Latest Odisha News

BREAKING NEWS

Browsing Category

ଫିଚର

ବିଜେଡିର ନିର୍ବାଚନୀ ପ୍ରସ୍ତୁତି: ଆଜି  ସନ୍ଧ୍ୟାରେ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର:ଦଳ ସଜାଡୁଛି ବିଜେଡି । ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ପାଇ ଆସିଥିବା ବିଜେଡି କରୁଛି ହୋମୱର୍କ । କୌଣସି ସ୍ଥାନରେ ସାମାନ୍ୟ ତ୍ରୁଟିକୁ ବି ବରଦାସ୍ତ କରିବନି ଦଳ ।  ଘରେ ଘରେ  ଯେମିତି ଶଙ୍ଖ ବାଜିବ ସେଥିପାଇଁ ତୃଣମୂଳ ସ୍ତରରୁ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛି । ସେଥିପାଇଁ…

ଫାଶୀ ଲଗାଇ ବି.ଟେକ ଛାତ୍ରଙ୍କ ଆତ୍ମହତ୍ୟା

ରାଉରକେଲା: ଏନଆଇଟି-ରାଉରକେଲା ଦ୍ୱିତୀୟ ବର୍ଷର ବି.ଟେକ୍ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୋମବାର ଏମ୍ଏସ୍ ସ୍ୱାମୀନାଥନ୍ ହଲ୍ ଅଫ୍ ରେସିଡେନ୍ସରେ ଥିବା ହଷ୍ଟେଲ ରୁମରୁ ଛାତ୍ରଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ହେଲେ ତ୍ରିପୁରାର ଦେବମଳୟ ରୟ କର୍ମକର।…

ଚନ୍ଦ୍ରପୃଷ୍ଠରେ ଶୋଇଛି ପ୍ରଜ୍ଞାନ, କମାଲ ଦେଖାଉଛି ବିକ୍ରମ: ୪୦ ସେମି ଡେଇଁ ପୁଣି କଲା ସଫ୍ଟ ଲାଣ୍ଡିଂ

ବାଙ୍ଗାଲୋର:ଚନ୍ଦ୍ରଯାନ-୩ ତାର ଟାର୍ଗେଟଠାରୁ  ଅଧି କାମ କରୁଛି । ଗୋଟିଏ ପଟେ ପ୍ରଜ୍ଞାନ ରୋବର ଶୋଇ ପଡିଥିବାବେଳେ ଚନ୍ଦ୍ରରେ କମାଲ ଦେଖାଉଛି ବିକ୍ରମ ଲାଣ୍ଡର । ଏହାକୁ ନେଇ ଯଦିଓ ଇସ୍ରୋ ବୈଜ୍ଞାନିକ ପୂର୍ବରୁ କୌଣସି ସୂଚନା ଦେଇ ନ ଥିଲେ ତେବେ ସେମାନଙ୍କର ପରୀକ୍ଷା ସଫଳ ହୋଇଛି…

ବାପା ହେଲେ ବୁମରାହ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଯଶପ୍ରୀତ ବୁମରାହ ରବିବାର ଏସିଆ କପରେ ନେପାଳ ବିପକ୍ଷ ମ୍ୟାଚ ପୂର୍ବରୁ ହଠାତ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । ସୋମବାର ଏହାର କାରଣ ଜଣାପଡିଛି । ବୁମରାହ ବାପା ଓ ପତ୍ନୀ ସଞ୍ଜନା ଗଣେଶନ ମାଆ ହେବାର ସୌଭାଗ୍ୟ ହୋଇଛନ୍ତି । ବୁମରାହ ଏହି ଖୁସି ଖବର…

ହକି ଛାଡି ହାତ ଧରିଲେ ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । ହକି ଷ୍ଟିକ ଛାଡି ହାତ ଧରିଲେ । କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଆନୁଷ୍ଠିକ ଭାବେ ଦଳରେ ସାମିଲ ହୋଇଛନ୍ତି ଏଇ ହକି ତାରକା । ପ୍ରବୋଧ କଂଗ୍ରେସରେ ମିଶିବା ନେଇ ପୂର୍ବରୁ ଆଲୋଚନା…

ଇସ୍ରୋ ବୈଜ୍ଞାନିକ ବାଲାରମାତିଙ୍କ ପରଲୋକ, ଚନ୍ଦ୍ରଯାନ-୩ ଲଞ୍ଚର କାଉଣ୍ଟଡାଉନ ଘୋଷଣା ଥିଲା ଶେଷ ଘୋଷଣା

ନୂଆଦିଲ୍ଲୀ: ଚାଲିଗଲେ ଚନ୍ଦ୍ରଯାନ-୩ ଲଞ୍ଚର କାଉଣ୍ଟଡାଉନ ଘୋଷଣା କରିଥିବା ଇସ୍ରୋ ବୈଜ୍ଞାନିକ ବାଲାରମାତିଙ୍କ । ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ବୈଜ୍ଞାନିକ ବାଲାରମାତି । ଚନ୍ଦ୍ରଯାନ-୩ ଲଞ୍ଚ ସମୟରେ କାଉଣ୍ଟଡାଉନ ଘୋଷଣା ଥିଲା ତାଙ୍କର ଶେଷ ଘୋଷଣା । ବାଲାରମାତିଙ୍କ ମୃତ୍ୟୁର ଖବର ଶୁଣି…

ବିଦେଶରେ ମୋଦି କ୍ରେଜ..ବ୍ରିଟିଶ ଖବର କାଗଜରେ ପ୍ରଧାନମନ୍ତ୍ରୀଙ୍କ ଭୂରି ଭୂରି ପ୍ରଶଂସା

ନୁଆଦିଲ୍ଲୀ: ବିଦେଶରେ ମୋଦି କ୍ରେଜ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରେ ସାଉଁଟୁଛନ୍ତି ଲୋକପ୍ରିୟତା ।  ବ୍ରିଟେନ ଖବରକାଗଜ ‘ଦ ଟେଲିଗ୍ରାଫ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲିଡରସିପକୁ ଖୁବ ପ୍ରଶଂସା କରାଯାଇଛି । ବ୍ରିଟିଶ ଲେଖକ ବେନ ରାଇଟଙ୍କ ଦ୍ୱାରା ଲିଖିତ ଏକ…

ଭାରତର ରହସ୍ୟମୟ ମନ୍ଦିର : ଲୋକମାନେ ମନ୍ଦିରକୁ ଯିବା ମାତ୍ରେ ଭଗବାନଙ୍କ ନାଁ ନନେଇ କରନ୍ତି ଚିତ୍କାର

ଦିଲ୍ଲୀ: ଆମ ଭାରତବର୍ଷରେ ଅନେକ ମନ୍ଦିର ରହିଛି  । ଯେଉଁଠାକୁ ଲୋକେ ଧାର୍ମିକ ଆରାଧନା ଲାଗି ଯାଇଥାନ୍ତି  ।  ହେଲେ କେବେ ଶୁଣିଛନ୍ତି କି ଲୋକେ ମନ୍ଦିରକୁ ଭୂତ ପ୍ରେତ ଛଡାଇବାକୁ ଯିବା କଥା  । ହଁ ଆଜ୍ଞା ବିଶ୍ବାସ ନହେଉ ଥିଲେ ବି ସତ ।  ଏପରି ଅନେକ ମନ୍ଦିର ରହିଛି , ଯେଉଁଠାକୁ ଲୋକ…

ଉଡ଼ାଣର ୨୫ ମିନିଟ୍ ପରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି : ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ

ଭୁବନେଶ୍ବର: ମଝି ଆକାଶରେ ବିମାନରେ ଆତଙ୍କ । ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେବାର ଅଧା ରାସ୍ତାରୁ ଫେରି ଆସିଛି । ଉଡାଣର ୨୫ ମିନିଟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବା ଘୋଷଣା କରିଥିଲେ କ୍ୟାପଟେନ । ବିମାନର ବାମ…

ବାଲୁକା ପୂଜା କରିବା ପାଇଁ ଯାଇ ନିଖୋଜ ଥିଲେ ନାବାଳିକା, ଆଜି ମିଳିଲା ମୃତଦେହ

ପାରାଦୀପ: ପାରାଦୀପରେ ଅଭାବନୀୟ ଘଟଣା ଘଟିଛି  । ଗତକାଲି ବାଲୁକା ପୂଜା କରିବା ପାଇଁ ଯାଇ ପାରାଦୀପ ଅଠରବାଙ୍କି ନଦୀରେ ଭାସିଯାଇ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ  । ହେଲେ ଆଜି ସକାଳୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି  ।  ବାଲିପ୍ଲଟ ନିକଟରୁ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି।…