Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତୁ ଜାଣିବା ଗଦର ୨ ସଫଳତା ପରେ ସନୀ କେଉଁ ଫିଲ୍ମ ସାଇନ କରିଛନ୍ତି

ମୁମ୍ବାଇ: ଗଦର ୨ର ଅଦ୍ଭୁତପୂର୍ବ ସଫଳତା ପରେ ସନୀ ଦେଓଲଙ୍କୁ ଅନେକ ଫିଲ୍ମ ଅଫର ହେଉଥିବା ବିଭିନ୍ନ ୱେବସାଇଟରେ ଖବର ପ୍ରକାଶ ପାଉଛି । ପ୍ରଥମେ ବର୍ଡର ୨ ଓ ଏବେ ମା ତୁଝେ ସଲାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ମା ତୁଝେ ସଲାମର ସିକ୍ୱେଲ ଫଟୋ ମଧ୍ୟ ପ୍ରକାଶ ପାଇଛି । ଅବଶ୍ୟ ଏଥିରେ…

ଅଜଗରଙ୍କ ମେଳରେ ବ୍ୟକ୍ତି, ଲୋକେ ଦେଖି ଆଶ୍ଚର୍ଯ୍ୟ

ସାପ ବିଷଧର ହେଉ ବା ବିଷହୀନ ତାର ନାଁ ଶୁଣିଲେ ଯେ କେହି ଭୟ କରନ୍ତି । ହେଲେ ଏମିତି କିଛି ଲୋକ ଅଛନ୍ତି, ଯିଏ କି ସାପକୁ ଆଦୌ ଭୟ କରନ୍ତି ନାହିଁ । ସାହସର ସହିତ ସାପକୁ ଧରନ୍ତି ଓ ସେମାନଙ୍କ ସହିତ ମଧ୍ୟ ରୁହନ୍ତି । ଏବେ ଏପରି ଜଣେ ବ୍ୟକ୍ତିଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ବଡ଼…

ବିଶ୍ୱ ଶୁଟିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ସହ ଅଲିମ୍ପିକ କୋଟା ହାସଲ କଲେ ଅଖିଳ

ନୂଆଦିଲ୍ଲୀ: ଭାରତୀୟ ଶୁଟର ଅଖିଳ ଶ୍ୟାରାଣ ଆଗାମୀ ଅଲିମ୍ପିକ୍ସ ପାଇଁ ଭାରତ ପକ୍ଷରୁ ୧୧ତମ କୋଟା ହାସଲ କରିଛନ୍ତି । ବାକୁରେ ଚାଲିଥିବା ବିଶ୍ୱ ଶୁଟିଂ ଚାମ୍ପିୟନଶିପରେ ସେ ପୁରୁଷ ୫୦ ମିଟର ଥ୍ରୀ ପୋଜିଶନ ଇଭେଂଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହା ପୂର୍ବରୁ ୫୦ ମିଟର ଥ୍ରୀ ପୋଜିଶନ ରାଇଫଲ…

ଏସିଆ କପ କ୍ରିକେଟ: ବୁମରାହ ହୋଇପାରନ୍ତି ଉପ ଅଧିନାୟକ, ବିଶ୍ୱକପକୁ ଆଖି ଆଗରେ ରଖି ହେବ ଦଳ ଚୟନ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯିବ । ବିଶ୍ୱକପକୁ ଦୃଷ୍ଟିରେ ରଖି ଦଳ ଚୟନ କରାଯିବ ବୋଲି ଆଶା କରାଯାଉଛି । ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେବ । ରିପୋର୍ଟ ମୁତାବକ ଯଶପ୍ରୀତ…

୬୩ ବର୍ଷ ବୟସରେ ୮୭ଟି ଦେଶ କରିଥିଲେ ଭ୍ରମଣ : ଏବେ ବାହାରିଛନ୍ତି ମାଳଦ୍ୱୀପ ଭ୍ରମଣରେ

ନୂଆଦିଲ୍ଲୀ: ଯେଉଁ ବୟସରେ ଲୋକେ ଘରେ ବସି ନିଜ ନାତି ନାତୁଣୀଙ୍କ ସହ ଦିନ କାଟିବାକୁ ଚାହାଁନ୍ତି, ସେହି ବୟସରେ ଟର୍ବାନ ଟ୍ରାଭେଲରର ଖ୍ୟାତି ଅର୍ଜନ କରିଥିବା ଦିଲ୍ଲୀର ଅମରଜିତ ସିଂ ଚାୱଲା ପୁଣି ତାଙ୍କ କାରରେ ବିଶ୍ୱ ଭ୍ରମଣରେ ବାହାରିଛନ୍ତି । କିନ୍ତୁ ଏଥର ଅମରଜିତ ବିଶ୍ୱ ଭ୍ରମଣରେ ଏକୁଟିଆ…

ମହିଳା ବିଶ୍ୱକପ ଫୁଟବଲ: ପ୍ରଥମ ଥର ପାଇଁ ଟାଇଟଲ ହାସଲ କଲା ସ୍ପେନ

ମେଲବୋର୍ଣ୍ଣ: ସ୍ପେନ ମହିଳା ବିଶ୍ୱକପ ଫୁଟବଲ ୨୦୨୩ ସଂସ୍କରଣର ଚାମ୍ପିୟନ ହୋଇଛି । ରବିବାର ଅନୁଷ୍ଠିତ ହାଇ ଭୋଲଟେଜ ଫାଇନାଲରେ ସ୍ପେନ ୧-୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ପ୍ରଥମ ଥର ପାଇଁ ଏହି ମେଗା ଇଭେଂଟରେ ଚାମ୍ପିୟନ ହୋଇଛି । ଇଂଲଣ୍ଡ ରନର୍ସଅପରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛି । ଏହି…

ଲିକ ହେଲା ଟାଇଗର ୩ର କ୍ଲିପ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାଁ ଏବେ ଟାଇଗର ୩ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୨୧ ଏପ୍ରିଲରେ ରିଲିଜ ହୋଇଥିବା କିସି କେ ଭାଇ କିସି ଜେ ଜାନ ଫିଲ୍ମ ଫ୍ଲପ ହେବା ପରେ ସଲମାନଙ୍କ ଏହି ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିଛି । ଟାଇଗର ୩ରେ କ୍ୟାଟ୍ରିନା କୈଫ ମଧ୍ୟ ନଜର ଆସିବେ । ଇତି…

ଚନ୍ଦ୍ରରେ ପାଦ ରଖିବ ଚନ୍ଦ୍ରଯାନ-୩: ଲ୍ୟାଣ୍ଡିଂ ତାରିଖ ଓ ସମୟ ଘୋଷଣା କଲା ଇସ୍ରୋ

ନୂଆଦିଲ୍ଲୀ: ସମୟ ଯେତେ ପାଖଉଛି ଉତ୍କଣ୍ଠା ସେତେ ବଢୁଛି । ଭାରତର ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ ସହ ଜଡ଼ିତ କୋଟି କୋଟି ଭାରତୀୟଙ୍କ ସ୍ଵପ୍ନ, ଆଶା ଓ ଆକାଂକ୍ଷା । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ସଫଳ ଅବତରଣ କଲେ ଇତିହାସ ରଚିବ ଭାରତ । ବିଶ୍ଵ ସମେତ ଦେଶବାସୀ ସେହି ଐତିହାସିକ…

ଧରାପଡ଼ିଲେ ୪ ନକଲି ପରୀକ୍ଷାର୍ଥୀ, ଏନ୍‌ଆଇଟି କନିଷ୍ଠ ସହାୟକ ନିଯୁକ୍ତି ପରୀକ୍ଷା ଦେବାକୁ ଆସି ଅଟକ

ରାଉରକେଲା: ପରୀକ୍ଷା ସେଣ୍ଟରରୁ ୪ ନକଲି ପରୀକ୍ଷାର୍ଥୀ ଅଟକ। ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ରାଉରକେଲାରେ ନକଲି ଆଡ୍‌ମିଟ୍‌ କାର୍ଡ ଦେଖାଇ ପରୀକ୍ଷା ଦେବା ବେଳେ ୪ ଜଣ ପରୀକ୍ଷାର୍ଥୀ ଧରା ପଡ଼ିଛନ୍ତି। ଏହି ଚାରି ଅଭିଯୁକ୍ତ ହେଲେ ପୁନିତ ସିଂହ, ଗୌରବ ଚୌହାନ, ମନିଷ କୁମାର ଏବଂ…

କଂଗ୍ରେସର ନୂତନ କାର୍ଯ୍ୟକାରୀ କମିଟି ଘୋଷଣା, ୩୯ ଜଣ ସଦସ୍ୟ ସାମିଲ

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ନୂତନ ଦଳ ପ୍ରସ୍ତୁତ କରିଛି। କଂଗ୍ରେସର ନୂତନ କାର୍ଯ୍ୟକାରୀ କମିଟିର ତାଲିକା ପ୍ରକାଶ ପାଇଛି ଯେଉଁଥିରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ…