Latest Odisha News

BREAKING NEWS

Browsing Category

ଫିଚର

ରାହୁଲ ଗାନ୍ଧିଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବଲିଉଡ ଅଭିନେତ୍ରୀ; ରଖିଲେ ଏଭଳି ସର୍ତ୍ତ

ନୂଆଦିଲ୍ଲୀ:ନିକଟରେ ସୋନିଆ ଗାନ୍ଧି ରାହୁଲଙ୍କ ପାଇଁ ଝିଅ ଖୋଜିବାକୁ ହରିଆନାରୁ ଆସିଥିବା ମହିଳାଙ୍କୁ କହିଥିଲେ । ଏହାପରେ ରାହୁଲଙ୍କୁ ବିବାହ ଲାଗି ରାଜି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ।   ଅଭିନେତ୍ରୀ ସର୍ଲିନ୍ ଚୋପ୍ରା  ରାହୁଲଙ୍କୁ ବିବାହ କରିବା ପାଇଁ ରାଜି ଅଛନ୍ତି ବୋଲି କହିଛନ୍ତି…

ସ୍କୁଲରେ ନାମଲେଖା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ

ଭୁବନେଶ୍ୱର: ରାଜ୍ୟର କୌଣସି ବିଦ୍ୟାଳୟରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଏନେଇ ମଙ୍ଗଳବାର ସବୁ ଜିଲ୍ଲା ଅଧିକାରୀଙ୍କୁ ଚିଠି କରିଛନ୍ତି । ଚଳିତ ଶିକ୍ଷାବର୍ଷ ଆରମ୍ଭ ହୋଇ ସାରିଥିବା ବେଳେ ନାମଲେଖା ଜାରି ରହିଛି ।…

ନବୀନ ସରକାରଙ୍କୁ ଆପ୍‌ର ଟାର୍ଗେଟ, ଫିରିଙ୍ଗିଆ ଥାନା ପୋଡ଼ିର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଏପର୍ଯ୍ୟନ୍ତ ୧୯ଜଣ ଗିରଫ ହୋଇଥିବା ବେଳେ ଫିରିଙ୍ଗିଆ ଥାନା ପୋଡ଼ିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଆପ୍ ପକ୍ଷରୁ ଦାବି କରାଯାଇଛି। ଆପ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାରେ ନିରୀହ, ଆଦିବାସୀ, ଦଳିତଙ୍କ ଉପରେ…

ରାହୁଲ ଗାନ୍ଧିଙ୍କୁ ମିଳିଲା ସରକାରୀ ବଙ୍ଗଳା, କହିଲେ ପୂରା ହିନ୍ଦୁସ୍ଥାନ ମୋ ଘର

ନୂଆଦିଲ୍ଲୀ:ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟ ପଦ ଫେରି ପାଇବା ପରେ ଏବେ ଫେରି ପାଇଛନ୍ତି ତାଙ୍କର ସରକାରୀ ବଙ୍ଗଳା । ଯେଉଁ କ୍ୱାର୍ଟର୍ସରେ ସେ ପୂର୍ବରୁ ରହୁଥିଲେ ଏବେ ସେହି ବଙ୍ଗଳା ତାଙ୍କୁ ମିଳିଛି । କିଛି ଦିନ ମଧ୍ୟରେ ରାହୁଲ  ୧୨ ତୁଗଳକ ଲେନରେ ଥିବା ବଙ୍ଗଳାକୁ ଫେରିଯିବ ରାହୁଲ ।…

ଆସିଲା ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଭିସେରା ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର: ହୋଟେଲ୍ ରୁମରେ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ମିଳିବା ଘଟଣା । ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି । ତେବେ ଯୁବତୀ ଜଣଙ୍କ ନିୟମିତ ନିଶା ଦ୍ରବ୍ୟ ସେବନ କରୁଥିବା ନେଇ ଚର୍ଚ୍ଚା ହେଉଥିଲା ।…

ସ୍ୱାସ୍ଥ୍ୟ ପାଇଁ ହିତକର ପାନ, ଜାଣନ୍ତୁ ଏହାର ଉପାଦେୟତା..

ଭୁବନେଶ୍ଵର: ପାନ ପତ୍ର ସମସ୍ତ ଭାରତୀୟଙ୍କ ଘରେ ବ୍ୟବହୃତ ହୋଇଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ପାନ ସମସ୍ତଙ୍କର ପସନ୍ଦ । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶୁଭ କାମ ଆରମ୍ଭ ରେ ହେଉଥିବା ପୂଜାରେ ମଧ୍ୟ ପାନ ପତ୍ରର ବ୍ୟବହାର କରାଯାଇଥାଏ । ଏହା ଔଷଧୀୟ ଗୁଣରେ ଭରପୁର…

ଓସ୍କାର ବିଜେତା ନିର୍ଦ୍ଦେଶକ ୱିଲିୟମ୍ ଫ୍ରିଡକିନ୍‌ଙ୍କ ପରଲୋକ

ମୁମ୍ବାଇ: 'ଦ ଏକ୍ସୋର୍ସିଷ୍ଟ' ଏବଂ 'ଫ୍ରେଞ୍ଚ କନେକ୍ସନ୍'ର ଆମେରିକୀୟ ନିର୍ଦ୍ଦେଶକ ୱିଲିୟମ୍ ଫ୍ରିଡକିନ୍‌ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ପୂର୍ବତନ ହଲିଉଡ୍ ରିପୋର୍ଟରର ଷ୍ଟିଫେନ୍ ଗାଲୋୱାଇ ତାଙ୍କର ମୃତ୍ୟୁ ସୂଚନା ଦେଇଛନ୍ତି। ୱିଲିୟମଙ୍କର ଦୀର୍ଘଦିନ…

ପୋଲିସକୁ ବନ୍ଧୁକ ଦେଖାଇ ଫେରାର ମାରୁଥିବା ୩ ଅଭିଯୁକ୍ତ ଗରିଫ

ସୁବର୍ଣ୍ଣପୁର: ପୋଲିସକୁ ବନ୍ଧୁକ ଦେଖାଇ ଫେରାର ମାରୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଲା ସୋନପୁର ପୋଲିସ। ସୋମବାର ସନ୍ଧ୍ୟାରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ମନୁମୁଣ୍ଡା ପଟୁ ଆସୁଥିବା ଏକ ହୁଣ୍ଡାଇ ଭର୍ଣ୍ଣା କାରକୁ ସନ୍ଦେହରେ ଅଟକାଇବାକୁ ଚେଷ୍ଟା କରିଥିଲା ପୋଲିସ।…

ବ୍ରିଟେନରେ କରୋନାର ନୂଆ ଭାରିଆଣ୍ଟ ‘ଏରିସ୍’: ସତର୍କ କଲା ‘ହୁ’

ଲଣ୍ଡନ:  ଦୀର୍ଘ ଦିନର ବ୍ୟବଧାନ ପରେ ଏବେ  ପୁଣି କଡ ଲେଉଟାଇଲାଣି କରୋନା । ବଢିଛି ଭୟ ଏବଂ ଆଲର୍ଟରେ ରହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।   ଦୀର୍ଘ ଦିନର ବ୍ୟବଧାନ ପରେ ଏଠାକାରବାସୀଙ୍କୁ ପୁଣି କରୋନା ଡରାଇଲାଣି । ସେଠାରେ ଜନ୍ମ ନେଇଛି ଏକ ନୂଆ ଭାରିଆଣ୍ଟ । ଯାହାର ନାମ ରହିଛି ଏରିସ୍ ।…

କମୁଛି ହୀରାକୁଦର ଜଳସ୍ତର: ବନ୍ଦ ହେଲା ୧୦ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ କମିଛି ବର୍ଷା । ମହାନଦୀରେ ଖସୁଛି ଜଳସ୍ତର । ହୀରାକୁଦକୁ କମିଛି ଜଳ ପ୍ରବେଶ । ବନ୍ଦ ହେଲା ଜଳଭଣ୍ଡାରର ୧୦ଟି ଗେଟ୍ । ପୂର୍ବରୁ ୨୦ଟି ସୁଇସ୍ ଗେଟ୍ ଦେଇ ହୀରାକୁଦରୁ ବନ୍ୟା ପାଣି ନିଷ୍କାସିତ ହେଉଥିଲା । ଏବେ ମାତ୍ର ୧୦ଟି ଗେଟ୍ ଖୋଲା ରହିଛି । ଡ୍ୟାମ୍ ବାମପଟର ୭ଟି ଓ…