Latest Odisha News

BREAKING NEWS

Browsing Category

ଫିଚର

ଶିକ୍ଷକଙ୍କ ପରେ ଅଙ୍ଗନବାଡି ଦିଦିଙ୍କ ଗର୍ଜନ, ନିର୍ବାଚନ ବେଳେ ସରକାରଙ୍କ ତଣ୍ଟିରେ କଣ୍ଟା

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ଅଙ୍ଗନବାଡି କର୍ମୀମାନେ ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଦାବି ପୂରଣ ନହେଲେ ଆଗାମୀ ନିର୍ବାଚନକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ବିଭିନ୍ନ ଯୋଜନା ସହିତ ବିଭିନ୍ନ ସଂଗଠନକୁ…

ହସ୍ପିଟାଲରୁ ଆସି ରୁମରେ କାହିଁକି ଆତ୍ମହତ୍ୟା କଲେ ଡାକ୍ତର?

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଏକ ହଷ୍ଟେଲ ରୁମରୁ ଶୁକ୍ରବାର ଜଣେ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଜଣେ ହାଉସ ସର୍ଜନ ବୋଲି ଜଣାପଡ଼ିଛି। ମୃତକ କେନ୍ଦୁଝରର ସଚିନ କୁମାର ସାହୁ ଏମବିବିଏସ ଶେଷ କରି…

୨୭ ବର୍ଷ ଅପେକ୍ଷାର ଅନ୍ତ ସହ କ୍ରିକେଟର ତିନି ଫର୍ମାଟରେ ଟିମ୍ ଇଣ୍ଡିଆ ନମ୍ବର ଓ୍ବାନ

ମୁମ୍ବାଇ: ମୋହାଲି ଦିନିକିଆ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ମ୍ୟାଚରେ କେ.ଏଲ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିଛି। ଏଥି ସହିତ, ଏହି ବିଜୟ ପରେ ଟିମ୍ ଇଣ୍ଡିଆ ମୋହାଲିରେ ୨୭ ବର୍ଷ ଧରି ଅପେକ୍ଷା କରିଥିବା ଏକ ରେକର୍ଡକୁ…

ଆଜି ପବିତ୍ର ରାଧାଷ୍ଟମୀ: ପ୍ରବଳ ଭିଡ ଯୋଗୁଁ ଉତ୍ତରପ୍ରଦେଶ ବରସାନାରେ ୩ ଭକ୍ତଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ: ଆଜି ହେଉଛି ପବିତ୍ର ରାଧାଷ୍ଟମୀ  । ଏଥିଲାଗି ଉତ୍ତରପ୍ରଦେଶ ମଥୁରାରର ବରସାନାରେ ଲକ୍ଷାଧିକ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି  । ଏହାରି ମଧ୍ୟରେ ଏକ ଅଘଟଣ ଖବର ସାମ୍ନାକୁ ଆସିଛି  । ରାଧାରାଣୀଙ୍କ ଦର୍ଶନ ଲାଗି ଯାଇଥିବାବେଳେ ୩ ଜଣ ଭକ୍ତଙ୍କର ମୃତ୍ୟୁ ଘଟିଛି  । ଅତ୍ୟଧିକ ଭିଡ…

ରାୟଗଡାରେ ୩ୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ପିଅନକୁ ଉଠାଇନେଲା ପୋଲିସ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ଡଙ୍ଗାସିଲ ଗାଁରେ ୩ୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣା  । ଅଭିଯୁକ୍ତ ସ୍କୁଲ ପିଅନକୁ ଉଠାଇ ନେଇଛି ପୋଲିସ  । ଘଟଣାଟି ପ୍ରଘଟ ହେବା ପରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି  । ପରିସ୍ଥିତି ଏତେ ଭୟାନକ ହୋଇଛି ଯେ ପୋଲିସ ବାଧ୍ୟ ହୋଇ…

କାଲି ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି-ରାଘବ: ଆଜି ମେହେନ୍ଦୀ ସେରିମନି, ଯୋଗଦେବେନି ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ  ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢା। ଦୁହେଁ ରାଜସ୍ଥାନର ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ଏ ନେଇ ଗତକାଲି  ଉଭୟ ଉଦୟପୁରରେ ନିଜ ପରିବାର ସହିତ ପହଞ୍ଚିଛନ୍ତି  । ଉଭୟଙ୍କ ଫଟୋ…

ସୁନ୍ଦରଗଡ଼ରେ ଥମୁନି ସ୍କ୍ରବ୍ ଟାଇଫସ୍ ଆତଙ୍କ: ପୁଣି ୧୦ ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂଖ୍ୟା ୨୨୧କୁ ବୃଦ୍ଧି

ସୁନ୍ଦରଗଡ଼ : ସୁନ୍ଦରଗଡରେ ଥମୁନି ସ୍କ୍ରବ୍ ଟାଇଫସ୍ ଆତଙ୍କ  । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି  । ଗତକାଲି ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୧୦ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି  । ଅର୍ଥାତ୍ ମୋଟ୍ ସଂଖ୍ୟା ବର୍ତ୍ତମାନ ୨୨୧କୁ ବୃଦ୍ଧି ପାଇଛି…

ପ୍ରଥମ ଦିନିକିଆରେ ଭାରତ ବିଜୟୀ: ସାମୀଙ୍କ ବୋଲିଂ ପରେ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବୀ ପ୍ରଦର୍ଶନ

ମୋହାଲୀ: ସ୍ଥାନୀୟ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ମହମ୍ମଦ ସାମୀଙ୍କ ଘାତକ ବୋଲିଂ ପରେ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଭାରତ ସହଜରେ ବିଜୟ ହାସଲ…

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କଲେ ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ

ପୁରୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କଲେ ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ। ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରମିଳା ମଲ୍ଲିକ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାରଠାରେ ସମାଜସେବୀ…

ପରଲୋକରେ ବିଶିଷ୍ଟ ଗଣିତଜ୍ଞ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ଗଣିତଜ୍ଞ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ୭୮ ବର୍ଷ ବୟସରେ ହୃଦଘାତରେ ଭୁବନେଶ୍ୱର ଏମ୍ସରେ ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ପ୍ରଫେସର ଆଚାର୍ଯ୍ୟ ଗୁରୁବାର ମଧ୍ୟରାତ୍ରିର ଶେଷ ନିଶ୍ୱାସ ତ୍ୟାଗ କରିଥିବା ପରିବାର ସୂତ୍ରରୁ…