Latest Odisha News

BREAKING NEWS

Browsing Category

ଫିଚର

କ୍ରେଡିଟ୍ କାର୍ଡ ଜରିଆରେ ଠକୁଥିଲା କୁଖ୍ୟାତ ଠକ, ୩୩ ଲକ୍ଷ ଟଙ୍କା ଲୁଟି ଇଞ୍ଜିନିୟର ଗିରଫ

ଭୁବନେଶ୍ୱର: କ୍ରେଡିଟ୍‌ କାର୍ଡ ଜରିଆରେ ସାଙ୍ଗମାନଙ୍କୁ ଠକୁଥିଲା କୁଖ୍ୟାତ ଠକ। ୩୩ ଲକ୍ଷ ଟଙ୍କା ଚୂନ ଲଗାଇଥିବା କମ୍ପ୍ୟୁଟର ଇଞ୍ଜିନିୟରକୁ ଗିରଫ କଲା କମିଶନରେଟ୍ ପୋଲିସ। ଗିରଫ ଅଭିଯୁକ୍ତ ହେଲା ଯାଜପୁର ବ୍ୟାସନଗର ଅଞ୍ଚଳର ଦୁଷ୍ମନ୍ତ ରାଉତ। ସାଙ୍ଗମାନଙ୍କ କ୍ରେଡିଟ୍‌ କାର୍ଡରୁ ଟଙ୍କା…

ଅନନ୍ୟ ମନ୍ଦିର: ଯେଉଁଠି ପୂଜା ପାଉଛନ୍ତି ଦୁଇ ଆତ୍ମା, କରୁଛନ୍ତି ଲୋକଙ୍କ ମାନସିକ ପୂରଣ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାର ମାନିଆ ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ପ୍ରାଚୀନ ମନ୍ଦିର ରହିିଛି । ବର୍ତ୍ତମାନ ଏହି ମନ୍ଦିର ଲୋକଙ୍କ ପାଇଁ ବିଶ୍ୱାସର କେନ୍ଦ୍ରବିନ୍ଦୁ ପାଲଟିଛି । ଆମେ ପ୍ରସିଦ୍ଧ ନାଉକା ବାବାଙ୍କ ମନ୍ଦିର ବିଷୟରେ କହୁଛୁ । ଭକ୍ତମାନେ ଏଠାରେ ଯାହା ମାନସିକ…

ବଢ଼ୁଛି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡ୍ରିମ୍ ଗାର୍ଲ ୨’ର କ୍ରେଜ୍, ଚାଲିଛି ଫିଲ୍ମର ଆଡଭାନ୍ସ ବୁକିଂ

ମୁମ୍ବାଇ: ଗଦର୍-୨, ଓଃ ମାଇଁ ଗଡ୍-୨ ଓ ଜେଲର୍ ସିନେମା ପରେ ପୁଣି ଜୋରଦାର ଚର୍ଚ୍ଚା ଭିତରେ ରହିଛି ସେମିତି ଆଉ ଏକ ସିନେମା ‘ଡ୍ରିମ୍ ଗାର୍ଲ ୨’। ବହୁ ପ୍ରତୀକ୍ଷିତ ହାସ୍ୟରସାତ୍ମକ ହିନ୍ଦୀ ସିନେମା ‘ଡ୍ରିମ୍ ଗାର୍ଲ ୨’ ଆସନ୍ତା ୨୫ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ପୂର୍ବରୁ ଏହାର…

ଶ୍ରୀମନ୍ଦିରରେ ଅକ୍ଟୋବର ସୁଦ୍ଧା ଦିବ୍ୟାଙ୍ଗଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା-ସମୀକ୍ଷା ବୈଠକରେ ନିଷ୍ପତ୍ତି

ପୁରୀ: ଅକ୍ଟୋବର ସୁଦ୍ଧା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇ ଭକ୍ତଙ୍କ ପାଇଁ ବ୍ୟବହାର ଉପଯୋଗୀ କରାଯବ । ଶ୍ରୀମନ୍ଦିର ଚାରିଦ୍ଵାର ଭକ୍ତଙ୍କ ପାଇଁ ଖୋଲାଯିବ । ଅକ୍ଟୋବର ସୁଦ୍ଧା ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟରେ…

ନିଆରା ପରମ୍ପରା: କନ୍ୟା ହସିବା ପର୍ଯ୍ୟନ୍ତ ତାଙ୍କ ଉପରେ ବର ପକାନ୍ତି ବିଡ଼ା ବିଡ଼ା ନୋଟ

ନାଇଜେରିଆ: ଦୁନିଆରେ ବିଭିନ୍ନ ସ୍ଥାନରେ ବିବାହ ପରମ୍ପରା ଭିନ୍ନ ଭିନ୍ନ ହୋଇଥାଏ । ଏହି ପରମ୍ପରାକୁ ପିଢି ପରେ ପିଢି ମାନି ଆସିଥାନ୍ତି । କିନ୍ତୁ ନାଇଜେରିଆରେ ଆୟୋଜିତ ଏକ ବିବାହ ଉତ୍ସବର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ନିଆରା ପରମ୍ପରା ରହିଛି,…

ହେବ କି ଆଗୁଆ ନିର୍ବାଚନ ? ନେତାଙ୍କ ବୟାନକୁ ନେଇ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର: ଆଗୁଆ ନିର୍ବାଚନକୁ ନେଇ ବଢିଲା ରାଜନୈତିକ ତାତି । ରାଜ୍ୟ ବିଧାନସଭା ନର୍ବାଚନ ଆଗୁଆ ହେବାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ଏହାକୁ ବଳ ଯୋଗାଉଛି ନେତାଙ୍କ ବୟାନ । ଏବେ ତିନି ଦଳର ବିଧାୟକ, ସାଂସଦ ଅମର ଶତପଥୀ, ତାରା ପ୍ରସାଦ ବାହିନୀପତି ଏବଂ ପ୍ରତାପ ଷଡଙ୍ଗୀ ବୟାନ ଜାରି…

ଅଭୟ ପାଠକ ଓ ପୁଅ ଆକାଶ ବିରୋଧରେ ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର: ବଢ଼ିଲା ପୂର୍ବତନ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଅଡୁଆ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବରଖାସ୍ତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ବିରୋଧରେ ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ ବିଭାଗ। ତାଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ବି ଚାର୍ଜସିଟ ଦାଖଲ…

ଆମେରିକାରେ ଜନ୍ମ ହେଲା ଚିହ୍ନ ନ ଥିବା ଜିରାଫ

ନୂଆଦିଲ୍ଲୀ: ଆମେରିକାର ଟେନିସିରେ ଥିବା ଏକ ଚିଡିଆଖାନାରେ ବିନା ଚିହ୍ନ ଥିବା ଜିରାଫ ଜନ୍ମଗ୍ରହଣ କରିଛି । ପ୍ରାଣୀ ବିଶେଷଜ୍ଞଙ୍କ ମତରେ ଏ ପର୍ଯ୍ୟନ୍ତ ବିଶ୍ୱରେ କୌଣସିଠାରେ ବିନା ଗାର କିମ୍ବା ଚିହ୍ନ ନ ଥିବା ଜିରାଫ ସମ୍ମୁଖକୁ ଆସି ନ ଥିଲା । ସାଧାରଣତଃ ଜିରାଫ ଶରୀରରେ ଗାର କିମ୍ବା ଚିହ୍ନ…

ମୁଖ୍ୟମନ୍ତ୍ରୀ ଏସ୍‌‌ଆର୍‌‌ଆଇଏମ୍‌‌ ଯୋଜନା ଆରମ୍ଭ, ୧୦ ଲକ୍ଷ ଟଙ୍କା ଋଣ ଉପରେ ୧୦୦% ଅର୍ଥ ଫେରସ୍ତ

ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌‌ଏସ୍‌‌ଏମ୍‌‌ଇ) କ୍ଷେତ୍ରର ଆହୁରି ସମୃଦ୍ଧି ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି, ‘ଚିଫ୍‌‌ ମିନିଷ୍ଟର୍ସ ସ୍କିମ୍‌‌ ଫର୍ ରିମ୍ବର୍ସମେଣ୍ଟ ଅଫ୍‌‌ ଇଣ୍ଟ୍ରେଷ୍ଟ ଟୁ ଏମ୍‌‌ଏସ୍‌‌ଏମଇ (ସିଏମ୍‌‌-ଏସ୍‌‌ଆରଆଇଏମ୍‌‌) ଯୋଜନା।…

ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲା : ରାଜ୍ୟ ମୁଖ୍ୟାଳୟକୁ ବଦଳି ହେଲେ ଡିଆଇଜି ବ୍ରିଜେଶ ରାଏ

ଭୁବନେଶ୍ୱର: ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଫସିଲେ  ଆଇପିଏସ ବ୍ରିଜେଶ ରାଏ । ହୋମଗାର୍ଡଙ୍କ ଅଭିଯୋଗ ପରେ ହେଲା ଉତ୍ତର କେନ୍ଦ୍ରାଞ୍ଚଳ  ଡିଆଇଜିଙ୍କ ବଦଳି ।  ଅନୁଗୁଳର ଡିଆଇଜିରୁ ବ୍ରିଜେଶ ରାଏ ଆସିଲେ ରାଜ୍ୟ ପୋଲିସ ମୁଖ୍ୟାଳୟକୁ  ।  ଡିଆଇଜିଙ୍କ ଘରେ କାର୍ଯ୍ୟରତ ମହିଳା…