Latest Odisha News

BREAKING NEWS

Browsing Category

ଫିଚର

ଅଙ୍ଗନବାଡି ଦିଦିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲେଶ୍ୱର: ଖନ୍ତାପଡା ଥାନା ଅନ୍ତର୍ଗତ ମହାରାଜପୁର ଅଙ୍ଗନବାଡି କେନ୍ଦ୍ରରେ ଶୁକ୍ରବାର ଜଣେ ଅଙ୍ଗନବାଡି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ପ୍ରଜ୍ଞା ପରିମିତା ଦାସ। ସୂଚନା ଅନୁଯାୟୀ, ପ୍ରଜ୍ଞା ଦାସ ସବୁଦିନ ଭଳି ଶୁକ୍ରବାର ସକାଳେ ଅଙ୍ଗନବାଡି କେନ୍ଦ୍ରକୁ…

ଜଳସେଚନ ଜମି ଜବରଦଖଲ ଅଭିଯୋଗ, ହସ୍ତକ୍ଷେପ ପାଇଁ ମୁଖ୍ଯମନ୍ତ୍ରୀଙ୍କୁ ସାଂସଦଙ୍କ ଅନୁରୋଧ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଜମି ଜବରଦଖଲ ଯୋଗୁଁ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ଆସିବାର ଗୋଟିଏ ଦିନ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଗରିବ ଚାଷୀଙ୍କ ସ୍ୱାର୍ଥରେ…

ନିମ୍ନମାନର ରାସ୍ତା କାମ ଅଭିଯୋଗ, ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଲୋକେ

ଭଦ୍ରକ: ଭଦ୍ରକ ସହରର ନିମ୍ନମାନର ରାସ୍ତାକାମକୁ ବିରୋଧ କରି ଭଦ୍ରକ ସହରବାସୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି। ଭଦ୍ରକ ପୌରାଞ୍ଚଳର ୧୫ଟି ଓ୍ୱାର୍ଡ ଓ ଆଖପାଖ ୬ଟି ପଞ୍ଚାୟତର ୩ ହଜାରରୁ ଅଧିକ ଲୋକ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ନେତୃତ୍ୱରେ ଏହି…

ଚାଷୀଙ୍କୁ ସହାୟତା ପାଇଁ ଆରମ୍ଭ ହେଲା ଭ୍ରାମ୍ୟମାଣ ଯାନ ସେବା, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର 181ଟି ଭ୍ରାମ୍ୟମାଣ ଭେଟେରିନାରୀ ୟୁନିଟ୍ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଗାଡ଼ିଗୁଡ଼ିକ 'ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା' ଅଧୀନରେ ଗୋରୁ ଓ…

କିଟ୍‌ର ଜୟନ୍ତୀ ରୋହନ ଜିତିଲେ ଟାଟା କ୍ରୁସିବଲ୍‌ କୁଇଜ୍

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି (କିଟ୍‌) ଭୁବନେଶ୍ୱରର ଜୟନ୍ତୀ ରୋହନ ଭାରତର ସମ୍ମାନଜନକ ଟାଟା କ୍ରୁସିବଲ୍‌ କ୍ୟାମ୍ପସ୍‌ କୁଇଜ୍ ୨୦୨୩ର କ୍ଲଷ୍ଟର ୨୧ ଫାଇନାଲ୍‌ ବିଜେତା ହୋଇଛନ୍ତି ।  ଝାଡ଼ଖଣ୍ଡ ଅଂଚଳକୁ ପ୍ରତିନିଧିତ୍ୱ କରୁଥିବା କ୍ଲଷ୍ଟର ୨୧…

ଜୟନାରାୟଣଙ୍କ ପ୍ରଶ୍ନବାଣ ପରେ ବିଜେଡି ପୁଣି କହିଲା ସେ ମାନସିକ ଭାରସାମ୍ୟ ହରାଇଛନ୍ତି

ଭୁବନେଶ୍ୱର: 5-ଟି ସଚିବ ଭି. କେ. ପାଣ୍ଡିଆନଙ୍କୁ ନେଇ ଶୁକ୍ରବାର ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ଓ ବିରୋଧୀ ଭାରତୀୟ ଜନତା ପାର୍ଟି ମଧ୍ୟରେ ରାଜନୈତିକ ଛକାପଞ୍ଝା ଲାଗି ରହିଥିଲା। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣିଥରେ 5ଟି କଥା କହି ଶାସକ ଦଳର ନେତାଙ୍କୁ କଡା ସମାଲୋଚନା କରିବା…

ସାଫ ୧୯ ବର୍ଷରୁ କମ ଚାମ୍ପିୟନଶିପ: ଶୁଭେନ୍ଦୁ ପଣ୍ଡାଙ୍କୁ ଜାତୀୟ ଦଳ କୋଚ ଦାୟିତ୍ୱ, ଚୂଡାନ୍ତ ଦଳରେ ୨ ଓଡିଆ

ଭୁବନେଶ୍ୱର: କାଠମାଣ୍ଡୁରେ ସେପ୍ଟମ୍ବର ୨୧ରୁ ସାଫ ୧୯ ବର୍ଷରୁ କମ ଚାମ୍ପିୟନଶିପ ଆରମ୍ଭ ହେବ । ଏଥିପାଇଁ ୨୩ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି । ଓଡିଶାର ଶୁଭେନ୍ଦୁ ପଣ୍ଡାଙ୍କୁ ଜାତୀୟ ଦଳର କୋଚ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଟିମରେ ୨ଜଣ ଓଡିଆ ଖେଳାଳିଙ୍କୁ ସୁଯୋଗ ମିଳିଛି ।…

ଅରୁଣ ଓ ଅତନୁଙ୍କୁ ସୌମ୍ୟ କାହିଁକି କହିଲେ ବ୍ଲାକମେଲିଂ ଶବ୍ଦର ପ୍ରକୃତ ଅର୍ଥ ଜାଣିନାହାନ୍ତି?

ଭୁବନେଶ୍ୱର: ଶାସକ ଦଳ ବିଜେଡିର ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲିଂ କରୁଛନ୍ତି। ଜଣେ ବିଧାୟକଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଏବେର ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ। ଯାହାର ଜବାବ ଦେବାକୁ ଯାଇ ସୌମ୍ୟ କହିଛନ୍ତି, ତାଙ୍କ…

ଅନୁଭବଙ୍କ ଭାଇଙ୍କ ଜମିକୁ କବଜାକୁ ନେଲା ବ୍ୟାଙ୍କ, ଲୋକେ ଆଣିଲେ ଜାମି ଜାଲିଆତି ଅଭିଯୋଗ

କଟକ: ସ୍ଥାନୀୟ ଲୋକଙ୍କ ପ୍ରବଳ ହଟ୍ଟଗୋଳ ଓ ବିରୋଧ ପରେ ଶୁକ୍ରବାର ଅର୍ବାନ କୋଅପରେଟିଭ ବ୍ୟାଙ୍କର ଅଧିକାରୀମାନେ କଟକର ସେଲଟକ ଛକ ଅଞ୍ଚଳରେ ଥିବା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ଏକ ଜମିକୁ ଋଣ ଖିଲାପ ନେଇ ନିଜ କବଜାକୁ ନେଇଛନ୍ତି। ସ୍ଥାନୀୟ ବାସିନ୍ଦା ଏବଂ…

ରାଜଧାନୀରେ ଅପରେସନ ହ୍ଵାଇଟ ସ୍ପାଇଡର: ବେଆଇନ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ୨ ଗରିଫ

ଭୁବନେଶ୍ୱର: ରାଜଧାନୀରେ ଥମିବାରେ ନାଁ ଧରୁନି ବେଆଇନ ଧଳା ଜହର ବେପାର। ଆଜି ଶହୀଦ ନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତି ନିକଟରେ ପୋଲିସ ଅତର୍କିତ ଚଢଉ କରିଥିଲା। ସାଧାରଣ ଲୋକଙ୍କୁ ବେଆଇନ ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ୨ ଜଣଙ୍କୁ କାବୁ କରିବାରେ ସକ୍ଷମ ହେଲା ପୋଲିସ।…