Latest Odisha News

BREAKING NEWS

Browsing Category

ଫ୍ୟାସନ

ଓଡ଼ିଆ ଝିଅ ଲାବଣ୍ୟଙ୍କ କମାଲ୍ : ‘ପ୍ରିନ୍ସ ଏଣ୍ଡ ପ୍ରିନ୍ସେସ’ ଇଣ୍ଟରନ୍ୟାସନାଲ ଫିନାଲେରେ ଭାରତକୁ କରିବେ ପ୍ରତିନିଧିତ୍ୱ

ଭୁବନେଶ୍ୱର : ଓଡ଼ିଆ ଝିଅ ଲାବଣ୍ୟ ଦାସ । କୁନି କୁନି ପାଦରେ ହାଇ ହିଲ୍ ପିନ୍ଧି ଫ୍ୟାସନ ଶୋ’ ହେଉ କି ଡ଼ିବେଟ୍ କମ୍ପିଟିସନ । ପାଠ, ନାଚ, ଗୀତ ଏପରିକି ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଛନ୍ତି ଏହି ଟ୍ୟାଲେଣ୍ଟେଡ଼ ଓଡ଼ିଆ କିଶୋରୀ ଲାବଣ୍ୟ । ତେବେ ଆସନ୍ତା ଜୁଲାଇ ମାସରେ…

ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟସିଟି ‘ସ୍ମାର୍ଟ ଜନପଥ ଯୋଜନା’ କାର୍ଯ୍ୟସ୍ଥଳୀ ପରିଦର୍ଶନ

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ତତ୍ତ୍ୱାବଧାନରେ ନିର୍ମିିତ ହେଉଥିବା ‘ସ୍ମାର୍ଟ ଜନପଥ ଯୋଜନା’ରେ ଅନ୍ତଭୃକ୍ତ କାର୍ଯ୍ୟସ୍ଥଳୀକୁ ଶନିବାର ସନ୍ଧ୍ୟାରେ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟସିଟି ବ୍ୟାନରରେ ନିର୍ମାାଣାଧିକ କାର୍ଯ୍ୟକୁ ପରିଦର୍ଶନ କରିବା…

ବିଶ୍ୱକପ ଫୁଟବଲ: ରୋନାଲ୍ଡ଼ୋଙ୍କ ହାଟ୍ରିକ୍ ରେ ଡ୍ର ରହିଲା ମ୍ୟାଚ !

ମସ୍କୋ : ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ଦୁଇ ଶକ୍ତିଶାଳୀ ଟିମ୍ ପର୍ତ୍ତୁଗାଲ ଓ ସ୍ପେନ ୩-୩ ଗୋଲରେ ବରାବର ରହିଲା । ଏହି ମ୍ୟାଚରେ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡ଼ୋଙ୍କ ହ୍ର୍ୟାଟ୍ରିକ ଗୋଲ ବିଜୟୀ କରିପାରିଲାନି ପର୍ତ୍ତୁଗାଲ ଦଳକୁ । ଏହି ମ୍ୟାଚରେ ବିଶ୍ୱର ସମସ୍ତ…

ସୀମାରେ ପାକିସ୍ତାନ ସେନା କରୁଛି ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର/ନୂଆଦିଲ୍ଲୀ : ଏବେ ଇଦ ଉଲ ଫିତର ଏବଂ ପବିତ୍ର ରମଜାନ ମାସ ଲାଗି ଭାରତ-ପାକିସ୍ତାନ ସୀମାରେଖାରେ ଅସ୍ତ୍ରବିରତି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପାକିସ୍ତାନ ସେନା ସୀମାରେଖା ନିକଟରେ ବାରମ୍ବାର ଗୁଳିଚାଳନା କରିବାରେ ଲାଗିଛି । ଆଜି ସକାଳେ ରଜୌରୀ ସେକ୍ଟର ନିକଟରେ ପାକିସ୍ତାନ ପଟରୁ…

ଓଡ଼ିଆ ଝିଅ ଶୃତିକ୍ଷା ନାୟକ ଜିତିବେ ଫେମିନା ମିସ ଇଣ୍ଡିଆ ଟାଇଟଲ୍ !

ଭୁବନେଶ୍ୱର : ଆସନ୍ତା ଜୁନ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୨୦୧୮ ମସିହାର ଫେମିନା ମିସ ଇଣ୍ଡିଆ ଟାଇଟଲ୍ ହାସଲ କରିବାକୁ ବେଶ୍ ଆଶାବାଦୀ ଅଛନ୍ତି ଓଡ଼ିଆ ଲଳନା ଶୃତିକ୍ଷା ନାୟକ । ଏହି ୨୧ ବର୍ଷିୟା ଓଡ଼ିଆ ସୁନ୍ଦରୀ ଶୃତିକ୍ଷା ୩୦ଟି ରାଜ୍ୟରୁ ୩୦ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଅଛନ୍ତି ।…