Latest Odisha News

BREAKING NEWS

Browsing Category

ଫିଚର

ପୋଲିସକୁ ଆକ୍ରମଣ ଅଭିଯୋଗ, ମା-ଝିଅ ଗିରଫ

ସୋର: ରବିବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମରେ ଜଣେ ଘୋଷିତ ଅପରାଧୀର ପରିବାର ପୁଲିସ ଟିମ୍ ଉପରେ ଆକ୍ରମଣ କରିଥିଲା। ଏହି ଘଟଣାରେ ପୁଲିସ ଆଜି ଅଭିଯୁକ୍ତର ସ୍ତ୍ରୀ ଓ ଝିଅକୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ମଞ୍ଜୁଲତା…

ବଢ଼ିଲା ଗୋପାଳପୁର ବିଧାୟକଙ୍କ ଅଡ଼ୁଆ, ଠକେଇ ମାମଲାରେ ଦାଖଲ ହେଲା ଚାର୍ଜଫ୍ରେମ୍

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡ଼ୁଆ ବଢ଼ିଲା। ଚାକିରି ଜାଲିଆତି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୋଧରେ ଆଜି ସ୍ୱତନ୍ତ୍ର କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି। ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଏବଂ ଓଡ଼ିଶା କ୍ୟାଡରର…

ବୋହିଲାଣି ନିର୍ବାଚନୀ ହାଓ୍ୱା, ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ତିନି ଦଳ ଆରମ୍ଭ କଲେ ପ୍ରସ୍ତୁତି

ଭୁବନେଶ୍ୱର: ରାଜ୍ୟରେ ବୋହିଲାଣି ନିର୍ବାଚନୀ ହାଓ୍ୱା। ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ଓଡ଼ିଶାର ତିନି ପ୍ରମୁଖ ଦଳ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଯୁବ ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ସେତିକି ଜୋରଦାର ପ୍ରସ୍ତୁତି କରିବା ଆରମ୍ଭ କରିଛନ୍ତି।…

5-ଟିରେ ସାମିଲ ହେଲା ଖୋର୍ଦ୍ଧାର ୭୦ଟି ଯୁକ୍ତ ଦୁଇ ଓ ୩୮ଟି ଡିଗ୍ରୀ କଲେଜ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ୭୦ଟି ଯୁକ୍ତ ଦୁଇ ଓ ୩୮ଟି ଡିଗ୍ରୀ କଲେଜକୁ ଫାଇଭ-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଅନୁମୋଦନ। ଏଥିପାଇଁ ୬୬.୭୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।…

ଶିଖରଙ୍କ ପାଇଁ ବନ୍ଦ ହୋଇଗଲା କି ଟିମ ଇଣ୍ଡିଆର ଦ୍ୱାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଗବର ଭାବେ ପରିଚିତ ଶିଖର ଧାୱନଙ୍କୁ ଏଥର ଏସିଆ କପ ଟିମରେ ଚୟନ କରାଯାଇ ନାହିଁ । ସମୀକ୍ଷକଙ୍କ ମତରେ ଧାୱନଙ୍କ ପାଇଁ ଟିମ ଇଣ୍ଡିଆର ଦ୍ୱାର ଏକପ୍ରକାର ବନ୍ଦ ହୋଇଯାଇଛି । ନିକଟରେ ବାଂଲାଦେଶ ବିପକ୍ଷ ସିରିଜରେ ସେ ଭଲ ପ୍ରଦର୍ଶନ କରି ନ ପାରିବା ତାଙ୍କ ପାଇଁ…

ପଥରରେ ପ୍ରସ୍ତୁତ ଖାଦ୍ୟର ବେଶ୍ ଚାହିଦା

ଚୀନ: ଆପଣ ନିଶ୍ଚିତ ଭାବରେ ଅନେକ ପ୍ରକାରର ଚାଇନିଜ୍ ଖାଦ୍ୟ ଖାଇଥିବେ । ଯେପରି- ଚାଉମେନ୍‌, ରୋଲ,ଚିକେନ ପକୋଡ଼ା, ମଞ୍ଚୁରିଆନ୍ ଏବଂ ସ୍ପ୍ରିଙ୍ଗ୍ ରୋଲ୍ ଇତ୍ୟାଦି । କିନ୍ତୁ ଆପଣ ସେହି ଚାଇନିଜ୍ ଖାଦ୍ୟ ବିଷୟରେ ଜାଣିଛନ୍ତି, ଯାହା ପଥରରେ ପ୍ରସ୍ତୁତ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ…

ଏହି ଜନଜାତିର ଲୋକେ ଚୋରୀ କଲେ ମାରି କରି ଖାଇ ଦିଅନ୍ତି

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ଆଧୁନିକ ଓ ଶିକ୍ଷିତ ହେଲେଣି । ତଥାପି ଏପରି କେତେକ ସ୍ଥାନ ଅଛି ଯେଉଁଠାରେ ଏହି ଆଲୋକ ପଂହଚି ପାରି ନାହିଁ । ପାପୁଆ ନିଉ ଗିନିର କୋରୋବାଇ ସଭ୍ୟତା ଏହାର ଉଦାହରଣ । ଏହି ସଭ୍ୟତା ସମ୍ପର୍କରେ ବିଶ୍ୱ ଏକପ୍ରକାର ଅଜ୍ଞ ଥିଲେ । ଡ୍ରୁ ୱିସ୍କି ନାମକ ଜଣେ ୟୁଟ୍ୟୁବର…

୮୩୭କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ, ସୃଷ୍ଟି ହେବ ୨୫୦୦ରୁ ଅଧିକ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଆଜି ଅନୁଷ୍ଠିତ ୧୨୧ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଆଉ ଏକ ଶିଖରରେ ପହଞ୍ଚିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ…

ସଜ୍ଜେଇ ହେଲା ଝିଟିପିଟି: ଭିଡ଼ିଓ ଭାଇରାଲ

ଦୁନିଆରେ ଅନେକ ଜୀବଜନ୍ତୁ ରହିଛନ୍ତି । ସେଥି ମଧ୍ୟରୁ ଏମିତି କିଛି ଜୀବ ଅଛନ୍ତି, ଯାହାକୁ ଆମେ ଭୟ କରିବା ସହ ଘୃଣା କରିଥାନ୍ତି । ସେଥିମଧ୍ୟରେ ଝିଟିପିଟି ଅନ୍ୟତମ । ଯଦି ଭୁଲରେ କେବେ ଝିଟିପିଟି କାହାରି ସାମ୍ନାକୁ ଆସିଯାନ୍ତି, ଲୋକେ ତାକୁ ଦେଖି ଡ଼େଇଁପଡ଼ିବା ସହ ଦୂରେଇ ଯାଆନ୍ତି । ଏହି…

ଚିତ୍ରକୋଣ୍ଡାରେ ୩ଟି ବୃହତ ସେତୁ ନିର୍ମାଣ ପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ରୂପାନ୍ତର ପ୍ରକ୍ରିୟାରେ ଆସିବ ନୂଆ ଗତି। ସ୍ବାଭିମାନ ଅଞ୍ଚଳ ଏବେ ବିକାଶ ପଥରେ କରୁଛି ଦ୍ରୁତ ଅଗ୍ରଗତି। ଗୁରୁପ୍ରିୟା ସେତୁ ନିର୍ମାଣ ପରଠାରୁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଗମନାଗମନ, ବିଦ୍ୟୁତ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ,…