Latest Odisha News

BREAKING NEWS

Browsing Category

ଫିଚର

ନୟାଗଡ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ଦେଲା କେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ନୟାଗଡ କଣ୍ଟେଇମୁଣ୍ଡି ବାଇଗଣକୁ ଭୌଗୋଳିକ ମାନ୍ୟତା ବା ଜିଆଇ ଟ୍ୟାଗ ପ୍ରଦାନ କରିଛି । ନୀଳମାଧବ କୃଷି ସଙ୍ଗଠନ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସହାୟତାରେ ୨୦୨୧ରେ ଟ୍ୟାଗ୍ ପାଇଁ ଆବେଦନ କରିଥିଲା। ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ…

ସବୁଜ ରଙ୍ଗର ଅଣ୍ଡା, ଗୋଟେ ଶିଝାଇଲେ ଖାଇବେ ପୁରା ପରିବାର

ସାଧାରଣତଃ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ନିୟମିତ ଅଣ୍ଡା ଖାଇବାକୁ ଡ଼ାକ୍ତରମାନେ ପରାମର୍ଶ ଦେଇଥାନ୍ତି । କାରଣ ଏହା ଏକ ପୁଷ୍ଟିକର ଖାଦ୍ୟ ଅଟେ । ଅଣ୍ଡା ପ୍ରାୟତଃ ଧଳା ରଙ୍ଗର ହୋଇଥାଏ । କିନ୍ତୁ ବଜାର ବ୍ରାଉନ୍ କଲର ଅଣ୍ଡା ମଧ୍ୟ ମିଳିଥାଏ, ଯାହାକୁ ଆମେ ଦେଶୀ ଅଣ୍ଡା ବୋଲି କହିଥାଉ ।…

୩୭ ବର୍ଷ ପରେ ବିଶ୍ୱନାଥନଙ୍କୁ ହଟେଇ ଗୁକେଶ ହେଲେ ଭାରତର ଏକ ନମ୍ବର ଚେସ ଖେଳାଳି

ନୂଆଦିଲ୍ଲୀ: ୩୭ ବର୍ଷ ପରେ ଭାରତୀୟ ଚେସର ମହାନ ତାରକା ବିଶ୍ୱନାଥନ ଆନନ୍ଦଙ୍କୁ ହଟେଇ ଡୋମାରାଜୁ ଗୁକେଶ ହୋଇଛନ୍ତି ଭାରତର ଏକ ନମ୍ବର ଖେଳାଳି । ପୂର୍ବରୁ ଏହା ହେବ ବୋଲି ଜଣା ପଡୁଥିଲେ ମଧ୍ୟ ଶୁକ୍ରବାର ଫିଡେ ର‌୍ୟାଙ୍କିଙ୍ଗରେ ଏହା ଅଫିସିଆଲ ଭାବେ ସ୍ପଷ୍ଟ ହୋଇଛି । ଗୁକେଶ ୨୭୫୮ ରେଟିଂ ପଂଏଟ…

ସିଡବଲ୍‌…. ଫାଙ୍କା ଜାଗାରେ ଫିଙ୍ଗିଦିଅ, ସବୁଜିମାରେ ହସିବ ଦୁନିଆ

ଭୁବନେଶ୍ୱର: ସିଡବଲ.. ଯେଉଁଠି ଫିିଙ୍ଗିଦେବ ଗଛଟିଏ ପାଇବ । ସିଡବଲ ଭରିଦେବ ସବୁଜିମା , କମାଇବ ଗ୍ଲୋବାଲ ୱର୍ମିଂ । ତେଣୁ ଆସ..ସିଡବଲ ଧରିବା । ଯୁଆଡେ ଇଚ୍ଛା ସିଆଡେ ପିଙ୍ଗି ଦେବା । ଆମ ପରିବେଶକୁ ସବୁଜ ସୁନ୍ଦର କରିଦେବା । ଆପଣ ଭାବୁଥିବେ କ’ଣ ଏହି ସିଡବଲ ? କେଉଁଠି ମିଳୁଛି ସିଡବଲ ?…

ଗାଁ ନାଳରେ ବୁଡି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ସୋନପୁର: ଝିଅ ଶାଶୂ ଘରେ କେମିତି ଅଛି ଦେଖିବାକୁ ଆସିଥିଲେ ବାପା-ମା’ । ହେଲେ ଏ ଦେଖା ତାଙ୍କର ଶେଷ ଦେଖା ପାଲଟିଗଲା । ଝିଅ ଶାଶୂ ଘର ଗାଁ ନାଳରେ ବୁଡି ଚାଲିଗଲା ବାପାଙ୍କ ଜୀବନ । ମା’ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ।   ପାଣିରେ ବୁଡି ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର ।…

କେନ୍ଦ୍ରମନ୍ତ୍ରୀଙ୍କ ଘରେ କାହିଁକି ବିଜେପି କର୍ମୀଙ୍କୁ ଗୁଳିକରି ହତ୍ୟା କରାଗଲା ? ସାମ୍ନାକୁ ଆସିଲା କାରଣ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଲକ୍ଷ୍ନୌସ୍ଥିତ ଘରେ ଜଣେ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘଟଣାସ୍ଥଳରୁ ତାଙ୍କ ପୁଅ ବିକାଶଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲ ପୋଲିସ ଜବତ କରିଛି । ପୋଲିସ କିଛି ବ୍ୟକ୍ତିଙ୍କୁ ଅଟକ ରଖି  ଜେରା କରୁ୍‌ଥିବାବେଳେ ହତ୍ୟାର…

ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେପ୍ଟେମ୍ବର ୨ ଓ ୩ ରେ ମନ୍ତ୍ରୀ ଗସ୍ତ କରିବା ନେଇ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ଏହି ଗସ୍ତର ଉଦ୍ଦେଶ୍ୟ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ରାଜନାଥ…

୧ ମିନିଟରେ ସର୍ବାଧିକ ଆଲିଙ୍ଗନ କରି ବିଶ୍ୱ ରେକର୍ଡ଼ କଲେ ଦୁଇ ଯୁବକ, ପୂର୍ବରୁ କରିଛନ୍ତି ଅନେକ ରେକର୍ଡ଼

ନ୍ୟୁୟର୍କ : ଦୁନିଆର ଅନେକ ଲୋକ ଅଛନ୍ତି, ବିଭିନ୍ନ କୌଶଳ ହେଉ ବା କିଛି ସ୍ୱତନ୍ତ୍ର କାରନାମା କରି ବିଶ୍ୱ ରେକର୍ଡ଼ କରିଥାନ୍ତି । କିନ୍ତୁ ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ଅଜବ ଜିନିଷ କରି ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଥାନ୍ତି । ଏବେ ଦୁଇ ଜଣ ଯୁବକ କିଛି ନିଆରା କରି ରେକର୍ଡ଼…

କେନ୍ଦ୍ର ଅବହେଳା ବିରୋଧରେ ବିଜେଡିର ଅନୁଗୁଳ ଜାତୀୟ ରାଜପଥ ଅବରୋଧ

ଅନୁଗୁଳ: ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ମୁଖ୍ୟତଃ ଜାତୀୟ ରାଜପଥ ଗୁଡିକର ଦୁରବସ୍ଥା ଓ ଏମସିଏଲ ବିସ୍ଥାପନ ନେଇ କରୁଥିବା ଟାଳଟୁଳ ନୀତି ବିରୁଦ୍ଧରେ ଜିଲ୍ଲା ବିଜେଡି ଆନ୍ଦୋଳନ ସ୍ୱରୂପ ଦୁଇ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରିଛି। ବିଜେଡିର କହିବା କଥା ଗତ କିଛି ବର୍ଷ ହେଲା ଅନୁଗୁଳ…

ରିଲିଜ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍କରା’ର ଟ୍ରେଲର

ଭୁବନେଶ୍ଵର: ରିଲିଜ ହେଲା ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍କରା’ର ଟ୍ରେଲର । ଦୀର୍ଘ ୨ ବର୍ଷ ପରେ ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ପୁଷ୍କରା' ସହ ବଡ଼ ପରଦାରେ ନଜର ଆସିବେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ଗଣେଶ ପୂଜାରେ ରିଲିଜ ହେବ ଏହି ଫିଲ୍ମ ।…