Latest Odisha News

BREAKING NEWS

Browsing Category

ଫିଚର

ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍ । ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ପୋଷାକ ସହ ଜମୁଛି ନାଚ ଗୀତର ଆସର । ଆଜି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ…

‘ନିର୍ବାଚନ ପୂର୍ବରୁ ଶାସକ ଦଳ କ୍ରୀଡାର ବିକାଶ କରି ଯୁବ ଭୋଟରଙ୍କୁ ପ୍ରଲୋଭିତ କରୁଛି’

ଭୁବନେଶ୍ୱର: ପ୍ରତି ପଞ୍ଚାୟତକୁ ଅଢେଇ ଲକ୍ଷ ଟଙ୍କା ଲେଖାଏଁ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାରୁ ବିଜେପି ସମେତ ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି। ବିଜୁ ଜନତା ଦଳ (ବିଜେଡି) ନେତୃତ୍ୱାଧୀନ ରାଜ୍ୟ ସରକାର ଏହା ଯୁବକଙ୍କ ବିକାଶ ପାଇଁ ବୋଲି କହୁଥିବା…

ଟିଭିରେ ଘର ପାଚେରି କାନ୍ଥ ନିର୍ମାଣ

ଭିଏତନାମ: ଘର ପାଚେରି ଇଟା ଏବଂ ପଥରରେ ତିଆରି କରାଯାଇଥିବା ଦେଖିଥିବେ । କିନ୍ତୁ ଭିଏତନାମ ଦ୍ୱୀପରେ ହନ୍ ଥମ୍ ନାମକ ଏକ ଘର ଅଛି, ଯାହାର ପାଚେରି ସେହି ବାଟ ଦେଇ ଯାଉଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଆପଣ ଭାବୁଥିବେ ଯେ, ବୋଧହୁଏ କାନ୍ଥଗୁଡ଼ିକରେ କିଛି ଅଜବ ଚିତ୍ରକଳା ଥାଇପାରେ ।…

ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ କଂଗ୍ରେସ କହିଲା ବିଜେଡି-ବିଜେପି ଆସନ ବୁଝାମଣା ହୋଇଛି

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ପରସ୍ପରକୁ ସାହାଯ୍ୟ କରିବାକୁ ରାଜି ହୋଇଥିବା କଂଗ୍ରେସ ଦଳ ସୋମବାର ଅଭିଯୋଗ କରିଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନପତି କହିଛନ୍ତି ଯେ ଓଡ଼ିଶା ବିଜେପି ମୁଖ୍ୟ ମନମୋହନ ସାମଲ ଆଗୁଆ ନିର୍ବାଚନ କଥା…

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ଗଲା ୯ ଜୀବନ

ଭୁବନେଶ୍ୱର: ସୋମବାର ରାଜ୍ୟରେ ପୃଥକ ପୃଥକ ବଜ୍ରପାତରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଅପରାହ୍ନରେ ୨ଟା ପରେ ସଂଧ୍ୟା ୬ଟା ଯାଏ ପ୍ରବଳ ବର୍ଷା ସହିତ ବିଜୁଳି ଘଡଘଡି ମାରିଥିଲା। ଯେଉଁଥିରେ ଖବର ଲେଖା ହେବା ସୁଦ୍ଧା ୯ ଜଣଙ୍କର ବିଜୁଳି ଆଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପିପିଲି…

ନବରଙ୍ଗପୁରର ନମ୍ରତା, ଆରଆଇ ଚାକିରି ଛାଡି ଓଏଏସ ପରୀକ୍ଷାରେ ହେଲେ ସଫଳ

ଭୁବନେଶ୍ୱର/ନବରଙ୍ଗପୁର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ବହୁ ପ୍ରତୀକ୍ଷିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା (ଓଏଏସ୍) ୨୦୨୧ର ଫଳାଫଳ ସୋମବାର ପ୍ରକାଶ ପାଇଛି। ସୁଦେବ କୁମାର ପୃଷ୍ଟି ଓସିଏସ୍ ୨୦୨୧ରେ ଟପ୍ପର ହୋଇଛନ୍ତି। ସେହିପରି ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ୫ଜଣ ମହିଳା…

ରାଜଧାନୀରେ ଲଗାଣ ବର୍ଷା, ଏମ୍ସ ହସ୍ପିଟାଲ କାନ୍ଥ ଭୁଶୁଡିବାରୁ ତିନି ଆହତ

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରରେ ପ୍ରବଳ ବର୍ଷା ମଧ୍ୟରେ ଏମ୍ସର ପାଚେରୀର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ୩ ଜଣ ଆହତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ ଏମ୍ସର ଦୁଇ ଜଣ କର୍ମଚାରୀ ବାଉଣ୍ଡରୀ କାନ୍ଥ ନିକଟରେ ଥିବା ଏକ ଦୋକାନରେ ଆଶ୍ରୟ ନେଇଥିଲେ। ଘଣ୍ଟାଏରୁ ଅଧିକ ସମୟ ଧରି ଲଗାଣ ବର୍ଷା ଜାରି…

ଛାଡପତ୍ର ମାମଲା: ଚୂଡ଼ାନ୍ତ ଜେରାରେ ଅଭିନେତ୍ରୀ ବର୍ଷା ସାମ୍ନା କଲେ ୧୮୫ ପ୍ରଶ୍ନ

କଟକ : କଟକ ଫ୍ୟାମିଲି କୋର୍ଟରେ ସୋମବାର ଛାଡ଼ପତ୍ର ମାମଲାର ଶେଷ ପର୍ଯ୍ଯାୟ ଶୁଣାଣି ବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାୟ ୧୮୫ଟି ପ୍ରଶ୍ନ ପଚରାଯାଇଥିଲା। ଉଭୟ ବର୍ଷା ଓ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ଫ୍ୟାମିଲି କୋର୍ଟରେ ଚୂଡ଼ାନ୍ତ ଶୁଣାଣି ପାଇଁ ହାଜର ହୋଇଥିଲେ। ଶୁଣାଣି ପରେ…

ୱକ୍ସ, ମୋଇନଙ୍କ ବୋଲିଂରେ ଅଷ୍ଟ୍ରେଲିଆ ଧରାଶାୟୀ, ସିରିଜ ବରାବର କଲା ଇଂଲଣ୍ଡ

ଦି ଓଭାଲ: ଆଶେସ କ୍ରିକେଟ ସିରିଜ ରୋମାଂଚକ ଢ଼ଙ୍ଗରେ ଶେଷ ହୋଇଛି । ୫ମ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ୪୯ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୨-୨ରେ ସିରିଜ ବରାବର କରିଛି । ଏଥିସହ ଇଂଲଣ୍ଡ ତାଙ୍କ ପ୍ରିୟ ଖେଳାଳି ଷ୍ଟୁଆର୍ଟ ବ୍ରଡଙ୍କୁ ମଧ୍ୟ ଅବସର ଭେଟି ପ୍ରଦାନ କରିଛି । ୩୮୪ ରନର ବିଜୟ…