍ପତି ହେବାକୁ ଯାଉଛନ୍ତି  । ବିଞ୍ଛାରପୁର ବିଧାୟିକା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି  ।…

ଆମ୍ରି ହସ୍ପିଟାଲର ୮୪ ପ୍ରତିଶତ ଅଂଶଧନ କିିଣିଲା ମଣିପାଲ ହସ୍ପିଟାଲ

ଭୁବନେଶ୍ୱର: ଭାରତୀୟ ହସ୍ପିଟାଲ୍ ଚେନ୍ ଅପରେଟର ମଣିପାଲ ହସ୍ପିଟାଲ୍ ପକ୍ଷରୁ ବୁଧବାର କୁହାଯାଇଛି ଯେ ପୂର୍ବ ଭାରତରେ ନିଜର ଉପସ୍ଥିତି ବୃଦ୍ଧି କରିବା ଲକ୍ଷ୍ୟରେ ଆମ୍ରି ହସ୍ପିଟାଲର ୮୪% ଅଂଶଧନ କିଣିଛି। କୋଲକାତାସ୍ଥିତ ଆମ୍ରି ହସ୍ପିଟାଲ୍ସର ମାଲିକାନା ଏଫଏମସିଜି-ଟୁ-ରିୟଲିଟି କମ୍ପାନି…

ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ସେପ୍ଟେମ୍ବର ୨୭ରେ ଘରୋଇ ବସ୍ ସଂଘ ଦେଲା ବନ୍ଦ ଡାକରା

ଭୁବନେଶ୍ୱର: ଓଡ଼ିଶାର ଘରୋଇ ବସ୍ ମାଲିକମାନେ ସରକାରଙ୍କ ଲକ୍ଷ୍ମୀ ଯୋଜନା ଯୋଗୁଁ ଉପୁଜିବାକୁ ଥିବା ସମସ୍ୟାର ସମାଧାନ ନ ହେଲେ ଚକା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)କୁ ଚିଠି ଲେଖି ସୂଚନା ଦେଇଛନ୍ତି, ଘରୋଇ ବସ୍ ମାଲିକ ସଙ୍ଘର ସମ୍ପାଦକ…

ପାକିସ୍ତାନୀ ହ୍ୟାକର୍ସଙ୍କ ଟାର୍ଗେଟରେ ଭାରତୀୟ, ଆଣ୍ଡ୍ରଏଡ୍ ୟୁଜର୍ସ ହୋଇଯାଆନ୍ତୁ ସାବଧାନ !

ନୂଆଦିଲ୍ଲୀ: ଟେକ୍ନୋଲଜି ଜରିଆରେ ଦୃତଗତିରେ ଅଗ୍ରସର ହେଉଛି ବିଶ୍ୱ। ହେଲେ ଏହା ଆମ ପାଇଁ ଯେତିକି ଉପକାର ସେତିକି ଅପକାର ମଧ୍ୟ। ଆଜିକାଲି ଉନ୍ନତ ଧରଣର ଟେକ୍ନୋଲଜି ବ୍ୟବହାର କରି ଆମ ସିଷ୍ଟମ ଏବଂ ମୋବାଇ ହ୍ୟାକ କରୁଛନ୍ତି ହ୍ୟାକର। ଏଥିପ୍ରତି ଜନସାଧାରଣ ସତର୍କ ହେବା ଆବଶ୍ୟକ। ହ୍ୟାକିଂ ଘଟଣା…

୨୬ରେ ବିଧାନସଭା ସମ୍ମୁଖରେ ମହାସମାବେଶ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଘୋଷଣା

ଭୁବନେଶ୍ୱର: ତିନି ଦଫା ଦାବି ପୂରଣ ଦାବିରେ ଓଡ଼ିଶାର ପ୍ରାଥମିକ ଶିକ୍ଷକମାନେ ବୁଧବାର ଆନ୍ଦୋଳନକୁ ଜୋରଦାର କରିବାକୁ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୨୬ ତାରିଖରେ ବିଧାନସଭା ସମ୍ମୁଖରେ ମହାସମାବେଶ କରିବାକୁ ମଧ୍ୟ ଶିକ୍ଷକ ସଂଘ ଘୋଷଣା କରିଛି। ମହାସମାବେଶରେ ପ୍ରାୟ ୧ ଲକ୍ଷ ଶିକ୍ଷକ ଯୋଗ…

ମୋଦୀଙ୍କ ହ୍ୱାଟସ ଆପ୍ ଚ୍ୟାନେଲର ବଡ଼ ରେକର୍ଡ; ଦିନକରେ ଯୋଡ଼ି ହେଲେ ଲକ୍ଷାଧିକ ଫଲୋଅର୍ସ

ନୂଆଦିଲ୍ଲୀ: ହ୍ୱାଟସ୍ ଆପର ନୂତନ ଫିଚରରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଦିନକ ପୂର୍ବରୁ ଅର୍ଥାତ୍ ୧୯ ସେପ୍ଟେମ୍ବରରେ ହ୍ୱାଟସ୍ ଆପ୍ ଚ୍ୟାନେଲରେ ଯୋଗ ଦେଇଛନ୍ତି। ଯୋଗ ଦେବାର ଦିନକରେ ଯୋଡ଼ି ହେଲେ ଲକ୍ଷାଧିକ ଫଲୋଅର୍ସ। ଗୋଟିଏ ଦିନରେ ୧୦ ଲକ୍ଷ ଫଲୋଅର୍ସ ଯୋଡି ହେବା ପରେ…

ଆର୍ଥୀକ ଅନାଟନରେ ଭାରତର ଏକ ନମ୍ବର ଟେନିସ ଖେଳାଳି

ନୂଆଦିଲ୍ଲୀ: ଭାରତର ଏକ ନମ୍ବର ଟେନିସ ଖେଳାଳି ସୁମିତ ନାଗଲଙ୍କ ଆର୍ଥୀକ ଅବସ୍ଥା ସମ୍ପୂର୍ଣ୍ଣ ଭାବେ ଖରାପ ହୋଇପଡିଛି । ଏଟିପି ଟୁର ଖେଳିବା ପାଇଁ ୧କୋଟି ଟଙ୍କାର ଯୋଗାଡ କରିବା ପରେ ଏବେ ତାଙ୍କ ପାଖରେ ମାତ୍ର ୮୦ ହଜାର ଟଙ୍କା ରହିଛି । ଅନ୍ୟର ସହଯୋଗ ବିନା ଆଗକୁ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ…

ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି। ପ୍ରତ୍ୟେକ…

୨୦୨୪ ନିର୍ବାଚନ ପରେ ଜନଗଣନା ସହ ସ୍ଥିର ହେବ ସୀମା ନିର୍ଦ୍ଧାରଣ: ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର କହିଛନ୍ତି ଯେ ମହିଳା ସଂରକ୍ଷଣ ବିଲ୍କୁ ଲାଗୁ କରିବା ପାଇଁ ଜନଗଣନା କରାଯିବ। ଠିକ୍ ନିର୍ବାଚନ ପରେ ଏହା ଆରମ୍ଭ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପରେ ପରବର୍ତ୍ତୀ ସରକାର ଏହି ପରିସୀମା ନିର୍ଦ୍ଧାରଣ କାର୍ଯ୍ୟ…

ବିଶ୍ୱକପ କ୍ରିକେଟ ପାଇଁ ଲଂଚ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ପ୍ରାୟତଃ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି । ଭାରତରେ ଏହା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଖେଳାଯିବ । ବୁଧବାର ବିଶ୍ୱକପ ପାଇଁ ଭାରତୀୟ ଦଳର ନୂତନ ଜର୍ସି ଲଂଚ କରାଯାଇଛି । ଟିମ ଇଣ୍ଡିଆର ଅଫିସିଆଲ କିଟ ସ୍ପନଶର ଆଦିଦାସ ଏକ ଭିଡିଓ…