Latest Odisha News

BREAKING NEWS

Browsing Category

ଫିଚର

ବିଷ୍ନୁଙ୍କ ମାଡ଼ରେ ଅର୍ଜୁନଙ୍କ ମୃତ୍ୟୁ, ଆଶ୍ରମରେ ପୋଲିସ ଟିମ୍

ପୁରୀ: ବାସେଲସାହି ଲୋକନାଥ ରୋଡରେ ଥିବା ଗୁରୁକୃପା ଆଶ୍ରମରେ ଅନ୍ୟ ଜଣେ ବାବାଙ୍କୁ କାଠ ଫାଳିଆରେ ଆକ୍ରମଣ କରିବା ଅଭିଯୋଗରେ ଶନିବାର ଜଣେ ଆତ୍ମଘୋଷିତ ବାବାଙ୍କୁ ଅଟକ ରଖିଛି ପୋଲିସ। ମୃତକ ହେଲେ ପଡୋଶୀ ପଶ୍ଚିମବଙ୍ଗର ଅର୍ଜୁନ ଦାସ। ପ୍ରାଥମିକ ସୂଚନା ଅନୁସାରେ ବିଷ୍ଣୁ ଦାସ ନାମକ ଏହି…

ଭୁଲରେ ବି ଘରର ଛାତ ଉପରେ ରଖନ୍ତୁ ନାହିଁ ଏହି ଜିନିଷ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁଖ ଓ ଶାନ୍ତିରେ ରହିବାକୁ କିଏ ବା ନ ଚାହେଁ । କିନ୍ତୁ ଅନେକ ସମୟରେ ପରିବାରରେ ଅଯଥା ଆର୍ଥିକ କ୍ଷତି ସହ କଳିଝଗଡ଼ା ଲାଗି ରହିଥାଏ । ଏହିସବୁ ପରିସ୍ଥିତି ବାସ୍ତୁ ନିୟମକୁ ନ ମାନିବା ଦ୍ଵାରା ହୋଇଥାଏ। ତେବେ ଘର ନିର୍ମାଣ ଓ ସାଜସଜ୍ଜା ସମୟରେ ବାସ୍ତୁ ନିୟମକୁ ଅନୁସରଣ…

ଆପଣଙ୍କ ଶରୀରରେ ଭିଟାମିନ B12ର ମାତ୍ରା କମ୍ ଅଛି କି? ତେବେ ସେବନ କରନ୍ତୁ ଏହି ସାବୁ ଖାଦ୍ୟ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭିଟାମିନ B12 ଶରୀରରେ ରେଡ ବ୍ଲଡ଼ ସେଲ୍ କୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ ଓ ଶରୀରରେ ଟିସୁର ରିପେଆର କରିବାରେ ମୁଖ୍ୟ ରୂପ ଗ୍ରହଣ କରିଥାଏ । ଯଦି ଆପଣଙ୍କ ଶରୀରରେ ଉଚିତ ମାତ୍ରାରେ ଭିଟାମିନ B12 ନାହିଁ, ତେବେ ଏହା ଏନିମିଆ ହେବାର ଆଶଙ୍କା ସୃଷ୍ଟି କରିଥାଏ ।…

ବର୍ଷକରେ ୮ ମାସ ଯାଏଁ ପାଣିରେ ବୁଡିକି ରହିଥାଏ ଏହି ରହସ୍ୟମୟ ମନ୍ଦିର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଦେଶ ଭାରତରେ ଏଭଳି ଅନେକ ମନ୍ଦିର ରହିଛି ଯାହାର ପଛରେ ରହସ୍ୟ ଲୁଚି ହୋଇ ରହିଛି। ପ୍ରାୟତଃ ଅନେକ ମନ୍ଦିରର ନିର୍ମାଣ ଶୈଳୀକୁ ଦେଖିଲେ ଏବେ ବି ଆଶ୍ଚର୍ଯ୍ୟ ଲାଗେ। ଦୁନିଆରେ ଏମିତି ଅନେକ ଅଦ୍ଭୁତ ପୂର୍ବ ମନ୍ଦିର ରହିଛି ଯାହାର ବାସ୍ତୁକଳା ଆଦିକୁ ଧ୍ୟାନ ଦେଲେ ଏହାକୁ…

ଦେଢ ବର୍ଷେ ହେବ ନିଖୋଜ ରହିବା ପରେ ଯୁବକ ଉଦ୍ଧାର, କହିଲେ ସ୍ତ୍ରୀ ଭୟରେ ଘରୁ ପଳାଇ ଆସିଥିଲେ

ଥିରୁଅନନ୍ତପୁରମ: ଦେଢ଼ ବର୍ଷ ତଳେ କେରଳର ପଥନମଥିଟ୍ଟା ଜିଲ୍ଲାର ଏକ ଭଡ଼ା ଘରୁ ନିଖୋଜ ହୋଇଯାଇଥିବା ଜଣେ ୩୪ ବର୍ଷୀୟ ବ୍ୟକ୍ତିଙ୍କୁ ଇଡୁକ୍କି ଜିଲ୍ଲାର ଥୋଡୁପୁଝା ନିକଟସ୍ଥ ଏକ ଗାଁରେ ଠାବ କରାଯାଇଛି ବୋଲି ପୁଲିସ କହିଛି। ଯୁବକ ଜଣଙ୍କ ନିଖୋଜ ମାମଲାରେ ତାଙ୍କ ୨୫ ବର୍ଷୀୟ ପତ୍ନୀ ଆଫସାନାଙ୍କୁ…

ଝିଅ ବିବାହ ପ୍ରସ୍ତାବରେ ରାଜି ନହେବାରୁ ଲୁହା ରଡରେ ପିଟି ହତ୍ୟା

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳରେ ଶୁକ୍ରବାର ଜଣେ 23 ବର୍ଷୀୟ ଯୁବତୀ ଏକ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ତାଙ୍କୁ ଜଣେ ବ୍ୟକ୍ତି ଲୁହା ରଡରେ ଭୁଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏବଂ ଅଭିଯୁକ୍ତମାନେ ପ୍ରଥମ ସମ୍ପର୍କୀୟ ଭାଇ ଥିଲେ ଏବଂ ସେମାନଙ୍କ…

କୋଲକାତାରେ ‘ଆଦିତ୍ୟନାଥଙ୍କ ବୁଲଡୋଜର’: ଟିଏମସି-ବିଜେପି ମୁହାଁମୁହିଁ

କୋଲକାତା: କୋଲକାତାରେ ଅବୈଧ ନିର୍ମାଣକୁ ନେଇ ଆଗତ ଏକ ମାମଲାର ବିଚାର କରି ଜଷ୍ଟିସ ଅଭିଜିତ ଗାଙ୍ଗୁଲି କହିଛନ୍ତି, କୋଲକାତା ନିଗର ନିଗମ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ ବୁଲଡୋଜର ଉଧାର ସୂତ୍ରରେ ଆଣି ପାରିବେ । ଜଷ୍ଟିସଙ୍କର ଏହି କଥାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି । ଏହାକୁ…

ଅଞ୍ଜୁ ପରେ ଭାଇରାଲ ହେଲା ସୀମା ହାଇଦରର ଭିଡିଓ: ଲୋକେ କହିଲେ ‘ଗଦର-୨’

ନୂଆଦିଲ୍ଲୀ: ଅଞ୍ଜୁ ପରେ ଭାଇରାଲ ସୀମା ହାଇଦରଙ୍କ ଭିଡିଓ । ଗଦର ୨ ରିଲିଜ ହେବା ପୂର୍ବରୁ ଲୋକେ ପାକିସ୍ତାନ ମହିଳା ଏବଂ ହିନ୍ଦୁ ଯୁବକଙ୍କ ରିଅଲ ଲଭ ଷ୍ଟୋରି ଦେଖିବାକୁ ପାଇଛନ୍ତି । ନଏଡାର ସଚିନ ମୀଣା ଏବଂ ତାଙ୍କର ପାକିସ୍ତାନୀ ପ୍ରେମିକା ସୀମା ହାଇଦରଙ୍କ ସମସ୍ୟା ଦିନକୁ ଦିନ ବଢିବାରେ…

ସାମ୍ବାଦିକ ସମ୍ମିଳନୀ ବେଳେ ସିନେ ଇଣ୍ଡଷ୍ଟ୍ରିର ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱରରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଯୋଜକଙ୍କ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାରୁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ପୋଲିସ ଆସି ମଧ୍ୟସ୍ଥି କରିବା ପରେ ସ୍ଥିତି…

‘ଅଣ ଓଡ଼ିଆ ବିଭିନ୍ନ ପ୍ଲଟ କିଣିବାରେ ବ୍ୟସ୍ତ, ରାଜ୍ୟର ଚାଷୀ କୁଆଡେ ଯିବେ?’

ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ପ୍ରଶ୍ନ କରିଛନ୍ତି ଯେ ଜଣେ ଅଣଓଡ଼ିଆ ବ୍ୟକ୍ତି ଉଚ୍ଚ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହାୟତାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜମି କିଣୁଛନ୍ତି। ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସାଂସଦ ଟ୍ୱିଟ୍ କରି ଲେଖିଛନ୍ତି, ଭୁବନେଶ୍ୱରର ବିଭିନ୍ନ…