Latest Odisha News

BREAKING NEWS

Browsing Category

ଫିଚର

ବୀରଙ୍କୁ ଶ୍ରଦ୍ଧାଞ୍ଜଳି, ଆରମ୍ଭ ହେବ ‘ମୋ ମାଟି, ମୋ ଦେଶ’ ଅଭିଯାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ନିଜର ମନ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ‘ମେରି ମାଟି ମେରା ଦେଶ’ ବା ମୋ ମାଟି ମାେ ଦେଶ ଅଭିଯାନ ଘୋଷଣା କରିଥିଲେ। ଏବେ ଦେଶବ୍ୟାପୀ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବା ଲାଗି ପ୍ରୟାସ ଆରମ୍ଭ ହୋଇଛି । ଦେଶପାଇଁ ପ୍ରାଣବଳୀ…

ଖଣି ନିଲାମରୁ ମିଳିଥିବା ରାଜସ୍ୱରୁ ଓଡିଶାକୁ ୧୯୯ କୋଟି ଦେଲା କେନ୍ଦ୍ର

ଭୁବନେଶ୍ୱର: କୋଇଲା ଖଣି ନିଲାମରୁ ମିଳିଥିବା ଅର୍ଥ ମଧ୍ୟରୁ କେନ୍ଦ୍ର ସରକାର ୭୦୪ କୋଟି ଟଙ୍କାର ଅର୍ଥ ରାଶି ସମ୍ପୃକ୍ତ ଛ’ଟି କୋଇଲା ଖଣି ସମୃଦ୍ଧ ରାଜ୍ୟକୁ ଅଗ୍ରୀମ ଆକାରରେ ଯୋଗାଇ ଦେଇଛନ୍ତି । କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସମ୍ପୃକ୍ତ ରାଜ୍ୟମାନଙ୍କୁ କୋଇଲା ରାଜଭାଗ ଅନୁସାରେ ଏହି ଅର୍ଥ…

ପ୍ରଥମ ଟି୨୦ : ଭାରତ ସମ୍ମୁଖରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ

ଟାରୋଉବା: ଏଠାରେ ଗୁରୁବାର ଆରମ୍ଭ ହୋଇଥିବା ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ୧୫୦ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ରୋଭମ୍ୟାନ ପାୱେଲ ଓ ନିକୋଲସ ପୂରନଙ୍କ ଭଲ ବ୍ୟାଟିଂ ଯୋଗୁ ଆଭରେଜ ସ୍କୋର କରିପାରିଥିଲା । ପାୱେଲ ୪୮ ଓ…

ଦିଲ୍ଲୀ ଅଧ୍ୟାଦେଶକୁ କାହିଁକି ସମର୍ଥନ କଲା ବିଜେଡି, ଆଭିମୁଖ୍ୟ ସ୍ପଷ୍ଟ କଲେ ସାଂସଦ

ଭୁବନେଶ୍ୱର: ସଂସଦରେ ବିଜେଡି ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ୍କୁ ସମର୍ଥନ କରିବା ପରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍) ଜୋରଦାର ସମାଲୋଚନା କରିଛନ୍ତି। ରାଜ୍ୟରେ ବିଜେପି ସହ ଟକରା ଟକରି ଚାଲିଥିବା ବେଲେ କେଉଁ ସର୍ତ୍ତରେ ବିଜେଡି ସମର୍ଥନ କଲା ତାକୁ ନେଇ ନାନା ଚର୍ଚ୍ଚା ଚାଲିଛି। ଏହାରି…

ଅର୍ଚ୍ଚନା ନାଗ ହନିଟ୍ରାପ ମାମଲା, ଖଗେଶ୍ବର ପାତ୍ରଙ୍କ ଜାମିନ୍ ଆବେଦନର ରାୟ ସଂରକ୍ଷିତ

କଟକ: ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଦ୍ୱାରା ପରିଚାଳିତ ବହୁ ଚର୍ଚ୍ଚିତ ହନିଟ୍ରାପ ରାକେଟ୍ ମାମଲାରେ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଓଡ଼ିଶା ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଗତବର୍ଷ ନଭେମ୍ବର ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…

ମୁଣ୍ଡଳିରେ ନିଷ୍କାସିତ ହେଉଛି ୯ ଲକ୍ଷ ୧୮ ହଜାର ୩୮୩ କ୍ୟୁସେକ୍ ଜଳ, ତିନି ଜିଲ୍ଲା ହାଇ ଆଲର୍ଟ

ଭୁବନେଶ୍ୱର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବା ବେଳେ ଗୁରୁବାର ଅପରାହ୍ନ ୪ଟାରୁ ମୁଣ୍ଡଳୀ ବ୍ୟାରେଜରୁ ଜଳ ନିଷ୍କାସନ ଜାରି ରହିଛି। ସନ୍ଧ୍ୟା ୫ଟାରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ରିପୋର୍ଟ ଅନୁସାରେ ମହାନଦୀର ଜଳସ୍ତର ୯୪.୨୦ ଫୁଟ୍ ଉପରମୁଣ୍ଡରେ ଏବଂ ୯୧.୮୦ ଫୁଟ୍ ତଳମୁଣ୍ଡରେ…

ବିଶ୍ୱକପରେ ଖେଳାଳିଙ୍କ ସୁରକ୍ଷା ନେଇ ଆଇସିସିକୁ ଲିଖିତ ଆଶ୍ୱସନା ମାଗିଲା ପିସିବି

ଲାହୋର: ଚଳିତ ବର୍ଷ ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ଗୁରୁବାର ପାକିସ୍ତାନ ସରକାର ଓ ବୋର୍ଡ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲକୁ ଖେଳାଳିମାନଙ୍କ ସୁରକ୍ଷା ନେଇ ଲିଖିତ ଆଶ୍ୱସନା ମାଗିଛି । ନକଆଉଟ ପୂର୍ବରୁ ପାକିସ୍ତାନ ଟିମ ଭାରତରେ ୯ଟି ମ୍ୟାଚ ଖେଳିବ । ପ୍ରଧାନମନ୍ତ୍ରୀ…

ତୀବ୍ର ପିଆଜ ଗନ୍ଧ ଯୋଗୁ ବିମାନର ଜରୁରୀକାଳୀନ ଅବତରଣ

କୋଚ୍ଚି: ତୀବ୍ର ପିଆଜ ଗନ୍ଧ ଯୋଗୁ କୋଚ୍ଚିରୁ ୧୭୫ ଯାତ୍ରୀ ଶାରଜାହ ନେଇ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ରିପୋର୍ଟ ମୁତାବକ ବିମାନରେ ଜଣେ ଯାତ୍ରୀ କିଛି ପୋଡୁଥିବା ଗନ୍ଧ ନେଇ ଅଭିଯୋଗ କରିଥିଲା । ଖୋଜାଖୋଜି କରିବା ପରେ କିଛି ନ ମିଳିବାରୁ…

ଲଗାଣ ବର୍ଷାରେ ୧୨ଟି ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ: ଏସଆରସି

ଭୁବନେଶ୍ୱର: ଲଗାଣ ବର୍ଷାରେ ସାରା ଓଡ଼ିଶାର ୧୨ଟି ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଗୁରୁବାର ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସତ୍ୟବ୍ରତ ସାହୁ କହିଛନ୍ତି, ମହାନଦୀ ବ୍ୟବସ୍ଥାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ବର୍ଷା…

ବିଜେଡି ନେତା ସୋମନାଥ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣା, ତିନି ଅଭିଯୁକ୍ତ ଗିରଫ

ପୁରୀ: ଯୁବ ବିଜେଡି ନେତା ତଥା ବ୍ୟବସାୟୀ ସୋମନାଥ ସାହୁ ଓରଫ କପଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କୁମ୍ଭାରପଡା ଥାନା ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କପ ସାହୁଙ୍କୁ ହତ୍ୟା ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଥିବା କହିଛି ପୋଲିସ।…