Latest Odisha News

BREAKING NEWS

Browsing Category

ଫିଚର

ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା, କିଏ କେତେ ପାଇବେ ଜାଣନ୍ତୁ !

କୋଲକାତା: ପଶ୍ଚିମବଙ୍ଗର ବିଧାୟକମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିଧାୟକଙ୍କ ଦରମା ନେଇ ଏକ ବଡ଼ ଉପହାର ଦେଇଛନ୍ତି। ରାଜ୍ୟସଭାର ମୌସୁମୀ ଅଧିବେଶନର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢାଇବା ନେଇ ଘୋଷଣା କରିଛନ୍ତି। ମନ୍ତ୍ରୀ ଓ…

ବଞ୍ଚିଥିବା ଝିଅକୁ ମାରିଦେଲେ ବାପା-ମା’: ବାହାଘର ଦିନ ପାଳିଲେ ଶୁଦ୍ଧିକ୍ରିୟା

କେନ୍ଦ୍ରାପଡା: ଏପଟେ ଚାଲିଥିଲା ବାହାଘର । ସେପଟେ ଚାଲିଥିଲା ଶୁଦ୍ଧଘର । ଏପଟେ ଚାଲିଥିଲା ଭୋଜି, ସେପଟେ ବି ଚାଲିଥିଲା ଭୋଜି । ଗୋଟିଏ ପଟେ ପଡୁଥିଲା ହାତଗଣ୍ଠି, ଅନ୍ୟପଟେ ଛିଣ୍ଡୁଥିଲା ସମ୍ପର୍କର ଗଣ୍ଠି । ଏପଟେ ଆଖିରେ ଆଖିଏ ସ୍ୱପ୍ନ ନେଇ ଝିଅ ଗଢିବାକୁ ଯାଉଥିଲା ନୂଆ ସଂସାର, ହେଲେ…

ପ୍ରକାଶ ପାଇଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଦଳୀୟ କାର୍ଯ୍ୟକର୍ତ୍ତା ତାଲିକା

ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଜେପି ଅନୁସୂଚିତ ଜାତି (ଏସସି) ମୋର୍ଚ୍ଚା ରାଜ୍ୟ ସଭାପତି ଡା.ବିଭୁପ୍ରସାଦ ତରାଇ ଆଜି ଅନୁସୂଚିତ ଜାତି (ଏସସି) ମୋର୍ଚ୍ଚାର ବିଭିନ୍ନ ପଦାଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି । ସେ  ରାଜ୍ୟ ପଦାଧିକାରୀ, ରାଜ୍ୟ…

ବର୍ଷାରେ ବେହାଲ ଟୁଇନ ସିଟି; ଆହୁରି ଦୁଇ ଦିନ ଛେଚିବ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା । ରାଜ୍ୟ କେନ୍ଦ୍ରୀୟାଞ୍ଚଳ ସମେତ ୧୮ଟି ଜିଲ୍ଲାରେ ଆସନ୍ତା ୨ ଦିନ ପାଇଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏମିତି ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ (IMD) । ପାଣିପାଗ ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଟୁଇଟ…

ଟିପିଏସ୍ଓଡିଏଲ୍ ଦ୍ଵାରା ଭଞ୍ଜନଗରରେ ଅଭିଯୋଗ ସମାଧାନ ଫୋରମ୍ ଉଦଘାଟିତ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଭଞ୍ଜନଗରଠାରେ ନୂତନ ଅଭିଯୋଗ ସମାଧାନ ଫୋରମ୍ (ଜିଆରଏଫ୍) ଉଦଘାଟିତ ହୋଇଛି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର ଏହାକୁ ଜିଆରଏଫ୍ ଉଦଘାଟନ କରିଛନ୍ତି।…

ପଦାରେ ପଡିଲା ଘର କଳି: ପୁଅକୁ ମନେଇ ପାରିବେ ତ ସୁର ରାଉତରାୟ ?

ଭୁବନେଶ୍ୱର: ଘର କଳି ପଦାରେ ପଡିଲା କି ? ରାଜନୀତି ପାଇଁ  ବାପା-ପୁ୍ଅ ସମ୍ପର୍କ ବିଗିଡି ଯିବ କି ?  କାଲି ପୁଅ ଦେଇଥିଲେ ଗୋଟିଏ ବୟନ ଆଜି ବାପା କରୁଛନ୍ତି ଖଣ୍ଡନ  । ଆମେ କହୁଛୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ତା୍ଙ୍କ ପୁଅ ମନ୍ମଥ ରାଉତରାୟଙ୍କ କଥା । ଗତକାଲି ସୁର ରାଉତରାୟଙ୍କ ପୁଅ…

କରୋନା ଚିକିତ୍ସା ପରେ ବଦଳିଗଲା ଶିଶୁର ଆଖି ରଙ୍ଗ, ନୀଳ ଆଖି ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ !

ନୂଆଦିଲ୍ଲୀ: କରୋନା କାଳରେ ମୃତ୍ୟୁର ତାଣ୍ଡବକୁ ହୁଏତ ଏତେ ସହଜରେ ଭୁଲି ହେବ ନାହିଁ। କିନ୍ତୁ ଆଜିବି ବିଭିନ୍ନ ଦେଶରେ କରୋନା ଭୂତାଣୁ ବ୍ୟାପୁଛି ଏବଂ ଏହାର ଚିକିତ୍ସା ମଧ୍ୟ ଜାରି ରହିଛି। ଏହି ଭୂତାଣୁ ପାଇଁ ଟିକା ଆସିଛି ସତ କିନ୍ତୁ ଅନେକ କ୍ଷେତ୍ରରେ ଟିକା ନେବା ମାତ୍ରେ…

ଡିଏମକେର ଧର୍ମ ରାଜନୀତି: ଉଦୟନିଧିଙ୍କ ପରେ ସାଂସଦ ସନାତନ ଧର୍ମକୁ ନେଇ ଦେଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ:ପୁଣି ଧର୍ମକୁ ନେଇ ଡିଏମକେର ରାଜନୀତି  । ଡିଏମକେ ସରକାରରେ ଥିବା ମନ୍ତ୍ରୀ   ଉଦୟନିଧି ଷ୍ଟାଲିନଙ୍କ ପରେ ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଆଉ ଜଣେ ଡିଏମକେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ ରାଜା । ଉଦୟନିଧି ସନାତନ ଧର୍ମକୁ ଡେଙ୍ଗୁ, ମେଲରିଆ ସହ…

ବିଶେଷ ଅଧିବେଶନରେ ପୁଣି ଚମକାଇବେ ମୋଦି ! ଜାତିଗତ ଜନଗଣନା ପ୍ରସଙ୍ଗରେ ବିରୋଧୀଙ୍କ ପାଇଁ ସଜାଡୁଛନ୍ତି…

ନୂଆଦିଲ୍ଲୀ: ବିଶେଷ ଅଧିବେଶନରେ ଦେଶର ନାଁ ପରିବର୍ତ୍ତନକୁ ନେଇ ବେଶ ହଙ୍ଗାମା କଲେ ବିରୋଧୀ । ତେବେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ପରେ ଏବେ ବିରୋଧୀ ଚୁପ । ନିଜ ଚୋଟରେ ନିଜେ ହାଲିଆ ।  ଏହା ଗୁଜବ ଏବଂ ନାମ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ସରକାରଙ୍କର ନାହିଁ ବୋଲି କହିବା ପରେ…

ଆଦିତ୍ୟ L1 ଇସ୍ରୋକୁ ପଠାଇଲା ଚନ୍ଦ୍ର-ପୃଥିବୀର ସ୍ୱତନ୍ତ୍ର ସେଲ୍‌ଫି

ବେଙ୍ଗାଲୁରୁ: ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ L1 ଏହାର ଗନ୍ତବ୍ୟ ସ୍ଥଳକୁ ଗତି କରୁଛି। ଏହି ସମୟରେ, ସୂର୍ଯ୍ୟ-ପୃଥିବୀ L1 ପଏଣ୍ଟକୁ ଯାଉଥିବା ଆଦିତ୍ୟ- L1 ପୃଥିବୀ ଏବଂ ଚନ୍ଦ୍ରର ସେଲଫି ନେଇଛି। ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ତଥା ଇସ୍ରୋ ଦ୍ୱାରା ସୋସିଆଲ୍ ମିଡିଆ…