Latest Odisha News

BREAKING NEWS

Browsing Category

ଫିଚର

ଆଗାମୀ ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟକୁ ଖଣ୍ଡନ କଲେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟକୁ ନେଇ ତେଜିଛି ରାଜନୀତି । ଭୁବନେଶ୍ୱରରୁ ଦିଲ୍ଲୀ ସବୁଠି ବିଜେଡି-ବିଜେପି ମେଳି  ଦେଖିବା ପରେ  ଆଗାମୀ ନିର୍ବାଚନରେ ଦୁଇଦଳ ମେଣ୍ଟ କରିବା ଚର୍ଚ୍ଚା ଜୋର ଧରିଛି । ତେବେ ଏହାକୁ  ବିଜେପି ପକ୍ଷରୁ ବାରମ୍ବାର ଖଣ୍ଡନ କରାଯାଉଛି । ପୂର୍ବରୁ…

ପାକସ୍ତାନରେ ଚୀନ ଇଞ୍ଜିନିୟରଙ୍କ ଗାଡ଼ିକୁ ଆଖିବୁଜା ଗୁଳିମାଡ: ଏକାଧିକ ମୃତ

ଇସଲାମବାଦ: ପାକସ୍ତାନର ବେଲୁଚିସ୍ତାନରେ ଚୀନ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଆକ୍ରମଣ । ଆକ୍ରମଣରେ ଏକାଧିକ ଲୋକଙ୍କ ମୃତ୍ୟୁ । ଗୁଳିମାଡରେ ଦୁଇ ଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ରବିବାର ଗ୍ୱାଦର  ବ୍ରିଜ ଉପରେ ଏହି ଆକ୍ରମଣ ହୋଇଥିଲା । ପାକିସ୍ତାନ ପକ୍ଷରୁ…

ସ୍ୱାଧୀନତା ଦିବସର ଚମକ ଦେଖିବେ ୧୮୦୦ ଅତିଥି, ସେଲଫି ପଏଣ୍ଟରେ ଉଠାଇବେ ଫଟୋ

ନୂଆଦିଲ୍ଲୀ:ଆଉ ଦୁଇଦିନ ପରେ ଦେଶ ପାଳିବ  ୭୭ତମ ସ୍ୱାଧୀନତା ଦିବସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ କରିବେ ପତାକା ଉତ୍ତୋଳନ । ଏହି ଉତ୍ସବ ଦେଖିବା ପାଇଁ ଦେଶର ବିଭିନ୍ନ କ୍ଷେତ୍ରର, ବିଭିନ୍ନ ବର୍ଗର ପ୍ରାୟ…

ଧୋଇଯିବ ଅଗଷ୍ଟ ୧୫ ! ଏହି ୧୩ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

ଭୁବନେଶ୍ୱର:ଧୋଇଯିବ ଅଗଷ୍ଟ ୧୫ । ଅଗଷ୍ଟ ୧୫ରେ ଦେଶର ୭୭ ତମ ସ୍ୱାଧୀନତା ଦିବସ ସମାରୋହ ବର୍ଷାରେ ଭିଜିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିଆଯାଇଛି ଏମିତି ସତର୍କ ସୂଚନା । ୧୫ ତାରିଖ ଯାଏ ପ୍ରବଳ ବର୍ଷ ସମ୍ଭାବନା ଥିବା ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ  । ଆଇଏମଡିର…

ଚଳିତ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ । ଅଗଷ୍ଟ ୧୭ ତାରିଖ କେନ୍ଦ୍ରମନ୍ତ୍ରୀ ନିର୍ମଳା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଭୁବନେଶ୍ୱରରେ ଆୟୋଜିତ ନାସନାଲ ଚାଟାର୍ଡ ଆକାଉଣ୍ଟସ କନଫରେନ୍ସକୁ ଉଦ୍‌ଘାଟନ…

ସ୍ୱାଧୀନ ଭାରତର ଇତିହାସ : ଆସନ୍ତୁ ପୁଣି ଥରେ ମନେପକାଇବା ବିତି ଯାଇଥିବା ସେହି ଦିନ

ଭୁବନେଶ୍ଵର: ସ୍ୱାଧୀନତା ଦିବସ ବା ଅଗଷ୍ଟ ୧୫। ଭାରତବାସୀ ପାଳନ କରୁଛନ୍ତି ଅମୃତ ମହୋତ୍ସବ। ଏଥିପାଇଁ ସାରା ଦେଶ ସଜେଇ ହୋଇଛି । ଏହି ଦିନରେ ହିଁ ଭାରତବାସୀ ମୁକ୍ତ ହୋଇଥିଲେ ଇଂରେଜ ସରକାରଙ୍କ କବଳରୁ। ସେଥିପାଇଁ ତ ଖୁସିରେ ପାଳନ କରାଯାଏ ଏହି ଦିନଟିକୁ। ଏହି ଦିନଟିକୁ ଆମେ ସିନା ଖୁସିରେ ପାଳନ…

ନାଲିବତି ପରେ ଭିଆଇପି ଗାଡ଼ିରୁ ଏବେ ହଟିବ ସାଇରନ; ବାଜିବ ବଂଶୀ

ନୂଆଦିଲ୍ଲୀ: ଭିଆଇପି ଗାଡିରୁ ଲାଲ ବତି ହଟିବା ପରେ ଏବେ ହଟିବ ସାଇରନ । ଏ ନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଯୋଜନା ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ପୁଣେ ଗସ୍ତ ଅବସରରେ ଏପରି ଘୋଷଣା କରିଛନ୍ତି । ମନ୍ତ୍ରୀ କହିଛନ୍ତି, ସାଇରନକୁ ଭାରତୀୟ ବାଦ୍ୟଯନ୍ତ୍ରର…

Gadar 2 vs OMG 2: ଦ୍ଵୀତିୟ ଦିନରେ କିଏ କରିଛି ବେଶି ଆୟ, ଜାଣନ୍ତୁ ବକ୍ସ ଅଫିସ୍ କଲେକ୍ସନ

ମୁମ୍ବାଇ: ଗତ ଶୁକ୍ରବାରରେ ଦୁଇ ଦୁଇଟି ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ରିଲିଜ୍ ହୋଇଛି । ସନି ଦେଓଲଙ୍କ 'ଗଦର-୨' ରିଲିଜ ହୋଇଥିବା ବେଳେ ଖିଲାଡି଼ ବୟେ ଅକ୍ଷୟ କୁମାରଙ୍କ 'ଓଃ ମାଇଁ ଗଡ଼-୨ ' ରିଲିଜ୍ ହୋଇଛି । କମେଡିରେ ଭରପୁର ଥିବା ଫିଲ୍ମ ଓଏମଜି-୨ କୁ ଟକ୍କର ଦେଇଛି ଡ୍ରାମା ଓ ଆକ୍ସନରେ…

ଆସନ୍ତୁ ଜାଣିବା କିପରି ପକ୍ଷୀଙ୍କ ମସ୍ତିଷ୍କ ଜିପିଏସ ପରି କାମ କରେ

ନୂଆଦିଲ୍ଲୀ: ପକ୍ଷୀ ସହଜରେ ରାସ୍ତା ଭୁଲେନି । କୌଣସି ଯୋଗାଯୋଗ ନ ଥାଇ ମଧ୍ୟ ଦଳ ସହିତ ଏକତ୍ର ରହିଥାନ୍ତି । ଏପରିକି ଆକାଶରେ ମଧ୍ୟ ବିଚରଣ ବେଳେ ସେମାନେ ପରଷ୍ପର ସହ ଯୋଗାଯୋଗ କରିଥାନ୍ତି । ଏହା କିପରି ସମ୍ଭବ ଆସନ୍ତୁ ଜାଣିବା ? ପକ୍ଷୀଙ୍କ ମସ୍ତିଷ୍କ ଗ୍ଲୋବାଲ ପୋଜିଶନିଂ ସିଷ୍ଟମ ପରି…

ପ୍ରଧାନମନ୍ତ୍ରୀ ବଦଳାଇଲେ ସୋସିଆଲ ମିଡିଆ ଆକାଉଣ୍ଟସ ଡିପି, ରଖିଲେ ତ୍ରିରଙ୍ଗା

ନୂଆଦିଲ୍ଲୀ:ବଦଳିଲା ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆକେଉଣ୍ଟସ ଡିପି । ଏବେ ପ୍ରଧାନମନ୍ତ୍ରୀଙ୍କ ଡିପିରେ ଆଉ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ମିଳିବନି । ଦେଖିବାକୁ ମିଳିବ ତ୍ରିରଙ୍ଗା ପତାକା ।ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କୀ ଅମୃତ ମହୋତ୍ସବ…