Latest Odisha News

BREAKING NEWS

Browsing Category

ଫିଚର

ମହିଳା ସଂରକ୍ଷଣ ବିଲ: ପାସ ହେବା ପୂର୍ବରୁ ଆରମ୍ଭ ହୋଇଗଲା କ୍ରେଡିଟ ୱାର

ନୂଆଦିଲ୍ଲୀ: ମହିଳା ବିଲ କାହାର ? ବିଲ ପାସ ହେଲେ କାହା ମୁଣ୍ଡରେ ବନ୍ଧାଯିବ ମୁକୁଟ ? ବିଲ ପାସ ହୋଇନି, ହେଲେ ଆରମ୍ଭ ହୋଇଗଲାଣି ଶ୍ରେୟ ଯୁଦ୍ଧ । ଏ ଯୁଦ୍ଧରେ ମୁହାଁମୁହିଁ କଂଗ୍ରେସ-ଟିଏମସି-ବିଜେଡି । ସମସ୍ତେ କହୁଛନ୍ତି ଏ ବିଲ ଆମର ।  ଆଉ ସମସ୍ତଙ୍କୁ ଚୁପ କରାଇ ବିଜେପି କହୁଛି ବିଲର ସବୁ…

କେବଳ ‘ପୁ’ ନୁହେଁ, କରୀନା କପୁରଙ୍କ ଏହି ଚରିତ୍ର ମଧ୍ୟ ଆଜି ବି ଶୀର୍ଷରେ

ମୁମ୍ବାଇ: ବଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ କରୀନା କପୁର ଆଜିକାଲି ତାଙ୍କ ୱେବ୍ ସିରିଜ୍ 'ଜାନେ ଜାନ୍' କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ୱେବ୍ ସିରିଜ୍ ସହିତ ଅଭିନେତ୍ରୀ ତାଙ୍କର ଓଟିଟି ଡେବ୍ୟୁ କରିଛନ୍ତି। କରୀନା କପୁର ତମନ୍ନା ଭାଟିଆଙ୍କ ଗୁଜବ ପ୍ରେମିକା ବିଜୟ ବର୍ମାଙ୍କ…

ବିବାଦ ଭିତରେ କାନାଡାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: କାନାଡ଼ାରେ ବଢୁଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ଏବଂ ରାଜନୈତିକ ଦୃଷ୍ଟିରୁ ଘୃଣା ଅପରାଧ ଓ ହିଂସାକୁ ଦୃଷ୍ଟିରେ ରଖି ଭାରତ ସରକାର ବୁଧବାର କାନାଡ଼ାରେ ରହୁଥିବା ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଡଭାଇଜରି ବା ମାର୍ଗଦର୍ଶିକା ଜାରି କରିଛନ୍ତି। ଦୁଇ ଦେଶର ବିବାଦକୁ…

ମଝି ଆକାଶରେ ବିମାନର ଇମର୍ଜେନ୍ସି ଦ୍ୱାର ଖୋଲୁଥିଲେ ଯାତ୍ରୀ, ଭୟରେ ଥରିଲେ ଯାତ୍ରୀ

  ନୂଆଦିଲ୍ଲୀ:ଦିଲ୍ଲୀ-ଚେନ୍ନାଇ ଇଣ୍ଡିଗୋ ଫ୍ଲାଇଟରେ ବସିଥିବା ଯାତ୍ରୀମାନେ ଭୟର ଥରିଗଲେ । ଚାଳକ ବି କିଛି ବୁଝି ପାରିଲେନି । କାରଣ ବିମାନଟି ମଝି ଆକାଶରେ ଉଡୁଥିବା ସମୟରେ ଜଣେ ବ୍ୟକ୍ତି ବିମାନର ଏମରଜେନ୍ସି ଡୋର ଖୋଲିବାକୁ ଚେଷ୍ଟା କରିଥିଲେ । ପରିସ୍ଥିତିକୁ ଦେଖି ଚାଳକ ବିମାନର ଜରୁରୀ…

ସମ୍ବିଧାନ ବହି ପ୍ରସ୍ତାବନାରୁ ‘ଧର୍ମନିରପେକ୍ଷ’ ଏବଂ ‘ସମାଜବାଦୀ’ ଗାଏବ ଅଭିଯୋଗ

ନୂଆଦିଲ୍ଲୀ : କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବୁଧବାର ଅଭିଯୋଗ କରିଛନ୍ତି ଯେ ନୂଆ ସଂସଦ ଭବନର ପ୍ରଥମ ଦିନରେ ସାଂସଦମାନଙ୍କୁ ଦିଆଯାଇଥିବା ସମ୍ବିଧାନର ବହିରେ 'ଧର୍ମନିରପେକ୍ଷ' ଏବଂ 'ସମାଜବାଦୀ' ଶବ୍ଦର ପ୍ରସ୍ତାବନାରୁ ଗାଏବ ହୋଇଯାଇଛି। ତେବେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲ…

କଂଗ୍ରେସ ଭବନ ନିକଟରେ ଯୁବକଙ୍କ ମୃତଦେହ ଫିଙ୍ଗି ଚାଲିଗଲେ

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ସ୍ଥିତ କଂଗ୍ରେସ ଭବନ ନିକଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ବୟସ ୩୫ ପାଖାପାଖି ହେବ । ତେବେ ଏହି ଯୁବକଜଣକ କିଏ  ଏବଂ ଏଠାକୁ ତାଙ୍କର ମୃତଦେହ କେମିତି ଆସିଲା ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ ।…

ନୂଆଁଖାଇ ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର, ପାହୁର ଭୋଗ ପରେ ନବାନ୍ନ ଗ୍ରହଣ କଲେ ଅଞ୍ଚଳବାସୀ

ସୁବର୍ଣ୍ଣପୁର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ସୋନପୁର ଗଡଜାତରେ ନୂଆଁଖାଇ ପାଇଁ ରହିଛି କିଛି ରୀତିନୀତି ଓ ପରମ୍ପରା। ଏହି ପବିତ୍ର ଦିନରେ ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ପାଖରେ ଲାଗିହୁଏ ନାନାଦି ଭୋଗ। ମାଁ ସୁରେଶ୍ୱରୀଙ୍କ ସମେତ ସହରର ଅଷ୍ଟଚଣ୍ଡୀଙ୍କ ପାଖକୁ ଏକ ଆଡମ୍ବରପୂର୍ଣ୍ଣ…

କାନାଡା-ଭାରତ ବିବାଦରେ ନାକ ପୂରେଇଲା ପାକିସ୍ତାନ; କହିଲା, ‘ଟୁଡ୍ରୋ ଯାହା କହିଛନ୍ତି ସେଥିରେ ସତ୍ୟତା ଅଛି’

ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଏବଂ ଆତଙ୍କବାଦୀଙ୍କୁ ସହଯୋଗ କରି ବିଶ୍ୱରେ  ବଦନାମ ଅର୍ଜନ କରିଥିବା ପାକିସ୍ତାନ କାନାଡା-ଭାରତ ସମ୍ପର୍କକୁ ନେଇ ଭାରତ ଉପରକୁ ଆଙ୍ଗୁଠି ଉଠାଇଛି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡ୍ରୋ ଅଭିଯୋଗ ଆଣିଛନ୍ତି ଯେ, ଖଲିସ୍ତାନୀ ଆତଙ୍କୀ ହରଦୀପ…

ଆଉ ୭ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ପରେ ୨୦୦ ଛୁଇଁଲା ସଂଖ୍ୟା

ସୁନ୍ଦରଗଡ଼: ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୭ ଜଣ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହା ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ପହଞ୍ଚିଛି। ଜଣେ ସ୍ବାସ୍ଥ୍ୟ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ନମୁନା…

ମହିଳା ସଂରକ୍ଷଣ ବିଲ୍ ଆମ ସମୟର ସବୁଠୁ ବଡ଼ ବୈପ୍ଲବିକ ପରିବର୍ତ୍ତନ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର କହିଛନ୍ତି, ସଂସଦରେ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ମହିଳା ସଂରକ୍ଷଣ ବିଲ୍ ଲିଙ୍ଗଗତ ନ୍ୟାୟ ପାଇଁ ଆମ ସମୟର ସବୁଠାରୁ ପରିବର୍ତ୍ତନଶୀଳ ବିପ୍ଳବ ହେବ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ…