Latest Odisha News

BREAKING NEWS

Browsing Category

ଫିଚର

ମସ୍କ ଟ୍ବିଟରର ମାଲିକ ହେବା ପରେ କାହିଁକି ସିଇଓ ପଦରୁ ଚିରାଗଙ୍କୁ ବିଦା କରିଥିଲେ?

ନୂଆଦିଲ୍ଲୀ: ସୋଶିଆଲ ମିଡ଼ିଆ ଟ୍ବିଟର ତଥା ଏକ୍ସର ମାଲିକାନା ଏଲନ ମସ୍କ ହେବା ପରେ ସେ କାହିଁକି ହଠାତ୍ ସିଇଓ ପରାଗ ଅଗ୍ରଓ୍ୱାଲଙ୍କୁ ବାହାର କରିଦେଇଥିଲେ। ଏହାକୁ ନେଇ ଏବେବି ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ତେବେ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ଏହାର ଖୁଲାସା ହୋଇଛି। କୁହାଯାଉଛି…

ଏସିଆ କପ କ୍ରିକେଟ: ହାମ୍ବୋନଟୋଟାରେ ହୋଇପାରେ ସୁପର ୪ ମୁକାବିଲା

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟ ହାଇବ୍ରିଡ ମଡେଲରେ ଖେଳାଯାଉଛି । ଶ୍ରୀଲଙ୍କାରେ ଖେଳାଯାଉଥିବା ମ୍ୟାଚ ବର୍ତମାନ ବର୍ଷା ଯୋଗୁ ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ରିପୋର୍ଟ ମୁତାବକ କ୍ରମାଗତ ବର୍ଷାକୁ ଆଖି ଆଗରେ ଏସିସି ସୁପର ୪ ଷ୍ଟେଜ ପାଇଁ ଭେନ୍ୟୁ ପରିବର୍ତନ କରିବା ନେଇ ବିଚାର…

ମେଟା ସହ ୩ ବର୍ଷିଆ ‘ଶିକ୍ଷାରୁ ଉଦ୍ୟମିତା’ ଇନିସିଏଟିଭର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ମେଟା ସହ ୩ ବର୍ଷିଆ ‘ଶିକ୍ଷାରୁ ଉଦ୍ୟମିତା’ ଇନିସିଏଟିଭର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋମବାର ନୂଆଦିଲ୍ଲୀରେ ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ଅଗ୍ରଣୀ ଟେକ୍ନୋଲୋଜି…

ରାଷ୍ଟ୍ରୀୟ ପୋଷଣ ମାସ ୨୦୨୩: ପ୍ରଥମ ଦିନରେ ଦେଶରେ ୧୦ ଲକ୍ଷ କାର୍ଯ୍ୟକ୍ରମ ଆୟୋଜିତ

ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଚଳିତ ମାସରେ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରୁଛି। ରାଷ୍ଟ୍ରୀୟ ପୋଷଣ ମାସ ୨୦୨୩ର ପ୍ରଥମ ଦିନରେ ସମଗ୍ର ଦେଶରେ ପାଖାପାଖି ୧୦ ଲକ୍ଷ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା, ଯେଉଁଥିରେ 'ମିଶନ ଲାଇଫ ମାଧ୍ୟମରେ ପୋଷଣରେ ଉନ୍ନତି ଏବଂ…

ଆମେରିକାରେ ଏକ ଲକ୍ଷରୁ ଅଧିକ ଭାରତୀୟ ପୁଅ-ଝିଅ ବାପା-ମାଙ୍କଠୁ ଅଲଗା ହେବେ!

ନୂଆଦିଲ୍ଲୀ: ଆମେରିକାର ଏକ ଲକ୍ଷ ଭାରତୀୟ ପିଲାଙ୍କୁ ସେମାନଙ୍କ ପିତାମାତାଙ୍କଠାରୁ ଅଲଗା ହେବାକୁ ପଡିପାରେ। ଏହାର କାରଣ ହେଉଛି ଗ୍ରୀନ୍ କାର୍ଡ ଦେବା ପ୍ରକ୍ରିୟାରେ ବିଳମ୍ବ। ଗ୍ରୀନ୍ କାର୍ଡ ପ୍ରକ୍ରିୟା ଲମ୍ବା ଏବଂ ଧୀର ଅଟେ। ରୋଜଗାର ଭିତ୍ତିକ ଏହି କାର୍ଡ ପାଇଁ ୧୦.୭ ଲକ୍ଷ ଭାରତୀୟ ଏବେ…

ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି

ଭୁବନେଶ୍ୱର: ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ-ସାନ୍ତରାଗଛି-ପୁରୀ ଏବଂ ପୁରୀ-ଭଞ୍ଜପୁର-ପୁରୀ ବିଶେଷ ଟ୍ରେନ ଗୁଡିକର ସେବାକୁ ଆଉ ଏକ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ଶେଷ ସପ୍ତାହ ସୁଦ୍ଧା ଭଞ୍ଜପୁର-ପୁରୀ-ଭଞ୍ଜପୁର (ବାରିପଦା) ଏବଂ…

ଆମେରିକାରେ ହରିଣଙ୍କ ସଂଖ୍ୟା ୩ କୋଟି ଛୁଇଁଲା

ନ୍ୟୁୟର୍କ: ନିକଟରେ କରାଯାଇଥିବା ଏକ ଗଣନା ଅନୁସାରେ ଏବେ ଆମେରିକାରେ ୩ କୋଟିରୁ ଊର୍ଦ୍ଧ୍ୱ ହରିଣ ଅଛନ୍ତି । ଯାହା କି ପଶୁପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ୭୦ରୁ ୮୦ ବର୍ଷ ତଳେ ଆମେରିକାରେ ପ୍ରବଳ ଗଛ କଟାଯିବା ଯୋଗୁ ହରିଣଙ୍କ ସଂଖ୍ୟା କମି ଯାଇଥିଲା । ଏପରିକି ଏହା ଏଠାରେ ବିଲୁପ୍ତ…

ମେଡିକାଲ ସିଟ୍ ବୃଦ୍ଧି, ଲାଇସେନ୍ସ ନବୀକରଣ ପାଇଁ ନକଲି ଚିଠି, ଏନଏମସି କରାଇଲା ସତର୍କ

ନୂଆଦିଲ୍ଲୀ: ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଏକ ରାକେଟ୍ ଠାବ କରିବାରେ ସଫଳ ହୋଇଛି। ଏହି ରାକେଟ ମେଡିକାଲ କଲେଜଗୁଡ଼ିକର ସିଟ୍ ବୃଦ୍ଧି କରିବାକୁ ଅନୁମତି ଦେଇନଥିଲେ କିମ୍ବା ଲାଇସେନ୍ସ ନବୀକରଣ କରିବାକୁ ମନା କରିଦେଇଥିଲେ। ଏବେ ଏହି ଠକେଇ ଜଣାପଡ଼ିବା ପରେ ଏନ୍ଏମସି କେବଳ ନିଜ…

ସେପ୍ଟେମ୍ବର ୨୫ରୁ ପିସିସିର ‘ଘରେ ଘରେ କଂଗ୍ରେସ ଅଭିଯାନ’

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କମିଟି ତରଫରୁ କଂଗ୍ରେସ ଭବନ, ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ଚଳିତ ମାସ ୨୫…

‘ସନାତନ ଧର୍ମର ଉଚ୍ଛେଦ’ ବୟାନକୁ ଦୋହରାଇବା ସହ କ୍ଷମା ମାଗିବେନି କହିଲେ ଷ୍ଟାଲିନଙ୍କ ପୁଅ

ନୂଆଦିଲ୍ଲୀ: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧରେ ମନ୍ତବ୍ୟକୁ ନେଇ ଚାଲିଥିବା ରାଜନୈତିକ ବିବାଦ ସୋମବାର ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି। ବିଜେପି ନେତାମାନେ ଇଣ୍ଡିଆ ମେଣ୍ଟ ଉପରେ ଜୋରଦାର ଆକ୍ରମଣ କରିବା ସହ କଂଗ୍ରେସକୁ କ୍ଷମା ମାଗିବାକୁ ଦାବି କରିଛନ୍ତି।…