Latest Odisha News

BREAKING NEWS

Browsing Category

ଫିଚର

ମୋଦିଙ୍କ ଏମପି, ଛତିଶଗଡ ଗସ୍ତ, ଜିତିବା ଆଶାରେ ବିଜେପି

ଭୁବନେଶ୍ୱର: ଦେଶର ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାରକୁ ଓଲ୍ହାଇବେ। ସେଥିପାଇଁ ଦଳ ପକ୍ଷରୁ ବ୍ୟାପକ ଯୋଜନା ହୋଇଛି। ଏହି କ୍ରମରେ ରାତି ପାହିଲେ ଅର୍ଥାତ ୧୪ ତାରିଖରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଗସ୍ତ କରିବେ। ଏମପିରେ ମୋଦି ବୀଣା…

ଦୁନିଆ ସ୍ତବ୍ଧ: ମେକ୍ସିକୋ ସଂସଦରେ ପ୍ରଦର୍ଶନ କରାଗଲା ଏଲିୟନ୍ସଙ୍କ ଶବ !

ନୂଆଦିଲ୍ଲୀ: ବ୍ରହ୍ମାଣ୍ଡରେ ଏଲିୟନ୍ସଙ୍କ ଅସ୍ତିତ୍ୱ ରହିଛି ? ପୃଥିବୀ ବ୍ୟତୀତ ଅନ୍ୟ କେଉଁ ଗ୍ରହରେ ଜୀବନ ଅଛି କି ? ଏହି ପ୍ରଶ୍ନର ଉତର ବୈଜ୍ଞାନିକମାନେ ଦୀର୍ଘ ଦିନ ଖୋଜି ଆସୁଛନ୍ତି । ବୁଧବାର ମେକ୍ସିକୋ ସଂସଦରେ ଏ ଭଳି ଏକ ଘଟଣା ଘଟିଲା ଯାହାକି ସାରା ଦୁନିଆକୁ ସ୍ତବ୍ଧ କରିଦେଇଛି । ପ୍ରଥମ…

ନିଜେ ବୁଡିବା ସହ ‘ଇଣ୍ଡିଆ’ କୁ ବୁଡାଇବେ ନୀତିଶ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ନିର୍ଣ୍ଣାୟକ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇଣ୍ଡିଆ ମେଣ୍ଟ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି ଏକ ପ୍ରମୁଖ ଚେହେରା ଚୟନ ଓ ସିଟ ଭାଗବଣ୍ଟା। ଯାହାକୁ ନେଇ ବିରୋଧୀ ମେଣ୍ଟ ଜୋରଦାର ମନ୍ଥନ କରିବା ଆରମ୍ଭ କରିଛି। ଏଭଳି ସ୍ଥିତିରେ ବିହାର…

କଳା ବ୍ୟାଜ୍ ପରିଧାନ କରି ପ୍ରତିବାଦ ଜଣାଇଲେ ଜେଲ୍ କର୍ମଚାରୀ

ଜଗତସିଂହପୁର: କଳା ବ୍ୟାଜ୍ ପିନ୍ଧି ନିଜ ଦାଇତ୍ଵ ତୁଲାଇବା ସହ ଶାନ୍ତି ଶୃଙ୍ଖଳା ସହିତ ପ୍ରତିବାଦ ଜଣାଇଲେ ଜଗତସିଂହପୁର ଜେଲରେ ଥିବା କାର୍ଯ୍ୟରତ କର୍ମଚାରୀ। ସୂଚନା ମୁତାବକ ନିଖିଳ ଓଡ଼ିଶା କାରା କର୍ମଚାରୀ ମହାସଂଘ କେନ୍ଦ୍ରୀୟ କମିଟି ଭୁବନେଶ୍ୱରଙ୍କ ଆହ୍ୱାନ କ୍ରମେ ନିଜର ୫ଦଫା ଦାବି…

ଚିକିତ୍ସା ପାଇଁ ନୁହେଁ, ଛୁଟି କାଟିବାକୁ ଆମେରିକା ଯାଇଛନ୍ତି ଧମେନ୍ଦ୍ରଙ୍କ ପରିବାର

ମୁମ୍ବାଇ: ଗଦର୨ର ସଫଳତା ପରେ ସନୀ ଦେଓଲ ତାଙ୍କ ହଜି ଯାଇଥିବା ଷ୍ଟାରଡମ ଫେରି ପାଇଛନ୍ତି । ନିକଟରେ ସନୀ ଦେଓଲ ତାଙ୍କ ବାପା ଧର୍ମେନ୍ଦ୍ର ଏବଂ ପରିବାରର ଅନ୍ୟମାନଙ୍କ ସହ ଛୁଟି କାଟିବା ପାଇଁ ଆମେରିକା ଯାଇଛନ୍ତି । ଧମେନ୍ଦ୍ର ତାଙ୍କ ସୋସିଆଲ ମିଡିଆ ଆକାଂଉଟରେ ଏହାର ଫଟୋ ଏବଂ ଭିଡିଓ ମଧ୍ୟ…

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନେଇ ଆଜି ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏକ ସମୀକ୍ଷା ବୈଠକ…

ନରସିଂହଙ୍କ ‘ଗୁମାସ୍ତା ଶାସନ’ର ଜବାବ ଦେଲେ କୃଷିମନ୍ତ୍ରୀ; କହିଲେ, ନିଜ ଦଳ ସମ୍ଭାଳ

ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜନୈତିକ ବୟାନବାଜି ଥମୁନି । ଏହି ବୟାନବାଜି ଖାଲି ସୌମ୍ୟ-ବିଜେଡି ମଧ୍ୟରେ ସୀମିତ ହୋଇନାହିଁ । ସୌମ୍ୟଙ୍କ ନାଁ ନ ନେଇ ଆଜି  ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏବଂ କୃଷିମନ୍ତ୍ରୀ  ରଣେନ୍ଦ୍ର…

ଉଜ୍ଜଳା ଯୋଜନା ଅନ୍ତର୍ଗତ ମାଗଣାରେ ୭୫ଲକ୍ଷରୁ ଅଧିକ ଏଲପିଜି ସଂଯୋଗ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତରେ ଜି-୨୦ ଶିଖର ସମ୍ମିଳନୀର ସଫଳତା ଉପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ବଡ ଘୋଷଣା କରିଛନ୍ତି। ଉଜ୍ଜଳା ଯୋଜନା ଅନୁଯାୟୀ ମାଗଣାରେ ମହିଳାଙ୍କୁ ୭୫ ଲକ୍ଷରୁ ଅଧିକ ଏଲପିଜି ସଂଯୋଗ ଦିଆଯିବ। ଆଗାମୀ ୩ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୬ ପର୍ଯ୍ୟନ୍ତ, ଏହି ଯୋଜନା ଅଧୀନରେ…

ଗ୍ଲୁ ଟ୍ରାପ ଉପରେ କଟକଣା ଲଗାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବୁଧବାର ମୂଷା, ଗୁଣ୍ଡୁଚି ମୂଷା ଓ ଠେକୁଆଙ୍କୁ ଧରିବା ପାଇଁ ବ୍ୟବହାର କରାଯାଛଥିବା ଗ୍ଲୁ ଟ୍ରାପ ଉପରେ କଟକଣା ଲଗାଇଛି । ଏହି କ୍ରୁର ଓ ଅମାନବୀୟ ପଦ୍ଧତି ଯୋଗୁ ନିରୀହ ଜନ୍ତୁର ମୃତ୍ୟୁ ଘଟୁଥିବାରୁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ନିର୍ମାତା,…

ରେଳ ଧାରଣାରେ ପଡିଲା ବୋଲ୍ଡର, ଗଛ: ଟ୍ରେନ ଚଳାଚଳ ବ୍ୟାହତ

ଭୁବନେଶ୍ୱର: ବର୍ଷା ଯୋଗୁ ରେଳ ଚଳାଚଳ ବ୍ୟାହତ ।   ୱାଲ୍ଟେୟାର ଡିଭିଜନ୍ ଅନ୍ତର୍ଗତ ଓଡିଶାର କୋରାପୁଟରେ ଟିଗିରି ଏବଂ ଲାଲିଗୁମା ମଧ୍ୟରେ ବୁଧବାର ରେଳ ଚଳାଚଳ ବ୍ୟାହତ ହୋଇଛି । ଲଗାଣ ବର୍ଷା ଯୋଗୁ ଏହି  ଟ୍ରାକରେ ବିରାଟ ବୋଲ୍ଡର ଏବଂ ଗଛ ଉପୁଡି ପଡ଼ିବା ଫଳରେ ରାୟଗଡା ଏବଂ କୋରାପୁଟ…