Latest Odisha News

BREAKING NEWS

Browsing Category

ଫିଚର

ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ: ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ !

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।  ଏହାର ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିସ୍ତୃତ ବର୍ଷା ହୋଇପାରେ । ୭ ତାରିଖ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

ରାଗି ଯାଇ ଛାତ୍ରଙ୍କୁ ଶିକ୍ଷୟତ୍ରୀ କହିଲେ ‘ ତୁମେମାନେ ପାକିସ୍ତାନ କାହିଁକି ଯାଉନ’, ଏବେ ଅନ୍ୟତ୍ର ବଦଳି…

ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବାମୋଗା ସହରର ସରକାରୀ ଉର୍ଦ୍ଦୁ ସ୍କୁଲର ଜଣେ କନ୍ନଡ ଭାଷା ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଛି। ଷଷ୍ଠ ଶ୍ରେଣୀର ତିନିରୁ ଚାରି ଜଣ ଛାତ୍ରଙ୍କୁ ରାଗିଯାଇ 'ତୁମେମାନେ କାହିଁକି ପାକିସ୍ତାନ ଯାଉନ' କହିବାରୁ ତାଙ୍କୁ ବଦଳି କରାଯାଇଛି। ଶିକ୍ଷୟତ୍ରୀ ଜଣଙ୍କ ପାଠ…

ଭିନ୍ନ ଭିନ୍ନ ଘଟଣାରେ ଦୁଇ ଝିଅଙ୍କର ମୃତ୍ୟୁ

କଟକ: ସିଡିଏ ସେକ୍ଟର-୬ରେ ମଙ୍ଗଳବାର ବିଦ୍ୟୁତ ଆଘାତରେ ଜଣେ ଯୁବତୀ (୨୦)ଙ୍କ ମୃତ୍ୟୁ ଘଟିଛି। ମୃତ କଣ୍ଢେଇ ଦାସଙ୍କ ଘର ସ୍ଥାନୀୟ ହେରଣପୁର ବସ୍ତିରେ। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଖୁଦୁରୁକୁଣୀ ଓଷା ଅବସରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଯୁବତୀ ଜଣକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ…

ଚାକିରି କରାଇଦେବା ନାଁରେ ୫୩ ଲକ୍ଷ ଟଙ୍କାର ଠକେଇ, ଯୁବତୀଙ୍କ ସମେତ ୬ ଜଣ ଗିରଫ

କଟକ: ଚାକିରି କରାଇଦେବା ନାଁରେ ଠକେଇ। ପରୀକ୍ଷାର୍ଥୀଙ୍କଠାରୁ ପ୍ରାୟ ୫୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ଯୁବତୀଙ୍କ ସମେତ ଜାଲ ଚାକିରି ନିଯୁକ୍ତି ଗ୍ୟାଙ୍ଗର ୬ ଜଣ ସଦସ୍ୟ ଗିରଫ। ରବିବାର କଟକରୁ କମିସନରେଟ୍ ପୁଲିସ ଏହି ଠକେଇ ଗ୍ୟାଙ୍ଗକୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତର ନାଁ…

ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ

ପୁରୀ: ଆଜି (ସୋମବାର) ଶ୍ରୀମନ୍ଦିରରେ ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଭାଇ-ଭଉଣୀଙ୍କ 'ରାହୁରେଖା ଲାଗି' ନୀତି ଅନୁଷ୍ଠିତ ହେଉଥିବାରୁ ଜଗନ୍ନାଥ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, 'ରାହୁରେଖା ଲାଗି' ଦେବଦେବୀଙ୍କ…

ଅବଗତ ନକରାଇ ଭିନ୍ନକ୍ଷମ ଯୁବତୀଙ୍କ ବନ୍ଧ୍ୟାକରଣ, ଓଡ଼ିଶା ସରକାରଙ୍କୁ ଜବାବ ମାଗିଲେ ଏନଏଚଆରସି

ଭୁବନେଶ୍ୱର: ଜଣେ ଆଦିବାସୀ ଯୁବତୀଙ୍କ ବିନା ଅନୁମତିରେ କାହିଁକି ବନ୍ଧ୍ୟାକରଣ କରାଗଲା ସେ ନେଇ ଜାତୀୟ ମାନବାଧିକାର କମିସନ ଓଡ଼ିଶା ସରକାରଙ୍କୁ ଜବାବ ମାଗିଛନ୍ତି। ଅବିବାହିତ ଓ ଭିନ୍ନକ୍ଷମ (ବାକ୍ ବିକୃତି) ଥିବା ଏହି ଯୁବତୀଙ୍କୁ ମାଲକାନଗିରି ଜିଲ୍ଲାର ଏକ ଡାକ୍ତରଖାନାରେ ବନ୍ଧ୍ୟାକରଣ…

କ୍ରମାଗତ ତୃତୀୟ ଥର ପାଇଁ ଭୁବନେଶ୍ୱର କ୍ଲବର ସଭାପତି ଭାବେ ଅସିତ ତ୍ରିପାଠୀ ନିର୍ବାଚିତ

ଭୁବନେଶ୍ୱର:ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅସିତ କୁମାର ତ୍ରିପାଠୀ କ୍ରମାଗତ ତୃତୀୟ ଥର ପାଇଁ ଭୁବନେଶ୍ୱର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୧୧୩୬ ଖଣ୍ଡ ଭୋଟ ମଧ୍ୟରୁ ୯୨୧ ଖଣ୍ଡ ଭୋଟ ପାଇ ତପେଶ ରାୟଙ୍କୁ ସିଧାସଳଖ ମୁକାବିଲାରେ ପରାସ୍ତ କରିଛନ୍ତି। ଶ୍ରୀ ରାୟ ୨୦୭ ଖଣ୍ଡ ଭୋଟ…

୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମୂର୍ତ୍ତି ଚୋରି, ଦୁଇ ଜଣଙ୍କୁ ଓଡ଼ିଶାରୁ ଗରିଫ କଲା ସୁରଟ ପୋଲିସ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ଗୁଜରାଟ ସୁରଟରେ ଥିବା ପିପିଲୋଡ଼ଠାରେ ଏକ ନିର୍ମାଣାଧୀନ ଜୈନ ମନ୍ଦିରରୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମୂର୍ତ୍ତି ଚୋରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ସୁରଟ ପୋଲିସ ଗିରଫ କରିଛି। ଗିରଫ ଯୁବକଙ୍କ ନାଁ ଚନ୍ଦନ ମଲ୍ଲିକ ଅନ୍ୟ ଜଣେ ନାବାଳକ। ଏକ…

ସ୍ବାମୀର ମୃତ୍ୟୁ ସହିନପାରି ବିଦ୍ୟୁତ ତାର ଧରି ସ୍ତ୍ରୀର ଆତ୍ମହତ୍ୟା

ଖୋର୍ଦ୍ଧା: ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁର କିଛି ସମୟ ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବାଣିଟାଙ୍ଗି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଘରେ ସ୍ୱାମୀଙ୍କ ଝୁଲନ୍ତା ମୃତଦେହ…

ରାଜ୍ୟ କାର୍ଯ୍ୟାଳୟରେ ‘କୋର କମିଟି’ ବୈଠକ, ଆଗାମୀ ନିର୍ବାଚନ ପାଇଁ ବିଜେପିର ରୋଡମ୍ୟାପ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ୨୦୨୪ ନିର୍ବାଚନ ରଣନୀତି ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା। ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରୋଡମ୍ୟାପ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ବର୍ଷର…