Latest Odisha News

BREAKING NEWS

Browsing Category

ଫିଚର

ଚିତ୍ରକୋଣ୍ଡାରେ ୩ଟି ବୃହତ ସେତୁ ନିର୍ମାଣ ପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ରୂପାନ୍ତର ପ୍ରକ୍ରିୟାରେ ଆସିବ ନୂଆ ଗତି। ସ୍ବାଭିମାନ ଅଞ୍ଚଳ ଏବେ ବିକାଶ ପଥରେ କରୁଛି ଦ୍ରୁତ ଅଗ୍ରଗତି। ଗୁରୁପ୍ରିୟା ସେତୁ ନିର୍ମାଣ ପରଠାରୁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଗମନାଗମନ, ବିଦ୍ୟୁତ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ,…

ବୁଧବାର ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩, କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇଲେ ଇସ୍ରୋ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବୁଧବାର ୨୩ ଅଗଷ୍ଟ ୨୦୨୩ ସନ୍ଧ୍ୟାରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂଗଠନ)ର ଅଧ୍ୟକ୍ଷ ତଥା ମହାକାଶ ବିଭାଗ ସଚିବ ଡ. ଏସ୍ ସୋମନାଥ ଆଜି ନୂଆଦିଲ୍ଲୀରେ ପହଞ୍ଚି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା,…

ବେକାବୁ ଡେଙ୍ଗୁ, ରାଜ୍ୟ ସରକାର ପଙ୍ଗୁ କହି ରାଜ୍ୟ ସରକାର ଓ ବିଏମସିକୁ ବିଜେପିର କଟାକ୍ଷ

ଭୁବନେଶ୍ୱର: “ଗଲି ଗଲି ମେ ଶୋର୍ ହୈ, ଡେଙ୍ଗୁ ବଡା ଜୋର୍ ହୈ”। ଦୁଃଖ ପରିତାପର ବିଷୟ ରାଜ୍ୟରେ ଡେଙ୍ଗୁ ରୋଗ “ନିୟନ୍ତ୍ରଣହୀନ” ହୋଇପଡିଥିବା ବେଳେ, ମୁକାବିଲାରେ ରାଜ୍ୟ ସରକାର “ପଙ୍ଗୁ” ହୋଇପଡିଛନ୍ତି ବୋଲି କହି ରାଜ୍ୟ ସରାକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲୀପ…

ମହିଳାଙ୍କ କୋଳରେ ବସି ମୟୂର କରୁଛି ବିମାନ ଯାତ୍ରା, ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହେଉଛି

ସାଧାରଣତଃ ପୋଷା କୁକୁର, ବିଲେଇକୁ କୋଳରେ ଧରି ଅନେକ ସମୟରେ ଲୋକେ ବିମାନ ଯାତ୍ରା କରିବାର ନଜିର ଅଛି । ଏହା ମଧ୍ୟ ଏକ ସାଧାରଣ କଥା ବୋଲି କୁହାଯାଇପାରେ । କିନ୍ତୁ ବିମାନରେ ପାଳିତ ମୟୁରକୁ କୋଳରେ ଧରି ଯାତ୍ରା କରିବା ହୁଏତ ଆମ ଭିତରୁ ଅନେକ ଦେଖି ନ ଥିବେ । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ…

ଗବେଷଣାରେ ଖୁଲାସା: ସ୍ମାର୍ଟ ୱାଚ ବ୍ରେସଲେଟ ତଳେ ରହୁଛି ପାଇଖାନାଠାରୁ ଅଧିକ ଜୀବାଣୁ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ପରେ ଏବେ ଯୁବ ପିଢ଼ୀଙ୍କୁ ସ୍ମାର୍ଟ ୱାଚ ବେଶ ଆକୃଷ୍ଟ କରୁଛି । ୧୦୦୦ ଟଙ୍କାରୁ ଏହା ଆରମ୍ଭ ହେଉଥିବାରୁ ସହଜରେ ସମସ୍ତେ କିଣି ପାରୁଛନ୍ତି । ତେବେ ଏହି ସ୍ମାର୍ଟୱାଚର ବ୍ରେସଲେଟକୁ ନେଇ ଏକ ଚାଂଚଲ୍ୟକର ଖୁଲାସା ହୋଇଛି । ଫ୍ଲୋରିଡା ଆଟଲାଂଟିକ ୟୁନିଭରସିଟି ଦ୍ୱାରା…

ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳିଲେ ବୃଦ୍ଧ ଦମ୍ପତ୍ତି: ଚଢିଲେ ସର୍ବୋଚ୍ଚ ପର୍ବତଶୃଙ୍ଗ

ନ୍ୟୁୟର୍କ: ଅଧିକାଂଶ ଲୋକ ନିଜ ବିବାହ ଓ ବିବାହ ବାର୍ଷିକୀକୁ ସ୍ମରଣୀୟ କରିବାକୁ ଚାହିଁଥାନ୍ତି । ଏଥିପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଚିନ୍ତାଧାରା ଆପଣାଇଥାନ୍ତି । କିନ୍ତୁ ନ୍ୟୁୟର୍କର ଏକ ବୃଦ୍ଧ ଦମ୍ପତି ସେମାନଙ୍କର ୬୬ ତମ ବିବାହ ବାର୍ଷିକୀକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଏହା…

ଆରପାରିରେ ଭାରତର ବୟୋଜ୍ୟେଷ୍ଠ ହାତୀ ବିଜୁଳି ପ୍ରସାଦ

ତେଜପୁର: ପଶୁପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର । ଭାରତର ବୟୋଜ୍ୟେଷ୍ଠ ପୋଷା ହାତୀ ବିଜୁଳି ପ୍ରସାଦ ଆର ପାରିକୁ ଚାଲିଯାଇଛି । ମୃତ୍ୟୁ ବେଳକୁ ବିଜୁଳି ପ୍ରସାଦକୁ ୮୯ ବର୍ଷ ହୋଇଥିଲା । ଆସାମର ସୋନିତପୁର ଜିଲ୍ଲାରେ ଦି ୱିଲିୟମସନ ମେଗର ଗ୍ରୁପର ଚା ବଗିଚାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲା । ଚା…

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ମଙ୍ଗଳବାର ଜୋହାନ୍ସବର୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୨-୨୪ ଯାଏ ଚାଲିବାକୁ ଥିବା ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ମଙ୍ଗଳବାର ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ବୈଦେଶିକ ସଚିବ ବିନୟ କ୍ୱାତ୍ରା…

୨୦୧୪ ପୂର୍ବରୁ ଦୁର୍ନୀତି ଓ ଲୁଟର ଯୁଗଥିଲା, ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ

ନୂଆଦିଲ୍ଲୀ: ୨୦୧୪ ପୂର୍ବରୁ ବିରୋଧୀ ଗରିବଙ୍କ ଅଧିକାରକୁ ଲୁଟୁଥିବା କହି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟାକ୍ଷ କରିଛନ୍ତି।୨୦୧୪ ମସିହା ପୂର୍ବର ସେହି ଦିନଗୁଡ଼ିକୁ ଦେଶବାସୀ ଭୁଲି ପାରୁନାହାନ୍ତି, ଯେଉଁ ଦିନଗୁଡ଼ିକରେ ବ୍ୟାପକ ଦୁର୍ନୀତି ହୋଇଥିଲା। ୨୦୧୪ ପୂର୍ବରୁ ଗରିବଙ୍କ ଅଧିକାର…

ବିବାଦ ସୃଷ୍ଟି କଲା ରାହୁଲଙ୍କୁ ନେଇ ଅଗରକରଙ୍କ ବୟାନ

ମୁମ୍ବାଇ: ଏସିଆ କପ ୨୦୨୩ ପାଇଁ ଭାରତୀୟ କ୍ରିକେଟ ଦଳର ଚୟନ ହୋଇସାରିଛି । ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ୧୭ଜଣିଆ ଦଳ ଚୟନ କରାଯାଇଛି । କେଏଲ ରାହୁଲ ଆଘାତ ସମସ୍ୟା ପରେ ଦଳକୁ ଫେରିଛନ୍ତି । ଅଗରକରଙ୍କ ବୟାନ ରାହୁଲ ସମ୍ପୂର୍ଣ୍ଣ ଫିଟ ହେବା ନେଇ ସଂଶୟ ସୃଷ୍ଟି କରିଛି ।…