Latest Odisha News

BREAKING NEWS

Browsing Category

ଫିଚର

ଲିଜରେ ଦିଆଯାଇଥିବା ଜମିକୁ ନିୟମିତ କରିବାକୁ ପୁରୀ ମ୍ୟୁନିସିପାଲଟିକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

ପୁରୀ: ମ୍ୟୁନିସିପାଲିଟି ପକ୍ଷରୁ ଲିଜରେ ଦିଆଯାଇଥିବା ଜମିକୁ ନିୟମିତ କରିବା ପ୍ରକ୍ରିୟା ଶେଷ କରିବାକୁ ଓଡ଼ିଶା ସରକାର ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ…

ଆଉ ୨୭ ଚିହ୍ନଟ ପରେ ସୁନ୍ଦରଗଡରେ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୬୨

ସୁନ୍ଦରଗଡ଼: ଗୁରୁବାର ୨୭ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ରୋଗ ଏବେ ବ୍ୟାପିବାରେ ଲାଗିଛି।ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ସୁନ୍ଦରଗଡ଼ ସିଡିଏମଓ କାହ୍ନୁଚରଣ ନାୟକ କହିଛନ୍ତି ଯେ, ଗୁରୁବାର ଆକ୍ରାନ୍ତଙ୍କ ସଂଖ୍ଯା ସହିତ ଚଳିତ ବର୍ଷ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା…

କରୋନାଠୁ ମାରାତ୍ମକ ନିପା: ମୃତ୍ୟୁ ହାର ୭୦ ପ୍ରତିଶତ

ନୂଆଦିଲ୍ଲୀ: ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକ ରାଜୀବ ବହଲ ଶୁକ୍ରବାର କହିଛନ୍ତି, କରୋନା ଭାଇରସ୍ ତୁଳନାରେ ନିପା ଭାଇରସର ମୃତ୍ୟୁହାର ବହୁତ ଅଧିକ। କୋଭିଡ୍-୧୯ରେ ମୃତ୍ୟୁ ହାର ୨ରୁ ୩ ପ୍ରତିଶତ ଥିବା ବେଳେ ନିପାରେ ମୃତ୍ୟୁ ହାର ୪୦ରୁ ୭୦ ପ୍ରତିଶତ ରହିଛି।…

ମୃତ୍ୟୁର ୭ ମିନିଟ ପରେ ଫେରି ପାଇଲେ ଜୀବନ, ଶୁଣାଇଲେ ଅବିଶ୍ୱସନୀୟ ଅନୁଭୂତି

ଲଣ୍ଡନ: ବ୍ରିଟେନର ଶିବ ଗ୍ରେୱେଲ ନାମକ ୬୦ ବର୍ଷୀୟ ବୃଦ୍ଧଙ୍କ ହୃଦଘାତ ଯୋଗୁ ମୃତ୍ୟୁ ଘଟିଥିଲା । ୭ ମିନିଟ ସଂଘର୍ଷ ପରେ ସେ ଜୀବନ ଫେରି ପାଇଥିଲେ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଚମତ୍କାର ଥିଲା । ତେବେ ଡାକ୍ତରଙ୍କ ମତରେ ଏହା ବିଜ୍ଞାନ ପାଇଁ ନୂଆ କଥା ନୁହେଁ । ପୂର୍ବରୁ ଅନେକ ଥର ଏ ଭଳି ଘଟଣା…

ହେଲମେଟ ପିନ୍ଧିନଥିବା ବ୍ୟକ୍ତିଙ୍କ ଫଟୋ ଉଠାଇ ପରିବହନ ବିଭାଗକୁ ପଠାଇପାରିବେ ସାଧାରଣ ଲୋକ

ଭୁବନେଶ୍ୱର: ସଡ଼କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ସେଣ୍ଟିନେଲ୍ ଆପ୍ଲିକେସନ୍ ଜରିଆରେ ନାଗରିକଙ୍କ ସମର୍ଥନ ଲୋଡ଼ିଛନ୍ତି। ପରିବହନ ବିଭାଗ ଶୁକ୍ରବାର ଏକ ବିଜ୍ଞପ୍ତିରେ କହିଛି ଯେ, ନାଗରିକମାନେ ନେକ୍ସଟ୍ ଜେନ mParivahan ଆପ୍ 'ସିଟିଜେନ୍ ସେଣ୍ଟିନେଲ୍' ବିକଳ୍ପ…

ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନକୁ ସମର୍ଥନ କଲା ଅଭିଭାବକ ସଂଘ, ଚିନ୍ତାରେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଚେତାବନୀ ସତ୍ତ୍ୱେ ଏକ ସପ୍ତାହ ଧରି ସାରା ଓଡିଶାରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଶିକ୍ଷକମାନଙ୍କୁ ଏକ ଅଭିଭାବକ ସଂଗଠନ ସମର୍ଥନ ଜଣାଇଛି। ଦାବି ପୂରଣ ନହେବାଯାଏ ଆନ୍ଦୋଳନରୁ ଓହରିବେନି ବୋଲି ଚେତାବନୀ ଦେଇଛି ଓଡିଶା ଶିକ୍ଷକ…

ଦାୟିତ୍ୱରୁ ଓହରି ନାହାଁନ୍ତି ଶିକ୍ଷକ, ଆନ୍ଦୋଳନରେ ସାମିଲ ହୋଇ ନାହାଁନ୍ତି ୩ ଶିକ୍ଷକ ସଂଘ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଶିକ୍ଷକଙ୍କ ଆନ୍ଦୋଳନରେ ସାମିଲ ହୋଇନାହାନ୍ତି ତିନି ଶିକ୍ଷକ ସଂଘ । ଲେଫ୍ଟଆଉଟ୍ ଗଣଶିକ୍ଷକ, ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘ ଓ ନିଖିଳ ଓଡିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ଏହି ଧାରଣାକୁ ସମର୍ଥନ କରୁନାହାଁନ୍ତି । ସଂଘର…

ଅଷ୍ଟ୍ରେଲୀୟ ସ୍ପିନର ଆଡାମ ଜାମ୍ପାଙ୍କ ନାମରେ ଅଲୋଡା ରେକର୍ଡ

ସେଂଚୁରିଆନ: ଅଷ୍ଟ୍ରେଲୀୟ ଲେଗ ସ୍ପିନର ଆଡାମ ଜାମ୍ପା ଆଜିର ଦିନକୁ ମନେ ରଖିବା ପାଇଁ ଚାହିଁବେ ନାହିଁ । ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ଦିନିକିଆ ମ୍ୟାଚରେ ସେ ସବୁଠାରୁ ବ୍ୟୟ ବହୂଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ସେ ୧୦ ଓଭରରେ ୧୧୩ ରନ ଦେଇଛନ୍ତି । ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ମିକ ଲୁଇସ…

ପୁଣି ଥରେ ବିଶ୍ବ ମଞ୍ଚରେ ମୋଦୀ ହେଲେ ସର୍ବାଧିକ ଲୋକପ୍ରିୟ ନେତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି। ଗ୍ଲୋବାଲ ଲିଡର ଅପ୍ରୋଭାଲ ସର୍ଭେ ଅନୁଯାୟୀ ଏହି ତାଲିକାରେ ଦ୍ବିତୀୟରେ ଥିବା ସ୍ୱିଜରଲାଣ୍ଡର ରାଷ୍ଟ୍ରପତି ଆଲେନ୍ ବର୍ସେଟଙ୍କ ତୁଳନାରେ ମୋଦୀଙ୍କ ରେଟିଂ ୧୨ ପ୍ରତିଶତରୁ ଅଧିକ…

ଏସିଆନ ଗେମ୍ସ: ଭାରତୀୟ ଦଳରେ କିଟ, କିସର ୧୪ ଆଥଲେଟ

ଭୁବନେଶ୍ୱର: ଚୀନର ହାଙ୍ଗଝୋଉରେ ସେପ୍ଟମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତି ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଟିମ ଇଣ୍ଡିଆରେ କିଟ ଓ କିସର ୧୪ ଆଥଲେଟଙ୍କୁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ମିଳିଛି । ଏମାନେ ହେଲେ ସିଏ ଭୱାନୀ ଦେବୀ, ଅମିତ…