Latest Odisha News

BREAKING NEWS

Browsing Category

ଫିଚର

ନବ ଦାସ ହତ୍ୟା ମାମଲା, ଅଭିଯୁକ୍ତ ଗୋପାଳ ଅପରାଧ ସ୍ୱୀକାର କରିବାକୁ ରାଜି

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ବହିଷ୍କୃତ ପୁଲିସ ଅଧିକାରୀ ଗୋପାଳ ଦାସ ଅପରାଧ ସ୍ବୀକାର କରିବାକୁ ରାଜି ଅଛି ବୋଲି କହିଛନ୍ତି। ବୁଧବାର ଝାରସୁଗୁଡ଼ା ଜିଲ୍ଲା ଜଜ୍ କୋର୍ଟରେ ଆଜି ତାଙ୍କୁ ହାଜର କରାଯିବା ପରେ ଅପରାଧ ସ୍ବୀକାର କରିବାକୁ ରାଜି ଅଛନ୍ତି…

କାର୍ଗିଲ ବିଜୟ ଦିବସ: ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ଆଜି ୨୪ ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି । ଏହି ଅବସରରେ ଦେଶର ବୀର ଯବାନଙ୍କୁ ମନେ ପକାଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କାରଗିଲ୍ ୱାର ମେମୋରିଆଲରେ ବିଜୟ ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ…

୨୦୨୨-୨୩ରେ ଆର୍ଥିକ ବର୍ଷରେ ରଦ୍ଦ ହୋଇଛି ୫ କୋଟି ମନରେଗା ଜବ କାର୍ଡ: କେନ୍ଦ୍ର

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ଅଧୀନରେ ୨୦୨୨-୨୩ରେ ପାଞ୍ଚ କୋଟିରୁ ଅଧିକ ଜବ୍ କାର୍ଡ ରଦ୍ଦ କରାଯାଇଛି। ଯାହା ୨୦୨୧-୨୨ରେ ହଟିଥିବା ସଂଖ୍ୟା ଠାରୁ ୨୪୭ ପ୍ରତିଶତ ଅଧିକ ବୋଲି ମଙ୍ଗଳବାର ଲୋକସଭାରେ ସୂଚନା ଦିଆଯାଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ…

ଆର୍ଟ ଅଫ୍ ଲିଭିଙ୍ଗ୍ ଇଣ୍ଡିଆ ମେଡିଟେଟ୍ସ ଅଭିଯାନ ଆରମ୍ଭ, ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ସମର୍ଥନ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସହଯୋଗରେ ଆର୍ଟ ଅଫ୍ ଲିଭିଙ୍ଗର 'ଇଣ୍ଡିଆ ମେଡିଟେଟ୍ସ' ଅଭିଯାନ ଆରମ୍ଭ ହୋଇଛି। ଦିନକୁ ଦିନ ଏହି ଅଭିଯାନର କ୍ରେଜ୍ ବଢିଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩.୫ ଲକ୍ଷରୁ ଅଧିକ ଭାରତୀୟ ଏଥିରେ ଯୋଗଦେବା ପାଇଁ ଅନଲାଇନରେ ପଞ୍ଜୀକୃତ କରିଛନ୍ତି। ଏହି ଅଭିଯାନକୁ ଭାରତ…

ବଢିଲା ବନକଲାଗି ବିବାଦ: ସମନ୍ଵୟ ଅଭାବରୁ ହୋଇପାରୁନି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର

ପୁରୀ:ଶ୍ରୀମନ୍ଦିରରେ କେଉଁଦିନ ହେବ ଠାକୁରଙ୍କ ବନକଲାଗି ? ବୁଧବାର ନା ଗୁରୁବାର ? ଏହାକୁ ନେଇ ବଢି ଚାଲିଛି ବିବାଦ । ଶ୍ରୀମନ୍ଦିର ପ୍ରଶାସନ ଆଜି ବନକଲାଗି ନୀତି କରିବା ପାଇଁ କହିଥିବା ବେଳେ ସେବାୟତ ଆସନ୍ତାକାଲି ଅର୍ଥାତ ଗୁରୁବାର କରିବା ପାଇଁ ଅଡି ବସିଛନ୍ତି ।   ପ୍ରଶାସନ ଏବଂ ସେବାୟତଙ୍କ…

ପୁରସ୍କାର ଫେରସ୍ତ ଉପରେ ଲାଗିବ ଲଗାମ, ସଂସଦୀୟ କମିଟି ଦେଲା ସୁପାରିସ

ନୂଆଦିଲ୍ଲୀ: ଦେଶରେ କଛି ବର୍ଷ ହେବ ପୁରସ୍କାର ଫେରସ୍ତ କରିବା ଘଟଣା ଜାରି ରହିଛି। ଅନେକ ସମ୍ମାନିତ ବ୍ୟକ୍ତିମାନେ ପୁରସ୍କାର ଫେରସ୍ତ କରି ସମ୍ବେଦନଶୀଳତା ସୃଷ୍ଟି କରିଛନ୍ତି। ଏପରିକି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପୁରସ୍କୃତ ହୋଇଥିବା ବିଜେତାମାନେ କୌଣସି କାରଣକୁ ନେଇ…

ସ୍ୱେରେଜ ଓ ପାଇଖାନା ଟାଙ୍କି ସଫା କରିବା ବେଳେ ୫ ବର୍ଷରେ ଯାଇଛି ୩୩୯ ଜୀବନ: ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଗତ ୫ ବର୍ଷ ମଧ୍ୟରେ ସ୍ୱେରେଜ୍ ଓ ସେପ୍ଟିକ୍ ଟାଙ୍କି ସଫା କରିବା ସମୟରେ ୩୩୯ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାଓ୍ୱଲେ କହିଛନ୍ତି ଯେ, ୨୦୨୩ରେ…

ଲାଞ୍ଚ ନେଉଥିଲା ପୋଲିସ, ମାଡି ବସିଲା ଭିଜିଲାନ୍ସ

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ । ଲାଞ୍ଚ ନେବେବେଳେ ରେଡ ହାଣ୍ଡରେ ପୋଲିସକୁ ଧରିଛି ଭିଜିଲାନ୍ସ  ।  ଅନୁଗୁଳ ଜିଲ୍ଲା କିଆକଟା ଥାନା ଏଏସଆଇ ପଡିଛନ୍ତି ଭିଜିଲାନ୍ସ ଜାଲରେ । ଏଏସଆଇ ନବୀନ କୁମାର ଶତପଥୀ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ  ତାଙ୍କୁ ବୌଦ୍ଧ…

ସବୁଦିନ ପାଇଁ ବନ୍ଦ ହୋଇଯିବ ଟୁଇଟର, ଏବେ ସବୁକିଛି ହେବ ‘X’

ନୂଆଦିଲ୍ଲୀ:ଏଲନ ମସ୍କ ଟୁଇଟରକୁ କିଣିବା ପରେ ଏହାର ପ୍ଲାଟଫର୍ମରେ ପରିବର୍ତ୍ତନର ବନ୍ୟା ଆସିଛି । ପ୍ରତିଦିନ ଟୁଇଟରରେ ନୂଆ ରୂପ ଦେଖିବାକୁ ମିଳୁଛି । କେତେବେଳେ ଏହାର ସର୍ଭିସ  ବଦଳାଇ  ଦିଆ ଯାଇଛି ତ କେତେବେଳେ ଲୋଗୋକୁ ବଦଳାଇ ଦିଆଯାଇଛି । ଏବେ ଟୁଇଟରର ନାମ ବଦଳିବାକୁ ଯାଉଛି । ଟୁଇଟରର…

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ଲାଗି ରହିଥିବା ବେଳେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଗ୍ରହଣ କରିଛନ୍ତି । ତେବେ ଏହା ଉପରେ ଆଲୋଚନା କରାଯାଇ ସମୟ ସ୍ଥିର…