Latest Odisha News

BREAKING NEWS

Browsing Category

ଫିଚର

ପୋଲିସ-ମାଓବାଦୀ ଗୁଳି ବିନିମୟ: ୨ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ମାଓବାଦୀ ଓ ପୋଲିସ ମଧ୍ୟରେ ବଡ ଧରଣର ଗୁଳିବିନିମୟ ହୋଇଛି । ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଆହୁରି ଅନେକ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି…

ସାତକୋଶିଆ ଅଭୟାରଣ୍ୟରୁ ୨ ହାତୀର ମୃତଦେହ ଉଦ୍ଧାର

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟରୁ ୨ଟି ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ସାତକୋଶିଆ ଅଭୟାରଣ୍ୟର ଜଗନ୍ନାଥପୁର ଗାଁ ନିକଟ ଜଙ୍ଗଲରେ ହାତୀ ଦୁଇଟିର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏହା ଦେଖି ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ସୂଚନା…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର:ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ  ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ  ଉପକୂଳରେ  ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏ ନେଇ ମଙ୍ଗଳବାର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି । ଏହାର ପ୍ରଭାବରେ ଓଡ଼ିଶା ହାଲୁକାର ମଧ୍ୟମ ଧରଣର ବର୍ଷା…

ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଚୀନ-ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନାର ଯୁଦ୍ଧାଭ୍ୟାସ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଉତ୍ତର ଏବଂ ପଶ୍ଚିମ ସେକ୍ଟରରେ ଚୀନ୍-ପାକିସ୍ତାନ ସାମ୍ନାରେ ଏକ ପ୍ରମୁଖ ଯୁଦ୍ଧାଭ୍ୟାସ 'ତ୍ରିଶୁଳ' ଆରମ୍ଭ କରିଛି।  ଯେଉଁଥିରେ ଯୁଦ୍ଧ ବିମାନ ଏବଂ ଭୂପୃଷ୍ଠରୁ ଆକାଶମାର୍ଗକୁ ଅସ୍ତ୍ରଶସ୍ତ୍ର ନିୟୋଜିତ କରିବା ଭଳି ପ୍ରଣାଳୀ ଅଭ୍ୟାସ କରାଯାଇଛି। ଭାରତୀୟ ସେନା…

ବିଏସଏଫ ୱେଷ୍ଟର୍ଣ୍ଣ କମାଣ୍ଡ ଦାୟତ୍ୱ ନେଲେ ଓଡ଼ିଶା କ୍ୟାଡର ଆଇପିଏସ ଯୋଗେଶ ବାହାଦୂର ଖୁରାନିଆ

ଭୁବନେଶ୍ୱର: ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ଯୋଗେଶ ବାହାଦୂର ଖୁରାନିଆ ହେଲେ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ) ଚଣ୍ଡିଗଡର ସ୍ପେଶାଲ ଡାଇରେକ୍ଟର ଜେନେରାଲ  । ବିଏସଏଫ ୱେଷ୍ଟର୍ଣ୍ଣ ସେକ୍ଟରର ପରିଚାଳନା, ପ୍ରଶାସନିକ ତଥା ବିଏସଏଫରେ ମାନବ ସମ୍ବଳ ନିଯୁକ୍ତି ଦାୟିତ୍ୱ…

ଶପଥ ନେଲେ ହାଇକୋର୍ଟର ୨ ବିଚାରପତି

 କଟକ:ଶପଥ ନେଲେ ହାଇକୋର୍ଟର ଦୁଇ ବିଚାରପତି । ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ମଙ୍ଗଳବାର ଦୁଇ ବିଚାରପତି ଶିବଶଙ୍କର ମିଶ୍ର ଏବଂ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଶପଥପାଠ କରାଇଛନ୍ତି । ହାଇକୋର୍ଟ ଜଜ ସଂଖ୍ୟା ୩୩ ଥିବାବେଳେ ଦୁଇ ନୂଆ ବିଚାରପତିଙ୍କ ଶପଥ ପାଠ ପରେ ଏବେ ଓଡ଼ିଶା…

ସୁସ୍ମିତାଙ୍କ ପରେ ଉଜ୍ଜ୍ୱଲାଙ୍କ ପ୍ରେମରେ ଲଳିତ ମୋଦୀ

ମୁମ୍ବାଇ: ଆଇପିଏଲର ପ୍ରତିଷ୍ଠାତା ଲଳିତ ମୋଦୀ ପୁନର୍ବାର ପ୍ରେମରେ ପଡିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ୫୯ ବର୍ଷୀୟ ମୋଦୀ ସୁସ୍ମିତା ସେନଙ୍କ ପରେ ଲୋକପ୍ରିୟ ସୁପର ମଡେଲ ଉଜ୍ଜ୍ୱଲା ରାଉତ ଓ ତାଙ୍କୁ ଏକତ୍ର ଦେଖିବାକୁ ମିଳୁଛି । ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ସଲିସିଟର ଜେନେରାଲ ହରିଶ…

ଇଏ ବି ଜଣେ ଗୁରୁ! ସମସ୍ତ ଦୁଃଖକୁ ଛାତିରେ ଚାପି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ ଶିକ୍ଷୟତ୍ରୀ ରଶ୍ମିତା

ନବରଙ୍ଗପୁର: ମା’ ବାପାଙ୍କ ପରେ ଗୁରୁ ହିଁ ସାଜନ୍ତି ଆମର ମାର୍ଗଦର୍ଶକ । ଆମକୁ ଶିକ୍ଷା ଦିଅନ୍ତି, ମାର୍ଜିତ କରନ୍ତି, ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ମଧ୍ୟ ରଖନ୍ତି । ଏହାଦ୍ୱାରା ଶିଷ୍ୟ ଦିନେ ସଫଳତା ପାଏ ଓ ଆଗକୁ ବଢ଼େ । କିନ୍ତୁ ସମାଜରେ ଏମିତି କିଛି ଗୁରୁ ଅଛନ୍ତି…

ଉଦୟନିଧିଙ୍କୁ ନେଇ ଧର୍ମ ସଙ୍କଟରେ ‘ଇଣ୍ଡିଆ’: ‘କହିଲେ ମଲ..ନ କହିଲେ ମଲ’ ସ୍ଥିତିରେ କଂଗ୍ରେସ

ନୂଆଦିଲ୍ଲୀ: ବିରୋଧୀଙ୍କ ମେଣ୍ଟ ଇଣ୍ଡିଆ ଗଠନ ପୂର୍ବରୁ ହିଁ ବିଜେପି ଟାର୍ଗେଟରେ ଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧୀ ମେଣ୍ଟ ଉପରେ ଜୋରଦାର ଆକ୍ରମଣ ସମସ୍ତେ ଦେଖିଥିଲେ । ଗୃହମନ୍ତ୍ରୀ ଅମିତ ଶାହ ମେଣ୍ଟକୁ ପାଠ ପଢାଉଥିଲେ । ଆଉ ଏହର ଜବାବ ବି ମେଣ୍ଟ ଇଣ୍ଡିଆ ଦେଉଥିଲା ।  ହେଲେ ଏବେ…

ଗୁରୁ ଦିବସରେ ପୁରସ୍କୃତ ହେବେ ୭୫ ଶିକ୍ଷକ: ଦେଶର ଭାଗ୍ୟ ନିର୍ଦ୍ଧାରକ କହି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ଦେଶର ଯୁବ ମସ୍ତିଷ୍କର ବିକାଶରେ ଶିକ୍ଷକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବାରେ ଜଣେ ଭଲ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏମିତି କହି ଶିକ୍ଷକମାନଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଗୁରୁ ଦିବସ ଅବ୍ୟବହିତ ପୂର୍ବରୁ ୭ ଲୋକ…