Latest Odisha News

BREAKING NEWS

Browsing Category

ଫିଚର

ଡାଇବେଟିସ ରୋଗୀଙ୍କ ପାଇଁ ଇନସୁଲିନ ସଦୃଶ କାର୍ଯ୍ୟ କରେ ସଙ୍ଗୀତ !

ନୂଆଦିଲ୍ଲୀ: ବିଶ୍ୱରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ଚିକିତ୍ସା ପାଇଁ ଡାକ୍ତରମାନେ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରିଥାନ୍ତି । ଦୈନିକ ଭାସ୍କରରେ ପ୍ରକାଶିତ ଏକ ଖବର ଅନୁସାରେ ଜଣେ ଡାଇବେଟିସ ରୋଗୀକୁ ତାର ମନପସନ୍ଦର ସଙ୍ଗୀତ ଶୁଣାଇଲେ ଏହା…

ଆର୍ଥୀକ ଅସୁବିଧା ସତ୍ୱେ ପାକିସ୍ତାନ ପରମାଣୁ ଅସ୍ତ୍ର ବଢାଇବାରେ ବ୍ୟସ୍ତ

ନୂଆଦିଲ୍ଲୀ: ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ସାଧାରଣ ଜନତା ଚଳିବା ନେଇ ଅତିଷ୍ଠ ହୋଇ ପଡିଲେଣି । ଏ ସବୁ ସତ୍ୱେ ପାକିସ୍ତାନ ଏହି ଦିଗ ପ୍ରତି ଧ୍ୟାନ ଦେବା ବଦଳରେ ପରମାଣୁ ଅସ୍ତ୍ର ପାଇଁ ଅର୍ଥ ଖର୍ଚ୍ଚ କରି ଚାଲିଛି । ଆମେରିକାର ପରମାଣୁ ବୈଜ୍ଞାନିକମାନେ ଜାରୀ…

ଗାଁରେ ରହିବନି ଯାତାୟାତ ସମସ୍ୟା: ଏଣିକି ପ୍ରତି ପଞ୍ଚାୟତରେ ଗଡ଼ିବ ବସ୍

ଭୁବନେଶ୍ୱର: ଗାଁ ଗହଳିରେ ଆଉ ରହିବନି ଯାତାୟାତ ସମସ୍ୟା । ଏଣିକି ପ୍ରତି ପଞ୍ଚାୟତକୁ ଗଡିବ ବସ । ରାଜଧାନୀ ଭୁବନେଶ୍ୱର ସହ  ସହ ଯୋଡି ହେବ ସବୁ ପଞ୍ଚାୟତ । ଏଥିପାଇଁ ରାଜ୍ୟ ପରିବହନ ବିଭାଗ ଆଣିଥିବା ଲକ୍ଷ୍ମୀ (ଲୋକେସନ ଆକ୍ସେସିବିଲିଟି ମଲ୍ଡି ମୋଡାଲ ଇନିସିଏଟିଭ) ଯୋଜନାକୁ ମିଳିଛି…

ଏସିଆ କପ ଫାଇନାଲ: ୫ ବର୍ଷ ପରେ ବଡ ଟୁର୍ଣ୍ଣାମେଂଟ ଜିତିବା ପାଇଁ ଭାରତ ନିକଟରେ ସୁଯୋଗ

କଲମ୍ବୋ: ଏସିଆ କପ କ୍ରିକେଟର ଫାଇନାଲ ମ୍ୟାଚ ଭାରତ ଓ ଶ୍ରୀଲଙ୍କା ମ୍ୟାଚରେ ଖେଳାଯିବ । ୫ ବର୍ଷ ଧରି ଭାରତୀୟ ଟିମ କୌଣସି ବଡ ଟୁର୍ଣ୍ଣାମେଂଟ ଜିତି ନ ଥିବାରୁ ଏଥର ସୁବର୍ଣ୍ଣ ସୁଯୋଗ ରହିଛି । ୨୦୧୮ରେ ଭାରତ ଶେଷ ଥର ଏସିଆ କପ ଜିତିଥିଲା । ଏହା ପରେ ଭାରତ ଆଇସିସିର ୫ ଓ ଏସିସିର ଗୋଟିଏ…

ବ୍ୟାପିଲା ସ୍କ୍ରବ ଟାଇଫସ: ସୁନ୍ଦରଗଡରେ ଆଉ ୭ ରୋଗୀ ଚିହ୍ନଟ, କଳାହାଣ୍ଡିରେ ଆଖି ବୁଜିଲେ ମହିଳା

ଭୁବନେଶ୍ୱର: ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ସୁନ୍ଦରଗଡ ଜିଲ୍ଲାରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ଆଉ ୭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୯ ଛୁଇଁଛି । ସେପଟେ କଳାହାଣ୍ଡି ଜିଲ୍ଲାରେ ଜଣେ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ…

ଏଣିକି ପ୍ରତି ବର୍ଷ ହେବ ବାଘଗଣନା: ତାଲିମ ନେଉଛନ୍ତି କର୍ମଚାରୀ

ଭୁବନେଶ୍ୱର:ବ୍ୟାଘ୍ର ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବା ଏକ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତିବର୍ଷ ବ୍ୟାଘ୍ର ଗଣନା କରିବେ । ସେଥିପାଇଁ ଚନ୍ଦକା ଗୋଡ଼ିବାରିରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ କାର୍ଯକ୍ରମ   । ଏହି ପ୍ରଶିକ୍ଷଣ  କାର୍ଯ୍ୟକ୍ରମ ଅକ୍ଟୋବର ୧୦ ତାରିଖ…

ଏଣିକି ପୂଜା ମଣ୍ଡପ ପାଇଁ ଦେବାକୁ ପଡିବିନି ଗ୍ରାଉଣ୍ଡ ରେଣ୍ଟ

ଭୁବନେଶ୍ୱର:  ପାର୍ବଣ ପୂର୍ବରୁ ସରକାରଙ୍କ ବଡ ଘୋଷଣା ।  ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ । ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ…

ଲିଜରେ ଦିଆଯାଇଥିବା ଜମିକୁ ନିୟମିତ କରିବାକୁ ପୁରୀ ମ୍ୟୁନିସିପାଲଟିକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

ପୁରୀ: ମ୍ୟୁନିସିପାଲିଟି ପକ୍ଷରୁ ଲିଜରେ ଦିଆଯାଇଥିବା ଜମିକୁ ନିୟମିତ କରିବା ପ୍ରକ୍ରିୟା ଶେଷ କରିବାକୁ ଓଡ଼ିଶା ସରକାର ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ…

ଆଉ ୨୭ ଚିହ୍ନଟ ପରେ ସୁନ୍ଦରଗଡରେ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୬୨

ସୁନ୍ଦରଗଡ଼: ଗୁରୁବାର ୨୭ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ରୋଗ ଏବେ ବ୍ୟାପିବାରେ ଲାଗିଛି।ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ସୁନ୍ଦରଗଡ଼ ସିଡିଏମଓ କାହ୍ନୁଚରଣ ନାୟକ କହିଛନ୍ତି ଯେ, ଗୁରୁବାର ଆକ୍ରାନ୍ତଙ୍କ ସଂଖ୍ଯା ସହିତ ଚଳିତ ବର୍ଷ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା…

କରୋନାଠୁ ମାରାତ୍ମକ ନିପା: ମୃତ୍ୟୁ ହାର ୭୦ ପ୍ରତିଶତ

ନୂଆଦିଲ୍ଲୀ: ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକ ରାଜୀବ ବହଲ ଶୁକ୍ରବାର କହିଛନ୍ତି, କରୋନା ଭାଇରସ୍ ତୁଳନାରେ ନିପା ଭାଇରସର ମୃତ୍ୟୁହାର ବହୁତ ଅଧିକ। କୋଭିଡ୍-୧୯ରେ ମୃତ୍ୟୁ ହାର ୨ରୁ ୩ ପ୍ରତିଶତ ଥିବା ବେଳେ ନିପାରେ ମୃତ୍ୟୁ ହାର ୪୦ରୁ ୭୦ ପ୍ରତିଶତ ରହିଛି।…