Latest Odisha News

BREAKING NEWS

Browsing Category

ଫିଚର

ବଦଳିବ ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲର ନାଁ: ଯଜାତି କେଶରୀଙ୍କ ନାମରେ ହେବ ନାମିତ

ଭୁବନେଶ୍ୱର: ବଦଳିବ ଯାଜପୁର ମେଡିକାଲ କଲେଜର ନାଁ । ଯାଜପୁର ମେଡିକାଲ କଲେଜ ଓ ଡାକ୍ତରଖାନା ନାମରେ ପରିଚିତ ଏହି ଅନୁଷ୍ଠାନ ଏଣିକି ଯଜାତି କେଶରୀଙ୍କ ନାମରେ ପରିଚିତ ହେବ । ନାମ ପରିବର୍ତ୍ତନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ନିକଟରେ ୫ ଟି ସଚିବ…

ଖୋଲିଲା ଚୀନର ଅସଲ ମୁଖା, ଚୀନର ପ୍ରକୃତ ମାନଚିତ୍ର ସେୟାର କଲେ ପୂର୍ବତନ ସେନା ମୁଖ୍ୟ

ନୂଆଦିଲ୍ଲୀ: ମିଳିଲା ଚୀନର ପ୍ରକୃତ ମାନଚିତ୍ର। ଏହି ମାନଚିତ୍ର ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି ପୂର୍ବତନ ସେନା ମୁଖ୍ୟ ମନୋଜ ନରଭଣେ। ମାନଚିତ୍ରରେ ତାଇୱାନ, ହଂକଂ, ତିବ୍ଦତ, ଗ୍ରୀସ୍ ଏବଂ ଚୀନ୍ ସୀମାବର୍ତ୍ତୀ ଦେଶଗୁଡିକ ଚୀନ୍ ଦ୍ୱାରା ଅଧିକୃତ ବୋଲି ଦର୍ଶାଯାଇଛି। ଚୀନ୍‌ର ନୂତନ…

କଶ୍ମୀର ଫାଇଲ୍ସର ସଫଳତାକୁ ନେଇ ନାସିରୁଦ୍ଦିନଙ୍କ ‘ଭୟଙ୍କର’ ପ୍ରତିକ୍ରିୟା:  ବିବେକ ଦେଲେ ଜବାବ

ମୁମ୍ବାଇ:କଶ୍ମୀର ଫାଇଲ୍ସକୁ ନେଇ ପୁଣି ଆରମ୍ଭ ହୋଇଯାଇଛି ବିବାଦ । ଦୀର୍ଘ ଏକ ବର୍ଷ ପରେ କାଶ୍ମୀର ଫାଇଲ୍ସକୁ ନେଇ ମୁହାଁମୁହିଁ ହୋଇଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ ଅଭିନେତା ନାସିରୁଦ୍ଦିନ ଶାହ । ନାସିରୁଦ୍ଦିନ ଖାଲି କାଶ୍ମୀର ଫାଇଲ୍ସ ନୁହେଁ ବରଂ ଗଦ୍ଦର-୨ର ସଫଳତାକୁ ନେଇ…

ଚର୍ଚ୍ଚାରେ ମୋଦୀଙ୍କ ଦ୍ଵାରା G20ରେ ମିଳିଥିବା ଉପହାର, ଜାଣନ୍ତୁ କ’ଣ ଅଛି ଏହି ଉପହାର ବାକ୍ସରେ

ନୂଆଦିଲ୍ଲୀ: ଶେଷ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ପ୍ରାୟ ୨୦ଟି ଦେଶର ନେତା ଏହି ସମ୍ମିଳନୀରେ ଯୋଗ ଦେବାପାଇଁ ଭାରତ ଆସିଥିଲେ । ସଫଳତା ର ସହ ସମ୍ମଳିନୀ ଶେଷ କରିବା ସହ ଏଥିରେ ଅନେକ ବଡ଼ ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଏହାଛଡା ସମ୍ମିଳନୀ ଶେଷ ହେବା ପରେ ଭାରତ ପକ୍ଷରୁ ଅତିଥି ମାନଙ୍କୁ…

କେରଳରେ ବ୍ୟାପୁଛି ନିପା ଭାଇରସ: ୯ ବର୍ଷର ଶିଶୁ ସମେତ ଆଉ ୨ ଜଣ ଆକ୍ରାନ୍ତ, ୨ ମୃତ

ଥିରୁଭାନନ୍ତପୁରମ୍‌: କେରଳର କୋଜିକୋଡେ ଜିଲ୍ଲାରେ ନିପା ଭାଇରସ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ଆଉ ୩ଟି ଜିଲ୍ଲା କନ୍ନୁର, ୱାୟନାଡ ଏବଂ ମଲପ୍ପୁରମରେ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ୭ଟି ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଚ ଜୋନ୍ କରାଯାଇଛି। କଣ୍ଟେଣ୍ଟମେଣ୍ଟ ଜୋନ୍ ଅଞ୍ଚଳ…

ବଢିଲା ଉଦୟନିଧିଙ୍କ ଅଡୁଆ: ଧର୍ମକୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ରୁଜୁ ହେଲା ମାମଲା

ମୁମ୍ବାଇ: ୟୁପି, ଦିଲ୍ଲୀ ପରେ  ମହାରାଷ୍ଟ୍ର ପୋଲିସ ତାମିଲାନାଡୁ ମନ୍ତ୍ରୀ ତଥା ଦ୍ରାବିଡ ମୁନେତ୍ର କଡଗମ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ମାମଲା ରୁଜୁ କରିଛି ।  ସନାତନ ଧର୍ମ   ବିରୋଧରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଏହି ମାମଲା ରୁଜୁ ହୋଇଛି । ମଙ୍ଗଳବାର ରାତି…

ପୂର୍ବତନ ଏକ ନମ୍ବର ଟେନିସ ଖେଳାଳି ହାଲେପ ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ପୂର୍ବତନ ଏକ ନମ୍ବର ମହିଳା ଖେଳାଳି ସିମୋନା ହାଲେପ ଡୋପ ଟେଷ୍ଟରେ ଧରାପଡି ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । ୩୧ ବର୍ଷୀୟ ଏହି ରୋମାନିଆ ଖେଳାଳି ନିୟମ ଉଲ୍ଲଂଘନ କରିଥିବା ଇଂଟରନ୍ୟାଶନାଲ ଟେନିସ ଇଂଟେଗ୍ରେଟି ଏଜେନ୍ସି ପକ୍ଷରୁ କୁହାଯାଇଛି । ୨୦୨୨ ୟୁଏସ ଓପନ ଅବସରରେ ତାଙ୍କ…

ଚନ୍ଦ୍ରବାବୁ ନାଇଡୁଙ୍କୁ ଆଶ୍ୱସ୍ତି, ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ହାଜତରେ ବନ୍ଦ ନକରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅମରାବତୀ: ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ହାଇକୋର୍ଟରେ ଆଶ୍ୱସ୍ତି। ଆସନ୍ତା ସୋମବାର ପର୍ଯ୍ୟନ୍ତ ହାଜତ ଉପରେ ରୋକ ଲଗାଇଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ। କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) କୁ ଚନ୍ଦ୍ରବାବୁ ନାଇଡୁଙ୍କୁ…

ରାମ ମନ୍ଦିର ଖନନ ବେଳେ ବାହାରିଲା ପୁରୁଣା ମନ୍ଦିରର ଅବଶେଷାଂଶ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଜୋରସୋରରେ ଚାଲିଛି । ଇତି ମଧ୍ୟରେ ମନ୍ଦିର ପରିସର ଖୋଳିବା ସମୟରେ ମିଳିଛି ପୁରୁଣା ମନ୍ଦିରର ଅବଶେଷାଂଶ । ଏହି ଅବଶେଷାଂଶକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏଥିରେ ରହିଛି ବଡବଡ ସ୍ତମ୍ଭ ଏବଂ ମୂର୍ତ୍ତି ।  ରାମ ଜନ୍ମଭୂମି…