Latest Odisha News

BREAKING NEWS

Browsing Category

ଫିଚର

ସାଂଘାତିକ ତଥ୍ୟ ଦେଲେ ସାଂସଦ: “ପାଣ୍ଡିଆନ ପ୍ରୋଜେକ୍ଟ” ପାଇଁ ତାମିଲ ମହିଳା କରୁଛନ୍ତି ଜମି ହଡପ

ଭୁବନେଶ୍ୱର: ସରକାରୀ ଅନାବାଦୀ ଜମି ଜବରଦଖଲ କରିନେଲେ । ଏଥିସହିତ ଛୋଟ ଜଙ୍ଗଲ ଜମି, ଗରିବ, ଅସହାୟଙ୍କ ଜମିକୁ ବି ଜବରଦଖଲ କରିନେଲେ । ଏହି ଜମିକୁ ନିଜ କବ୍ଜାକୁ ନେଇ ତାରବାଡ ଘେରାଇ ଦେଲେ । ଖାଲି ସେତିକି ନୁହେଁ,  ତାରବାଡ ଘେରାଇ ରାସ୍ତା ଅବରୋଧ କରିଦେଲେ । ଫଳରେ ଘରୋଇ ଜମି ମାଲିକମାନେ…

ଟୁଇଟରେ ଟାର୍ଗେଟ: ବିଜେଡିକୁ ଜବାବ ମାଗିଲା ବିଜେପି

ଭୁବନେଶ୍ୱର:ଟୁଇଟରେ ଟାର୍ଗେଟ । ବିଜେଡିକୁ ଜବାବ ମାଗିଲା ବିଜେପି । ବିଜେପି ଓଡ଼ିଶା ମୁଖପାତ୍ର ତେଜେଶ୍ୱର ପରିଡା ବିଜେଡି ସାଂସଦଙ୍କୁ କରିଛନ୍ତି ଟାର୍ଗେଟ । ସାଂସଦ ସସ୍ମିତ ପାତ୍ର ଗତକାଲି ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ କରି ଆକ୍ଷେପ କରିଥିଲେ । ଏହାକୁ ଟାଗ କରି  ବିଜେପି…

ଜି-୨୦ ଶିଖର ସମ୍ମିଳନୀ: ତିନି ଦିନ ପାଇଁ ସଟଡାଉନ ହେବ ଦିଲ୍ଲୀ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ସଟଡାଉନ ହେବ ଦିଲ୍ଲୀ। ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏ ରାଜଧାନୀ ନୂଆଦିଲ୍ଲୀର ପ୍ରଗତି ମୈଦାନସ୍ଥିତ ଭାରତ ମଣ୍ଡପମରେଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀ ସମୟରେ ଯାତ୍ରା ପାଇଁ ମେଟ୍ରୋ ବ୍ୟବହାର କରିବାକୁ ଦିଲ୍ଲୀ ଟ୍ରାଫିକ ପୋଲିସ…

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ରୋଗୀ

ନୁଆପଡା: ପୁଣି ସାମ୍ନାକୁ ଆସିଲା ବିକାଶର ନଗ୍ନ ଚିତ୍ର । ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୁଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଘରଧରା ଗ୍ରାମର ଢବାପଡ଼ାରେ । ଖବର ଅନୁସାରେ, ଗତକାଲି ରାତିରେ ପଡ଼ାର ୮୫ ବର୍ଷ ବୟସ୍କା…

ଆସନ୍ତା ୨ ଦିନ ଯାଏ ପ୍ରବଳ ବର୍ଷା, ବଜ୍ରପାତ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଦେଖା ଯାଇଛି। ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବଦ୍ରପାତ ହେବା ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।…

ପ୍ରକଳ୍ପ କାମ ଚାଲୁଥିବାବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

ଯାଜପୁର: ପ୍ରକଳ୍ପ କାମ କରୁଥିବାବେଳେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । କାମ କରୁଥିବାବେଳେ ବିଦ୍ୟୁତ ଆଘାତ ଯୋଗୁ ଉଭଙ୍କର ମୃତ୍ୟୁ ଘଟିଛି ।  ମୃତ ଦୁଇ ଶ୍ରମିକଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟ ମାଲଦା ଥାନା ଅଞ୍ଚଳରେ । ପଶ୍ଚିମବଙ୍ଗ ରାଜ୍ୟ ମାଲଦାରୁ କିଛି ଶ୍ରମିକ ଆସି ଏଠାରେ ରହି  ପ୍ରକଳ୍ପ…

ଦିନିକିଆ ଗ୍ରୀସ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ବିଭିନ୍ନ ଦିଗକୁ ନେଇ ହେବ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରୀସ୍ ଗସ୍ତରେ ଯାଇଛନ୍ତି। ଗ୍ରୀସର ରାଜଧାନୀ ଏଥନସରେ ମୋଦୀ ଦିନିକିଆ ଗସ୍ତରେ ପହଞ୍ଚିଛନ୍ତି। ଗ୍ରୀସର ବୈଦେଶିକ ମନ୍ତ୍ରୀ ଜର୍ଜ ଗେରାପୋତ୍ରୋଟିସ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଥନସ ବିମାନବନ୍ଦରରେ ଭବ୍ୟ…

୯ ବର୍ଷ ପରେ ଆରମ୍ଭ ହେବ ରହସ୍ୟମୟ ‘ଛୋଟ ଅମରନାଥ ଯାତ୍ରା’ !

ନୂଆଦିଲ୍ଲୀ:  ଛୋଟ ଅମରନାଥ ଯାତ୍ରା ୨୦୨୩   ।  କାଶ୍ମୀର ବାନ୍ଦୀପୋରା ଜିଲ୍ଲାରେ ପ୍ରାୟ ୯ ବର୍ଷର ବ୍ୟବଧାନ ପରେ ଆରମ୍ଭ ହେବ  ଛୋଟ ଅମରନାଥ ଯାତ୍ରା  । ସେଥିପାଇଁ ଚାଲିଛି ଆୟୋଜନ। ଛୋଟ ଅମରନାଥ ଯାତ୍ରା ଅଗଷ୍ଟ ୩୧ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।   ଗୁମ୍ଫା ଭିତରେ ରହିଥିବା…

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା !

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେଉଛି। ନିର୍ବାଚନ ଜିତିବା ଲକ୍ଷରେ ସମସ୍ତ ଦଳର ନେତା। ରାଜ୍ୟରେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି ପରିପେକ୍ଷୀରେ ଅକ୍ଟୋବରର ଶେଷ ସପ୍ତାହରେ ରାହୁଲ ଗାନ୍ଧୀ…

ଅଧାବାଟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇଲେ, ଗାଡି ଉପରକୁ ପାଣିବୋତଲ, ଅଣ୍ଡାମାଡ କଲେ

ବ୍ରହ୍ମପୁର: ବ୍ରହ୍ମପୁରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧାବାଟରେ ଅଟକାଇଲେ ।  ଅଣ୍ଡା,  ପାଣିବୋତଲ ମାଡ କଲେ  । ଏମିତି ଭାବେ ଆଜି ପ୍ରଦୀପ ସମର୍ଥକ ଓ  ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି । ପରିସ୍ଥିତି ବିଷୟରେ ଜଣାଇ ମୁଖ୍ୟମନ୍ତ୍ରୀଙ୍କ…