Latest Odisha News

BREAKING NEWS

Browsing Category

ଫିଚର

ସିମ୍ ବିକିବାକୁ ହେଲେ ପୋଲିସଠୁ ଅନୁମତି ନେବା ଆବଶ୍ୟକ: ଅଶ୍ୱିନୀ ବୈଷ୍ନବ

ନୂଆଦିଲ୍ଲୀ: ସାଇବର ଠକେଇ ବଢିଚାଲିବା ପଛରେ ବେଆଇନ୍ ସିମ୍ କାରବାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହାକୁ ନଜରରେ କେନ୍ଦ୍ର ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ସିମ୍ ବିକ୍ରି କରୁଥିବା ଡିଲରଙ୍କୁ ଉତ୍ତରଦାୟୀ କରିବାକୁ ଯାଇ ଏଣିକି ସିମ୍ କାର୍ଡ ଯଦି ବିକ୍ରି କରିବେ ତାହେଲେ ସେମାନେ…

ସରକାରଙ୍କୁ ବିଜୁଳି ବୋଝ ଚିନ୍ତା, ବଦଳିବ ପୁରୁଣା ଫ୍ୟାନ ଓ ଏସି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଘାରିଛି ବିଜୁଳି ବୋଝ ଚିନ୍ତା। ୫ ବର୍ଷରୁ ଅଧିକ ହୋଇଥିବା ଫ୍ୟାନ ଓ ଏସି ବଦଳାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସମସ୍ତ ସରକାରୀ କୋଠାରେ ଏପରି ପରିବର୍ତ୍ତନ କରି ରାଜ୍ୟ ସରକାର ବିଜୁଳି ସଂରକ୍ଷଣ ସହିତ ଅପଚୟକୁ ରୋକିବାକୁ ପ୍ରୟାସ କରିଛନ୍ତି।…

ମଧ୍ୟପ୍ରଦେଶ ନିର୍ବାଚନରେ ଆପ କରିବ ଖେଳ, କାହାକୁ ହେବ କାଳ?

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦେଶର ପ୍ରମୁଖ ଦଳଗୁଡିକ ମଧ୍ୟପ୍ରଦେଶ ଉପରେ ଅଧିକ ଫୋକସ କରୁଛନ୍ତି। ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢେଇ ହେବ। କିନ୍ତୁ ଏ ଭିତରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଆକ୍ଟିଭ ହୋଇ ନିର୍ବାଚନ ପ୍ରସ୍ତୁତିରେ ଲାଗି…

ଲଦାଖ ଗଲେ ରାହୁଲ, ଆଗକୁ ୟୁରୋପ ଯିବେ, ପୁଣି କିଛି କହି ଖେଳ କରିବେ!

ଭୁବନେଶ୍ୱର: ନିଜର ରାଜନୈତିକ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତ୍ୟେକ ଦିନ ବ୍ୟବଧାନରେ ଦେଶର କୌଣସି ନା କୌଣସି କୋଣରେ ପହଂଚୁଛନ୍ତି। ବିଭିନ୍ନ ବର୍ଗର ଲୋକଙ୍କ ସହ ମିସୁଛନ୍ତି। ଭାରତ ଯୋଡୋ ଯାତ୍ରା ପରଠାରୁ ଏହା ବ୍ୟାପକ ହେବାରେ ଲାଗିଛି। ଏହି…

ମାହାଙ୍ଗା ନାବାଳିକା ମୃତ୍ୟୁ, ବିଜେଡିରୁ ନିଲମ୍ବିତ ହେଲେ ଶରତ ନାୟକ

କଟକ: ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ମାମଲାରେ ବିବାଦ ଘେରକୁ ଆସିଥିବା ବିଜେଡି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ ଦଳରୁ ନିଲମ୍ବିତ ହୋଇଛନ୍ତି। କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି। ପୋଲିସ…

ବର୍ଷାରେ ଭିଜି ରାଜଧାନୀ ରାଜରାସ୍ତାରେ ଶିକ୍ଷକଙ୍କ ଆନ୍ଦୋଳନ

ଭୁବନେଶ୍ୱର: ସମାନ କାମକୁ ସମାନ ଦରମା ଦାବି। ୧୦ ହଜାରରୁ ଅଧିକ ଶିକ୍ଷକ ରାଜଧାନୀରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପେନସନ, ଗ୍ରାଚ୍ୟୁଇଟି, ଓ ସେମାନଙ୍କ ଚାକିରି ସର୍ତ୍ତାବଳୀରେ ପରିବର୍ତ୍ତନ ଦାବିରେ ଲୋୟର ପିଏମଜିରେ ବିଶାଳ ରାଲି କରୁଛନ୍ତି। ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଏହି ଶିକ୍ଷକ…

ପ୍ରବଳ ବର୍ଷାରେ ଭୁଶୁଡି ପଡ଼ିଲା ଦୁଇ ମହଲା କୋଠା

ସମ୍ବଲପୁର: ଗୁରୁବାର ପ୍ରବଳ ବର୍ଷା ଯୋଗୁଁ ଏକ ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିଛି। ସମ୍ବଲପୁର ସହରରେ ଥିବା ଏହି ଦୁଇ ମହଲା କୋଠା ଯଦିଓ ପୁରୁଣା ଥିଲା କିନ୍ତୁ କୋଠା ଭୁଶୁଡିବାରୁ କାହାରି ପ୍ରାଣହାନୀ ହୋଇନାହିଁ। ମିଳିଥିବା ସୂଚନା ଅନୁସାରେ ଦୀର୍ଘ ସମୟ ଧରି ଏହି କୋଠାକୁ କେହି ବ୍ୟବହାର…

ଆଫଗାନିସ୍ତାନରେ ସମସ୍ତ ରାଜନୈତିକ ଦଳର ମାନ୍ୟତା ରଦ୍ଦ

କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନ କ୍ଷମତାରେ ରହିଛି । ପୂର୍ବରୁ ଗଣତନ୍ତ୍ରର ହତ୍ୟା ହୋଇଥିବା କୁହାଯାଉଥିବା ବେଳେ ଆଜି ବିଧିବଦ୍ଧ ଭାବେ ଏହା ଶେଷ ହୋଇଛି । ଦେଶରେ ଥିବା ସମସ୍ତ ୭୩ ପଂଜିକୃତ ରାଜନୈତିକ ଦଳର ମାନ୍ୟତା ରଦ୍ଦ କରାଯାଇଛି । ଆଇନ ମନ୍ତ୍ରୀ ଅବଦୁଲ ହକିମ ଶେରାଇ ଏହା ଘୋଷଣା…

ଘର ଛାତ ଉପରୁ ୧୪ ଫୁଟର ଅହିରାଜ ସାପ ଉଦ୍ଧାର

ଢେଙ୍କାନାଳ: ଘର ଛାତ ଉପରୁ ଏକ ୧୪ ଫୁଟ ଲମ୍ବର ଅହିରାଜ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା କପିଳାସ ବନ ବିଭାଗ ରେଞ୍ଜ ଅନ୍ତର୍ଗତ ଦହିମାଳା ଶବର ସାହି ଅଞ୍ଚଳରେ ଥିବା କମଳା ଦେହୁରୀଙ୍କ ବାସଭବନର ଆଜବେଷ୍ଟସ ଛାତ ଉପରେ ଏହି ଅହିରାଜ ସାପକୁ ଦେଖିବାକୁ ମିଳିଥିଲା। ଖବର ପାଇ ବଣୟାକ ଫାଉଣ୍ଡେସନର…

ଅଭିଭାବକ ଆସିଲେନି, ପିଲାଙ୍କୁ ବର୍ଷାରେ ଛିଡା କରିଦେଲେ ସ୍କୁଲ କର୍ତ୍ତୃପକ୍ଷ

ବୌଦ୍ଧ: ଅଭିଭାବକ ସ୍କୁଲ ବୈଠକକୁ ଆସିଲେନି ତେଣୁ ସେମାନଙ୍କ ପିଲାଙ୍କୁ ଅର୍ଥାତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବର୍ଷାରେ ଛିଡା କରାଇ ଦେଇଛନ୍ତି। ଏଭଳି ଏକ ଘଟଣାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମିଳିଥିବା…