Latest Odisha News

BREAKING NEWS

Browsing Category

ଫିଚର

ନୂତନ ସଂସଦ ଭବନ ପାଇଁ ନୂଆ ଡ୍ରେସ୍ କୋଡ୍, ବିଭିନ୍ନ ପୋଷାକରେ ନଜର ଆସିବେ କର୍ମଚାରୀ

ନୂଆଦିଲ୍ଲୀ: ଏଣିକି ନୂତନ ସଂସଦରେ କର୍ମଚାରୀମାନେ ପାଇବେ ନୂଆ ୟୁନିଫର୍ମ। ସେପ୍ଟେମ୍ବର ୧୯ ତାରିଖ ଦିନ ନୂତନ ସଂସଦ ଗୃହରେ ଗଣେଷ ଚତୁର୍ଥୀ ପୂଜା ହେବା ସହ ଗୃହ ପ୍ରବେଶ କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୧୮ ତାରିଖ ଦିନ ପୁରୁଣା ସଂସଦରେ ଏନେଇ ଏକ ବୈଠକ ହେବ। ଏହି ଦିନେ ପୁରୁଣା ସଂସଦର…

ଏଣିକି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ହଜିଯିବ ନିଦ: ସୁପ୍ରିମକୋର୍ଟ ନେଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଉ ଖସିବାର ବାଟ ପାଇବେନି ଦୁର୍ନୀତିଗ୍ରସ୍ତ ଅଫିସର । ଦୁର୍ନୀତି କଲେ ଆଉ ଖସି ପାରିବେନି ବରିଷ୍ଠ IAS ଓ IPS ଅଫିସର । ମାଡି ବସିବ ସିବିଆଇ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ବି ଦରକାର ପଡିବନି । ସୁପ୍ରିମକୋର୍ଟଙ୍କ ୫-ଜଣିଆ ଖଣ୍ଡପୀଠ ଏହି ଐତିହାସିକ ରାୟ ଦେଇଛନ୍ତି I…

ସୌମ୍ୟଙ୍କୁ ଉପ ସଭାପତି ପଦରୁ ହଟାଇଲା ବିଜେଡି

ଭୁବନେଶ୍ୱର: ଶେଷରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି । ତାଙ୍କୁ ଦଳର ଉପସଭାପତି ପଦରୁ ହଟା   ଯାଇଛି ।  ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ନିଜ ଖବରକାଗଜ ସମ୍ବାଦରେ ଏକ ଆଲେଖ୍ୟ ଲେଖି ବିବାଦୀୟ ହୋଇ ପଡିଥିଲେ। ଏଥିରେ ସେ ୫ଟି ସଚିବଙ୍କ…

ପୂରଣ ହେବ ଖାଲି ପଡ଼ିଥିବା ୧୦୬୫ ଅଧ୍ୟାପକ ପଦବୀ: ଅନଲାଇନରେ ତୁରନ୍ତ କରନ୍ତୁ ଆବେଦନ

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ହେବ । ଏ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ,  ରାଜ୍ୟର ବେସରକାରୀ ଏଡେଡ ମହାବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ବିଷୟରେ ଖାଲିଥିବା ୧୦୬୫  ପଦବୀ (ସିଧାସଳଖ ପେମେଣ୍ଟ ପୋଷ୍ଟ) ପୂରଣ କରାଯିବ । ଏଥି ପାଇଁ  ଓଡିଶା…

ଦିନକ ପୂର୍ବରୁ ସୁସ୍ଥ ଥିବା ଝିଅ କେମିତି ମରିଲା? ହଷ୍ଟେଲରେ ଝିଅର ମୃତ୍ୟୁକୁ ନେଇ କାନ୍ଦୁଛନ୍ତି ବାପା-ମା’

ଜୟପୁର: ଝିଅ ପାଠପଢିବ । ବଡ ମଣିଷ ହେବ । ଏମିତି ଆଶାସ୍ୱପ୍ନ ନେଇ ବାପା-ମା’ ଝିଅକୁ ହଷ୍ଟେଲରେ ଛାଡି ଆସିଥିଲେ । ହେଲେ ହଷ୍ଟେଲରୁ ଆସିଲା ଦୁଃଖଦ ଖବର । ଝିଅକୁ ଦେଖିବା ପାଇଁ ବାପା-ମା’ ଧାଇଁଆସିଥିଲେ ଡାକ୍ତରଖାନା । କିନ୍ତୁ ଝିଅ ଆଉ ତାଙ୍କର ନଥିଲା । ସବୁଦିନ ପାଇଁ ସେମାନଙ୍କୁ ଛାଡି ଚାଲି…

ଲଦାଖରେ ହେବ ବିଶ୍ୱର ସର୍ବୋଚ୍ଚ ଏୟାର ଫିଲ୍ଡ: ଆଜି ଶିଳାନ୍ୟାସ କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁ କଶ୍ମୀର ଗସ୍ତରେ ଯାଇଛନ୍ତି । ସେଠାରେ ୨୪୯୧ କୋଟିର ୯୦ଟି ଉଦ୍ୟୋଗର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସାମ୍ବାରେ ୪୨୨.୯ ମିଟର ଲମ୍ବ ଦେବକ ବ୍ରିଜର ଉଦଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ ।  ୮୯ ଉଦ୍ୟୋଗର ଉଦଘାଟନ…

ଅକ୍ଟୋବର ସୁଦ୍ଧା ପ୍ରସ୍ତୁତ ହେବ କଂଗ୍ରେସର ନିର୍ବାଚନୀ ଇସ୍ତାହାର

ଭୁବନେଶ୍ୱର: ଜୋର ଧରିଲାଣି ନିର୍ବାଚନୀ ତାତି । ଦଳ,କର୍ମୀ ସମସ୍ତେ ଚଳଚଞ୍ଚଳ । ଏସବୁ ଭିତରେ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ନେଇ ଚାଲିଛି ଜୋରଦାର ଉଦ୍ୟମ । ଅକ୍ଟୋବର ସୁଦ୍ଧା କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ…

ସରକାରୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେପି ବିଧାୟକ ଓ ସାଂସଦ ଅନୁପସ୍ଥିତ ରହିବା ବଢ଼ାଇଲା ଚର୍ଚ୍ଚା

ବାରିପଦା : ବାରିପଦା ସହରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ 'ଆଦିରନ ମାରାଥନ'ରେ ହଜାର ହଜାର ଯୁବ କ୍ରୀଡ଼ାପ୍ରେମୀଙ୍କ ସମାଗମ ହୋଇଥିଲା। ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସପି ବି. ଗଙ୍ଗାଧର ଓ ବିଜେଡିରୁ ଆସିଥିବା ରାଜନୈତିକ ନେତାମାନେ ପତାକା…

ନିପା ଭାଇରସ୍ ସଂକ୍ରମଣ ଯୋଗୁଁ ଦୁଇ ଜଣଙ୍କର ‘ଅସ୍ୱାଭାବିକ’ ମୃତ୍ୟୁ!

ଥିରୁଅନନ୍ତପୁରମ: ନିପା ଭାଇରସ୍ ସଂକ୍ରମଣ ଯୋଗୁଁ ଦୁଇ ଜଣଙ୍କର 'ଅସ୍ୱାଭାବିକ' ମୃତ୍ୟୁ ଘଟିଥିବା ସନ୍ଦେହ କରି କେରଳ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର କୋଝିକୋଡ଼ ଜିଲ୍ଲାରେ ସ୍ବାସ୍ଥ୍ୟ ଆଲର୍ଟ ଜାରି କରାଯାଇଛି। ସୋମବାର ରାତିରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏକ ଉଚ୍ଚସ୍ତରୀୟ ବୈଠକ…

ଦୋଷୀ ସାବ୍ୟସ୍ତ ରାଜନେତାଙ୍କ ପାଇଁ ଅଯୋଗ୍ୟତା ଅବଧିର ସମୀକ୍ଷାକୁ ପ୍ରାଥମିକତା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାଜନେତାଙ୍କ ପାଇଁ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣାର ୬ ବର୍ଷର ଅବଧି ଯଥେଷ୍ଟ ଅଛି କି ନାହିଁ ତାହା ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ଫୌଜଦାରୀ ମାମଲାରେ ସାଂସଦ ଓ ବିଧାୟକଙ୍କ…