Latest Odisha News

BREAKING NEWS

Browsing Category

ଫିଚର

ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ ବିନ୍ଧାଣି ବହିଷ୍କୃତ, ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ କରୁଥିଲେ ଚାକିରି

ପାରାଦୀପ: ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି ପାଇଥିବା ଅଭିଯୋଗରେ ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ କୁମାର ବିନ୍ଧାଣିଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଷ୍ଟେଟ ଲେଭେଲ ସ୍କୃଟିନି କମିଟି ନିର୍ଦ୍ଦେଶରେ ତାଙ୍କୁ ବରଖାସ୍ତ କରିଛନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ।…

୩ ବିଜେଡି ବିଧାୟକଙ୍କୁ କଂଗ୍ରେସର ଜୋରଦାର ବିରୋଧ,ଅଣ୍ଡମାଡ

ଭବାନୀପାଟଣା: ବିଜେଡି ବିଧାୟକଙ୍କୁ ଜୋରଦାର ବିରୋଧ  ।  ଗାଡିକୁ   ଅଣ୍ଡାମାଡ ସହ କଳା ପତାକା ଦେଖାଇଲେ କଂଗ୍ରେସ କର୍ମୀ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମଙ୍ଗଳବାର କଳାହାଣ୍ଡି ଜିଲ୍ଲାରେ । ନର୍ଲାରେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଗୁରୁଦିବସ କାର୍ଯ୍ୟକ୍ରମକୁ ଅତିଥି ହୋଇ ଯାଉଥିଲେ ।…

ସୁପ୍ରିମକୋର୍ଟରେ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ଶେଷ; ରାୟ ସଂରକ୍ଷିତ

ନୂଆଦିଲ୍ଲୀ:ଆର୍ଟିକିଲ ୩୭୦କୁ ନେଇ ସୁପ୍ରିମ କୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଶେଷ ହୋଇଛି । ସପ୍ରିମକୋର୍ଟ ତାଙ୍କର ରାୟ ସଂରକ୍ଷିତ ରଖିଛନ୍ତି । ସୁପ୍ରିମକୋର୍ଟରେ ଜମ୍ମୁ-କାଶ୍ମୀରରେ ଧାରା ୩୭୦ ହଟାଇବା ମାମଲାକୁ ନେଇ ଶୁଣାଣି ୧୬ ଦିନ ହେଲା ଚାଲିଥିଲା । ଆବେଦନକାରୀ ଦାବି କରିଥିଲେ…

ବିଶ୍ୱକପ ପାଇଁ ଚୟନ ହେଲା ଟିମ ଇଣ୍ଡିଆ: କଣ ରହିଛି ପଜିଟିଭ ଓ ନେଗେଟିଭ

ମୁମ୍ବାଇ: ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ କ୍ରିକେଟ ଦଳ ଚୟନ କରାଯାଇଛି । ଟିମର ପଜିଟିଭ ଓ ନେଗେଟିଭ ଦିଗପ୍ରତି ଆସନ୍ତୁ ନଜର ପକାଇବା । ପଜିଟିଭ ଶ୍ରେଷ୍ଠ ଟପ ଅର୍ଡର: ରୋହିତ ଶର୍ମା, ବିରାଟ କୋହଲି ଓ ଶୁଭମନ ଗିଲଙ୍କୁ…

ଇଣ୍ଡିଆ ନାଁ ପରିବର୍ତ୍ତନ ଚର୍ଚ୍ଚା: ନିଆଁରେ ଘିଅ ଢାଳିଲେ ସେହୱାଗ, ୱାର୍ଲଡକପ ପାଇଁ ରଖିଲେ ବଡ ଦାବି

ନୂଆଦିଲ୍ଲୀ: ଦେଶର ନାଁ ବଦଳିବ । ରହିବନି ଇଣ୍ଡିଆ ନାଁ । ଦେଶର  ନାଁ ରହିବ ଗୋଟିଏ ଆଉ ତାହା ହେବ ଭାରତ । ଏମିତି ଅଟକଳକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହି ନିଆଁରେ ଘିଅ ଢାଳିଛନ୍ତି କ୍ରିକେଟର ବୀରେନ୍ଦ୍ର ସେହୱାଗ । ଇତିମଧ୍ୟରେ ଏହି ନାମକୁ ନେଇ ବଡ ଦାବି ଥୋଇଛନ୍ତି ସେହୱାଗ ।…

୫୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗେଲ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗିରଫ

ନୂଆଦିଲ୍ଲୀ: ଭାରତ ସରକାରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ଗ୍ୟାସ ଅଥୋରିଟି ଅଫ୍ ଇଣ୍ଡିଆ ଲିମିଟେଡ(ଗେଲ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେବି ସିଂ ଗିରଫ। କେବି ସିଂଙ୍କ ସମେତ ଆହୁରି ୫ଜଣଙ୍କୁ ଗିରଫ କରିଛି ସିବିଆଇ। ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା…

ଆଇଓସିଏଲ ଗେଟ୍ ନିକଟରେ ବୋମା ଗୁଜବ, ସୁଟ୍‌କେସରେ ଅଛି ରେଡିଓଗ୍ରାଫି ଟେଷ୍ଟିଂ ସମାଗ୍ରୀ

ପାରାଦୀପ: ଆଇଓସିଏଲ୍ ଫାଟକ ଆଗରେ ଏକ ସୁଟ୍‌କେସରେ ବୋମା ଥିବା ନେଇ ସନ୍ଦେହ। ଆଜି ସକାଳୁ ଏହି ସୁଟ୍‌କେସକୁ କେହି ଜଣେ ଥୋଇ ଚାଲିଯାଇଥିବା ବେଳେ ଏଥିରେ ବୋମା ଥିବା ଗୁଜବ ଚାରିଆଡ଼େ ଖେଳିଯାଇଛି। ସ୍ଥାନୀୟ ଅଭୟଚାନ୍ଦପୁର ପୋଲିସ ଓ ସିଆଇଏସଏଫ ଏବଂ ଡଗ୍ ସ୍କା୍ର୍ଡ ଦ୍ଵାରା ଏହି ଆଟାଚକୁ ତଦନ୍ତ…

ଅପରାହ୍ନ ସୁଦ୍ଧା ଏହି ସବୁ ଅଞ୍ଚଳରେ ଘଡଘଡି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି କଲା ଆଇଏମଡି

ଭୁବନେଶ୍ୱର:ଇଣ୍ଡିଆ ମେଟେରୋଲଜି ଡିପାର୍ଟମେଣ୍ଟ (ଆଇଏମଡି) ଟୁଇନ ସିଟି କଟକ-ଭୁବନେଶ୍ୱର ସମେତ ରାଜ୍ୟର ୧୫ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି । ମଙ୍ଗଳବାର ୬ଟା ୧୫ ସୁଦ୍ଧା ଏହ ସବୁ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏହି ଅଞ୍ଚଳ  ପାଇଁ  ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି…

ଚାଷୀଙ୍କ ସହ ମିଶି ତଳି ରୋଇଲେ, ଅମୃତ କଳସରେ ମାଟି ସଂଗ୍ରହ କଲେ ସମ୍ବିତ ପାତ୍ର

ପୁରୀ: ଅଣ୍ଟାରେ ଗାମୁଛା ବାନ୍ଧି ଆଣ୍ଠୁଏ କାଦୁଅରେ ମନ ଖୁସି କରି ତଳି ରୋଉଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ଆଜି ସେ ଖୋଦ ଚାଷୀଙ୍କ ସହ ମିଶି ଚଷାପୁଅ ସାଜିଛନ୍ତି। 'ମାଟି, ଜମି, କିସାନ-ମୋ ମାଟି ମୋ ଦେଶ ଅଭିଯାନ' ଏଭଳି ସ୍ଲୋଗାନ ଦେଇ ଧାନବିଲରେ ମନ ଖୁସି କରି…

ଦେଶର ଇଂରାଜୀ ନାଁ ଉଠେଇ ଦେବେ କି ମୋଦି ସରକାର ? ମେଣ୍ଟକୁ ଘାରିଲା ଚିନ୍ତା

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପରେ ପରେ ସଂସଦର ବିଶେଷ ଅଧିବେଶନ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦର ବିଶେଷ ଅଧିବେଶନରେ କ’ଣ ହେବ ତାକୁ ନେଇ ଚାଲିଛି ଅଟକଳ ।  ମଙ୍ଗଳବାର ଏକ ନୂଆ ପ୍ରସଙ୍ଗ ସାମ୍ନାକୁ ଆସିଛି । ଯାହାକୁ ନେଇ ଅନୁମାନ କରାଯାଉଛି, ସଂସଦର ବିଶେଷ ଅଧିବେଶନରେ…