Latest Odisha News

BREAKING NEWS

Browsing Category

ଗ୍ୟାଜେଟ୍ ଓ ଅଟୋମୋବାଇଲ

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ଆହୁରି ମହଙ୍ଗା ହେବ ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ସାରା ବିଶ୍ୱରେ ସ୍ମାର୍ଟଫୋନର ଚାହିଦା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଫଳରେ କମ୍ପାନୀଗୁଡ଼ିକ ପ୍ରତିଦିନ ବଜାରରେ ନୂଆ ମଡେଲ ଲଞ୍ଚ କରିବାରେ ଲାଗିଛନ୍ତି। ସ୍ମାର୍ଟଫୋନରେ ନୂଆ ଫିଚର ଏବଂ ଉନ୍ନତ ଜ୍ଞାନକୌଶଳ ଯୋଗୁ ଲୋକମାନେ ପ୍ରାୟତଃ ଏହାକୁ ଅପଗ୍ରେଡ୍ କରନ୍ତି। ଏପରି…

ଗୁଗୁଲର ବଡ ଘୋଷଣା, ଏବେ ହିନ୍ଦିରେ କଥା କହିବ ଜେମିନି

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତରେ ଗୁଗୁଲ୍ ଫର୍ ଇଣ୍ଡିଆ ଇଭେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଗୁଗୁଲ ଦ୍ୱାରା ଏକ ବଡ ଘୋଷଣା କରାଯାଇଥିଲା । କମ୍ପାନୀ କହିଛି ଯେ ବର୍ତ୍ତମାନ ଗୁଗୁଲର ଜେମିନି ଲାଇଭ ହିନ୍ଦୀ ଭାଷା ସପୋର୍ଟ କରିବ । ଏହା ବର୍ତ୍ତମାନ ଇଂରାଜୀ ସହିତ ଆଠଟି ଭାଷାକୁ ସପୋର୍ଟ…

ଆମାଜନ ହୋଲି ସେଲରେ ୪୫୦୦ ଟଙ୍କା ଶସ୍ତାରେ ମିଳୁଛି ପୋକୋର ଏହି ଦମଦାର ସ୍ମାର୍ଟଫୋନ

ନୂଆଦିଲ୍ଲୀ: ଆଗକୁ ଆସୁଛି ହୋଲି ପର୍ବ l ଏଥିପାଇଁ ସବୁ କମ୍ପାନୀ ଗ୍ରାହକଙ୍କ ପାଇଁ ବେଶ ଲୋଭନୀୟ ଅଫର ବର୍ଷା କରୁଛନ୍ତି l ଏଥିରେ ସାମିଲ ହୋଇଛନ୍ତି ଅନଲାଇନ ଶପିଂ ସାଇଟ l ଏଥର ହୋଲିରେ ଅମାଜ଼ାନ ସେଲ ରେ ବିଶେଷ ରିହାତି ଦେଉଥିବା ଦେଖିବାକୁ ମିଳିଛି l ଆମାଜନର ହୋଲି ସେଲରେ ପୋକୋ ଫୋନ୍ ର ଏକ…

ଏଣିକି ପାଖରେ ATM କାର୍ଡ ନଥିଲେ ଆଉ ନାହିଁ ଚିନ୍ତା, ଆସିଲା ୟୁପିଆଇ ଏଟିଏମ୍

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି ପ୍ରଥମ ୟୁପିଆଇ ଏଟିଏମ୍‌ । ଏଥିରୁ ଡେବିଟ କିମ୍ବା କ୍ରେଡିଟ କାର୍ଡ ବ୍ୟବହାର ନକରି ଟଙ୍କା ଉଠାଇ ହେବ । ଗ୍ରାହକମାନେ କ୍ୟୁଆର୍‌ କୋଡ୍ ସ୍କାନ କରି ଏହି ଏଟିଏମରୁ ଟଙ୍କା ଉଠାଇପାରିବେ। ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ୍ ପେମେଣ୍ଟସ୍…

ଦମଦାର ଲୁକ ସାଙ୍ଗକୁ ଆକର୍ଷଣୀୟ ମୂଲ୍ୟରେ ପୁଣି ଗ୍ରାହକଙ୍କ ନିକଟକୁ ଫେରୁଛି ‘ଟାଟା ସୁମୋ’

ମୁମ୍ବାଇ: ଦିନେ ରାସ୍ତାରେ ଟାଟା ସୁମୋର ରାଜ ଥିଲା । ପାହାଡ ହେଉ କି କଚ୍ଚା ରାସ୍ତା ଟାଟା ସୁମୋ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଥିଲା । ତେବେ ୮ ଜଣଙ୍କ ବସିବା ସୁବିଧା ଥିବା ଏହି ଗାଡି ସମୟ କ୍ରମେ ହଜିଯାଇଥିଲା । ବିଶେଷ କରି ମହିନ୍ଦ୍ରାର ବୋଲେରୋ ଓ ସ୍କର୍ପିଓ ଆସିବା ପରେ ଏହି ଗାଡିର ଚମକ…

ଶୀଘ୍ର କିଣି ନିଅନ୍ତୁ ମାରୁତି କାର: ଏପ୍ରିଲରୁ ହୋଇଯିବ ମହଙ୍ଗା

ନୂଆଦିଲ୍ଲୀ:କାର କିଣିବାର ଯୋଜନା ରଖିଛନ୍ତି କି ? ପୁଣି ମାରୁତି କାର ? ଯଦି ମାରୁତି ଗାଡି କିଣିବାର ପ୍ଲାନ ଅଛି ତେବେ ଶିଘ୍ର କିଣି ନିଅନ୍ତୁ । କାରଣ ଖୁବଶୀଘ୍ର ବଢିବାୁ ଯାଉଛି ମାରୁତି କାରର ମୂଲ୍ୟ । ମାରୁତି କାରର ମୂଲ୍ୟ ଏପ୍ରିଲରୁ ବଢିଯିବାର ସମ୍ଭାବନା ରହିଛି । ଏକଥା ମାରୁତି ସୁଜୁକି…

ଘରେ ଲଗାଇଛନ୍ତି କି ସ୍ମାର୍ଟ ଟିଭି? ତେବେ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଦିନକୁ ଦିନ ଆମ ଘରେ ଟିଭି ମଧ୍ୟ ବଦଳିବାରେ ଲାଗିଛି । ଦିନ ଥିଲା ଯେଉଁ ଘରେ ଏଲସିଡ଼ି ଟିଭି ଥିଲା ଏବେ ସେଠାରେ ଏଲଇଡ଼ି ଟିଭି ଲାଗିଛି, ଆଉ ଯେଉଁ ଘରେ ଏଲଇଡ଼ି ଟିଭି ଥିଲା ଏବେ ସେଠାରେ ସ୍ମାର୍ଟ ଟିଭି ଲାଗିଛି । ସ୍ମାର୍ଟ ଟିଭିରେ ବର୍ତ୍ତମାନ ଅତ୍ୟାଧୁନିକ ଵୈଶିଷ୍ଟ୍ୟଥିବାବେଳେ ଆପଣ…

ମାରୁତିର ଏହି କାର ଦେଇଥାଏ ୩୫ କିଲୋମିଟରର ମାଇଲେଜ

ନୂଆଦିଲ୍ଲୀ:ଆଜିକାଲି ପେଟ୍ରୋଲ ମୂଲ୍ୟ ଦିନକୁଦିନ ବଢୁଥିବାବେଳେ ମଧ୍ୟବିତ୍ତ ପରିବାରଟିଏ ଏମିତି ଏକ କାର ଖୋଜିଥାଏ ଯାହାକି ଭଲ ମାଇଲେଜ ଦେଇପାରିବ । ତେବେ ଭଲ ମାଇଲେଜ ସାଙ୍ଗକୁ ଭଲ ସର୍ଭିସିଂ ମଧ୍ୟ ମିଳୁଥିବା କାରକୁ ଲୋକ ଅଧିକ ପସନ୍ଦ କରନ୍ତି । ଆଉ ଭାରତରେ ମାରୁତି ସୁଜୁକି ନିଜର ସ୍ୱତନ୍ତ୍ର…