Latest Odisha News

BREAKING NEWS

Browsing Category

ଫିଚର

ରାହୁଲଙ୍କ ଗ୍ୟାରେଣ୍ଟି, ‘ବିଜେପିକୁ ହରାଇଦେଵ କଂଗ୍ରେସ’

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ପ୍ରକାର ସର୍ଭେ ପଦାକୁ ଆସୁଛି। ଏନଡିଏ ନା ଇଣ୍ଡିଆ କିଏ ଜିତିବ ତାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ବାହାରକୁ ଆସୁଛି। ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ୨୦୨୪…

ନୌସେନାର ବଢ଼ିବ ଶକ୍ତି, ୫ଟି ଫ୍ଲିଟ୍ ସପୋର୍ଟ ଜାହାଜ ପାଇଁ ଏଚଏସଏଲ୍ ସହ ୧୯ ହଜାର କୋଟିର ଚୁକ୍ତି

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ପ୍ରୋତ୍ସାହନ। ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି (ଅଗଷ୍ଟ ୨୫, ୨୦୨୩) ଭାରତୀୟ ନୌସେନା ପାଇଁ ପାଞ୍ଚଟି ଫ୍ଲିଟ୍ ସପୋର୍ଟ ଜାହାଜ (FSS) ଅଧିଗ୍ରହଣ ପାଇଁ ବିଶାଖାପାଟନମ୍ ହିନ୍ଦୁସ୍ତାନ ସିପିୟାର୍ଡ ଲିମିଟେଡ୍ (HSL) ସହିତ ୧୯,୦୦୦…

୫୦ କେଜିର ଗଞ୍ଜେଇ ଜବତ ସହ ଜଣେ ଗିରଫ, କୋଲକାତାକୁ ହେଉଥିଲା ଚାଲାଣ

ଯାଜପୁର: ଦିନକୁ ଦିନ ବଢିଚାଲିଛି ଗଞ୍ଜେଇ କାରବାର। ଯାଜପୁରରୁ କୋଲକାତା ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ୫୦ କେଜିର ଗଞ୍ଜେଇ ଜବତ ସହ ଜଣେ ଗିରଫ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବା ବୋଲି କୁହାଯାଉଛି। ସୂଚନା ଅନୁସାରେ କୁଆଖିଆ ଛକରୁ…

ଭାରତୀୟ କ୍ରିକେଟ ଦଳର ଘରୋଇ ମ୍ୟାଚ ପାଇଁ ଟାଇଟଲ ରାଇଟ୍ସ ହାତେଇଲା ଆଇଡିଏଫସି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଘରୋଇ ମ୍ୟାଚ ପାଇଁ ଟାଇଟଲ ରାଇଟ୍ସ ହାତେଇବାରେ ଆଇଡିଏଫସି ସଫଳ ହୋଇଛି । ଏହି ଚୁକ୍ତି ପରେ ବିସିସିଆଇକୁ ପ୍ରତ୍ୟେକ ମ୍ୟାଚ ପାଇଁ ଆଇଡିଏଫସି ପକ୍ଷରୁ ୪.୨ କୋଟି ଟଙ୍କା ପ୍ରଦାନ କରାଯିବ । ଏହା ପୂର୍ବରୁ ଟାଇଟଲ ରାଇଟ୍ସ ମାଷ୍ଟରକାର୍ଡ ପାଖରେ ଥିଲା । ଏବେ…

ନୀରଜ, ମନୁଙ୍କ ସହ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ଫାଇନାଲକୁ ଉନ୍ନୀତ ହେଲେ ଓଡିଶାର କିଶୋର

ନୂଆଦିଲ୍ଲୀ: ଓଡିଶା ଆଥଲେଟ କିଶୋର କୁମାର ଜେନା, ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରାଙ୍କ ସହ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଅନ୍ୟ ଭାରତୀୟ ଭାବେ ଡିପି ମନୁ ପଦକ ଦୌଡରେ ସାମିଲ ହୋଇଛନ୍ତି । ଅଗଷ୍ଟ ୨୭ରେ ଫାଇନାଲ ମ୍ୟାଚ ଖେଳାଯିବ ।…

୨ ବର୍ଷ ହେଲାଣି ଦୁନିଆ ଭ୍ରମଣ କରୁଛନ୍ତିି ଯୁବତୀ , ତାହା ପୁଣି ବିନା ଟିକେଟ୍‌ରେ

ଲଣ୍ଡନ: ସାଧାରଣତଃ ଅଧିକାଂଶ ଲୋକ ଭିନ୍ନ ଭିନ୍ନ ସ୍ଥାନ ବୁଲିବା ଓ ସେଠାକାର ପରମ୍ପରା, ସଂସ୍କୃତି, ଚାଲିଚଳନ ଜାଣିବାରେ ଆଗ୍ରହ ର୍‌ଖିଥାନ୍ତି । କିନ୍ତୁ ଆଉ କିଛି ଲୋକ ଆର୍ଥିକ ଅବସ୍ଥା ଯୋଗୁ ନିଜ ଇଛାକୁ ମନ ଭିତରେ ମାରିବାକୁ ବାଧ୍ୟ ହୋଇଥାନ୍ତି । ସେହିପରି ଆଉ କିଛି ଲୋକ ଅଛନ୍ତି,…

ଜୁଆ ଖେଳର ପ୍ରତ୍ୟକ୍ଷ ଓ ପରୋକ୍ଷ ବିଜ୍ଞାପନକୁ ଅନୁମତି ନଦେବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପରାମର୍ଶ

ନୂଆଦିଲ୍ଲୀ: ଆଗକୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ଲୋକେ ବେଟିଂ କରନ୍ତି। ଏହାକୁ ରୋକ ଲଗାଇବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ଆଜି ଗଣମାଧ୍ୟମ ସଂସ୍ଥା, ଅନଲାଇନ୍…

ସଂସଦ ଭବନରେ ତିନି ଦିନ ଚାଲିବ ‘ଗଦର ୨’

ନୂଆଦିଲ୍ଲୀ:  ସଂସଦରେ ଦେଖାଯିବ ସିନେମା  । ଭାରତ ଇତିହାସରେ ଏହା ପ୍ରଥମ ଥର ହେବାକୁ ଯାଉଛି। ବଲିଉଡ୍ ଅଭିନେତା ସନ୍ନି ଦେୱଲ୍‌ ଓ ଅମିଷା ପଟେଲ୍‌ ଅଭିନୀତ ସିନେମା ‘ଗଦର ୨’ ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରିଚାଲିଛି। ସାହାରୁକ୍ ଖାନ୍ ଅଭିନୀତ ‘ପଠାନ୍‌’ ସିନେମା ପରେ ୨୦୨୩ର ଦ୍ୱିତୀୟ…

ପ୍ରଧାନମନ୍ତ୍ରୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କଲେ ଗ୍ରୀସ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଗ୍ରୀସ୍ ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କରିଛନ୍ତି। ଅର୍ଡର ଅଫ୍ ଅନର ୧୯୭୫ ମସିହାରେ ସ୍ଥାପିତ ହୋଇଥିଲା। ତାରାର ସମ୍ମୁଖ ପାର୍ଶ୍ୱରେ ଦେବୀ ଏଥେନାଙ୍କ ମୁଣ୍ଡକୁ "କେବଳ…

ସାଂଘାତିକ ତଥ୍ୟ ଦେଲେ ସାଂସଦ: “ପାଣ୍ଡିଆନ ପ୍ରୋଜେକ୍ଟ” ପାଇଁ ତାମିଲ ମହିଳା କରୁଛନ୍ତି ଜମି ହଡପ

ଭୁବନେଶ୍ୱର: ସରକାରୀ ଅନାବାଦୀ ଜମି ଜବରଦଖଲ କରିନେଲେ । ଏଥିସହିତ ଛୋଟ ଜଙ୍ଗଲ ଜମି, ଗରିବ, ଅସହାୟଙ୍କ ଜମିକୁ ବି ଜବରଦଖଲ କରିନେଲେ । ଏହି ଜମିକୁ ନିଜ କବ୍ଜାକୁ ନେଇ ତାରବାଡ ଘେରାଇ ଦେଲେ । ଖାଲି ସେତିକି ନୁହେଁ,  ତାରବାଡ ଘେରାଇ ରାସ୍ତା ଅବରୋଧ କରିଦେଲେ । ଫଳରେ ଘରୋଇ ଜମି ମାଲିକମାନେ…