Latest Odisha News

BREAKING NEWS

Browsing Category

ଫିଚର

୫ ଦିନ ପରେ ମିଳିଲା ନିଖୋଜ ଯବାନଙ୍କ ସନ୍ଧାନ, ଚାଲିଛି ଡାକ୍ତରୀ ପରୀକ୍ଷା

ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମରୁ ନିଖୋଜ ହୋଇଯାଇଥିବା ଭାରତୀୟ ସେନା ଯବାନ ଜାଭେଦ ଅହମ୍ମଦ ୱାନିଙ୍କ ମିଳିଲା ସନ୍ଧାନ। ୫ ଦିନ ପରେ ଗୁରୁବାର ପୋଲିସ ଟିମ ତାଙ୍କୁ ଉଦ୍ଧାର କରିଛି। ଏନେଇ ଜମ୍ମୁ କଶ୍ମୀର ପୋଲିସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଟ୍ବିଟ ଅନୁଯାୟୀ, ଏଡିଜିପି କଶ୍ମୀର କହିଛି ଯେ…

ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ବିଲ୍, କେଜ୍ରିଓ୍ବାଲ କହିଲେ ମୋଦୀଙ୍କୁ ବିଶ୍ୱାସ କରନ୍ତୁନି ଦେଶବାସୀ

ନୂଆଦିଲ୍ଲୀ: ଦିଲ୍ଲୀ ସେବା ବିଲ୍, ଯାହାକୁ ସରକାରୀ ଭାବେ ଦ ଗଭର୍ଣ୍ଣମେଣ୍ଟ ଅଫ୍ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ (ସଂଶୋଧନ) ବିଲ୍, ୨୦୨୩ ବୋଲି କୁହାଯାଉଛି, ଗୁରୁବାର ଲୋକସଭାରେ ପାରିତ ହୋଇଛି। ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳ ସାଂସଦ ବିରୋଧ ପ୍ରଦର୍ଶନ କରି କକ୍ଷତ୍ୟାଗ…

ସରକାରୀ ହସ୍ପିଟାଲରେ ବେଡ୍ ପିଛା ରୋଗୀଙ୍କ ଖାଇବା ଅନୁଦାନ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ସରକାରୀ ଡାକ୍ତରଖାନାରେ ବେଡ ପିଛା ରୋଗୀଙ୍କ ଦୈନିକ ଖାଦ୍ୟ ପାଇଁ ୮୫ ଟଙ୍କାରୁ ୧୧୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ପାଇଁ ଖାଦ୍ୟ ଅନୁଦାନ ୩୦ ପ୍ରତିଶତ ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁମୋଦନ…

ଲଗାଣ ବର୍ଷାରେ ଧୋଇଗଲା ଚାଷୀଙ୍କ ଆଶା, ଘାରିଲା ଋଣ ପରିଶୋଧ ଚିନ୍ତା

ଖୋର୍ଦ୍ଧା/କଟକ: ଲଗାଣ ବର୍ଷା ଯୋଗୁ ଓଡ଼ିଶାର ଚାଷୀ ହତାଶ ହୋଇପଡ଼ିଛନ୍ତି। ଫସଲ ଭଲ ହେବ ବୋଲି ଯେଉଁ ଆଶା ଥିଲା ତାହା ଏହି ଲଗାଣ ବର୍ଷା ଯୋଗୁଁ ଏକ ପ୍ରକାର ଧୋଇ ହୋଇଯାଇଛି। ତେଣୁ ଏବେ ଚିନ୍ତାରେ ପଡିଛନ୍ତି ଯେ, ସେମାନେ ବ୍ୟାଙ୍କ, ବନ୍ଧୁ ଓ ସମ୍ପର୍କୀୟଙ୍କ ଠାରୁ ଆଣିଥିବା ଋଣକୁ କିପରି…

ଦୁଇଟି ପୃଥକ ଘଟଣା, ନଦୀରେ ବୁ଼ଡ଼ି ଦୁଇ ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଡନଦୀରେ ବନ୍ୟା ପାଣିରେ ଭାସିଯାଇ ଗୁରୁବାର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର ମମତା ସାହୁ ଗୁରୁବାର ସକାଳେ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଗାଧୋଇବାକୁ…

ଫ୍ୟାମିଲି ପେନସନ ପାଇଁ ଆବେଦନର ଅବଧି ବର୍ଷେ ପାଇଁ ବୃଦ୍ଧି

ଭୁବନେଶ୍ୱର: ଚାକିରିରେ ଥିବା କୌଣସି କର୍ମଚାରୀଙ୍କ ମୃତ୍ୟୁ ହେଲେ ଫ୍ୟାମିଲି ପେନସନ ପାଇଁ ଆବେଦନ କରିବାର ସମୟ ସୀମାକୁ ଓଡ଼ିଶା ସରକାର ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ଗୁରୁବାର ଦିନ ଅର୍ଥ ବିଭାଗର ଏକ ସରକାରୀ ଚିଠି ଅନୁଯାୟୀ, ସରକାର ଜାତୀୟ ପେନସନ ଯୋଜନା (ଏନପିଏସ୍) ଅଧୀନରେ…

ବୈଦେଶିକ ମନ୍ତ୍ରୀଙ୍କ ସହ ‘ଷ୍ଟଡି ଇନ୍ ଇଣ୍ଡିଆ’ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ପଢିବାକୁ ଚାହୁଁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ କରକମଳରେ ‘ଷ୍ଟଡି ଇନ୍…

ବୀରଙ୍କୁ ଶ୍ରଦ୍ଧାଞ୍ଜଳି, ଆରମ୍ଭ ହେବ ‘ମୋ ମାଟି, ମୋ ଦେଶ’ ଅଭିଯାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ନିଜର ମନ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ‘ମେରି ମାଟି ମେରା ଦେଶ’ ବା ମୋ ମାଟି ମାେ ଦେଶ ଅଭିଯାନ ଘୋଷଣା କରିଥିଲେ। ଏବେ ଦେଶବ୍ୟାପୀ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବା ଲାଗି ପ୍ରୟାସ ଆରମ୍ଭ ହୋଇଛି । ଦେଶପାଇଁ ପ୍ରାଣବଳୀ…

ଖଣି ନିଲାମରୁ ମିଳିଥିବା ରାଜସ୍ୱରୁ ଓଡିଶାକୁ ୧୯୯ କୋଟି ଦେଲା କେନ୍ଦ୍ର

ଭୁବନେଶ୍ୱର: କୋଇଲା ଖଣି ନିଲାମରୁ ମିଳିଥିବା ଅର୍ଥ ମଧ୍ୟରୁ କେନ୍ଦ୍ର ସରକାର ୭୦୪ କୋଟି ଟଙ୍କାର ଅର୍ଥ ରାଶି ସମ୍ପୃକ୍ତ ଛ’ଟି କୋଇଲା ଖଣି ସମୃଦ୍ଧ ରାଜ୍ୟକୁ ଅଗ୍ରୀମ ଆକାରରେ ଯୋଗାଇ ଦେଇଛନ୍ତି । କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସମ୍ପୃକ୍ତ ରାଜ୍ୟମାନଙ୍କୁ କୋଇଲା ରାଜଭାଗ ଅନୁସାରେ ଏହି ଅର୍ଥ…

ପ୍ରଥମ ଟି୨୦ : ଭାରତ ସମ୍ମୁଖରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ

ଟାରୋଉବା: ଏଠାରେ ଗୁରୁବାର ଆରମ୍ଭ ହୋଇଥିବା ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ୧୫୦ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ରୋଭମ୍ୟାନ ପାୱେଲ ଓ ନିକୋଲସ ପୂରନଙ୍କ ଭଲ ବ୍ୟାଟିଂ ଯୋଗୁ ଆଭରେଜ ସ୍କୋର କରିପାରିଥିଲା । ପାୱେଲ ୪୮ ଓ…