Latest Odisha News

BREAKING NEWS

Browsing Category

ଫ୍ୟାସନ

ଫ୍ୟାସନରେ ଫ୍ଲେୟର୍ଡ ଜିନ୍ସ , ଏପରି କରନ୍ତୁ କ୍ୟାରୀ..

ଭୁବନେଶ୍ବର: ଜିନ୍ସ କେବେ ଆଉଟ୍ ଅଫ୍ ଫେସନ୍ ହୋଇନଥାଏ । ସବୁବେଳେ ଏହା ଟ୍ରଣ୍ଡରେ ରହି ଆସିଛି । ଆଜିର ଦିନରେ ଜିନ୍ସ ନହେଲେ ନଚଳେ । ଯୁବପିଢୀଙ୍କ ପ୍ରଥମ ପସନ୍ଦ ଜିନ୍ସ ଯାହା ସହଜରେ କ୍ୟାରି କରିବା ସହ ଷ୍ଟାଇଲିସ୍ ଲୁକ୍ ଦେଇଥାଏ । ଆଜିକାଲି ଭଳିକି ଭଳିକି ଜିନ୍ସ ବଜାରକୁ ଆସିଲାଣି ।…

ଶୀତକାଳୀନ ଫ୍ୟାସନ ଟିପ୍ସ: ଟୋପି ପାଇଁ ମହିଳାମାନଙ୍କ ପାଖରେ ରହିଛି ଅନେକ ବିକଳ୍ପ, କିଣିବା ପୂର୍ବରୁ ଜାଣି ରଖନ୍ତୁ

ଭୁବନେଶ୍ବର: ଶୀତରୁ ରକ୍ଷା ପାଇବା ପାଇଁ ଟୋପି ପିନ୍ଧିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ | ପୁରୁଷମାନେ ସହଜରେ କ୍ୟାପ୍ ପିନ୍ଧନ୍ତି, କିନ୍ତୁ ମହିଳାମାନେ କ୍ୟାପ୍ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ | କାରଣ ହେଉଛି ସେମାନଙ୍କ ମନରେ ସନ୍ଦେହରେ ଆସେ ଯେ କ୍ୟାପ୍ ପିନ୍ଧିବା ଦ୍ବାରା ଲୁକ୍…

ମେହେନ୍ଦୀ ରଙ୍ଗ ହେବ ଗାଢ, ଆପଣାନ୍ତୁ ଏହି ଟିପ୍ସ..

ଭୁବନେଶ୍ବର:ପୂଜାପର୍ବାଣୀ, ବାହାଘର ହେଉ ଅବା ସ୍ବତନ୍ତ୍ର ଦିନମାନଙ୍କରେ ଝିଅ ବୋହୂମାନେ ହାତରେ ମେହେନ୍ଦୀ ଲଗାଇଥାନ୍ତି । ଆଜିକାଲି,ବଜାରରେ ଅନେକ ପ୍ରକାରର ମେହେନ୍ଦୀ ଉପଲବ୍ଧ ଅଛି , ଯାହା ଲଗାଇବାର କିଛି ସମୟରେ ହିଁ ମେହେନ୍ଦୀ ରଙ୍ଗ ଗାଢ ଆସିଥାଏ , କିନ୍ତୁ ପାରମ୍ପାରିକ ମେହେନ୍ଦୀରେ ଥିବା…

ତ୍ବଚା ସମସ୍ୟାର ହେବ ଅନ୍ତ; ଲଗାନ୍ତୁ କମଳା ଚୋପାରେ ପ୍ରସ୍ତୁତ ଫେସ୍ ପ୍ୟାକ୍ 

ନୂଆଦିଲ୍ଲୀ: ଭିଟାମିନ୍ ସି ଏବଂ କ୍ୟାଲସିୟମରେ ଭରପୂର ଅଟେ କମଳା । କିନ୍ତୁ ଆପଣ ଜାଣନ୍ତି କି କମଳା ସହିତ ଏହାର ଚୋପା ମଧ୍ୟ ବହୁତ ଲାଭଦାୟକ ଅଟେ । ଚର୍ମର ଚମକ ବଜାୟ ରଖିବା ପାଇଁ, ଏହି ଚୋପାଗୁଡ଼ିକରୁ ପ୍ରସ୍ତୁତ ଏକ ଫେସ୍ ପ୍ୟାକ୍ ଲଗାନ୍ତୁ । ଏଥିରେ କ୍ୟାଲସିୟମ୍ ଥାଏ,ପୋଟାସିୟମ୍,…

ବଜାରର ମହଙ୍ଗା ସିରମକୁ କରନ୍ତୁ ବାଏ! ନିଜେ ଘରେ ବନାନ୍ତୁ ହେୟାର ସିରମ୍

ଭୁବନେଶ୍ବର: ନିଜ କେଶର ଯତ୍ନ ନେବା ନିହାତି ଦରକାର । ଆଜିକାଲି କେଶ ଝଡିବା, କେଶର ଚମକ କମିଯିବା ଆଉ ମଧ୍ୟ ଅସମୟରେ କେଶ ଧଳା ହେବା ସମସ୍ୟା ଦେଖିବାକୁ ମିଳୁଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଶରେ ହେୟାର ସିରମ୍ ଲଗାଇବା ଜରୁରୀ । କିନ୍ତୁ ବଜାରରେ ଏତେ ମହଙ୍ଗା ସିରମ୍ ବ୍ୟବହାର…

ଅଟାର ରୁଟି ଆପଣଙ୍କ ତ୍ବଚାରେ ଆଣିବ ଅଦ୍ଭୁତ ଚମକ, ଜାଣନ୍ତୁ ପ୍ରଣାଳୀ

ଭୁବନେଶ୍ବର: ପ୍ରଦୂଷଣ ବୃଦ୍ଧି, ଅଦ୍ଭୁତ ଜୀବନଶୈଳୀ ଏବଂ ଚାପ ହେତୁ ଅଳ୍ପ ବୟସ ସତ୍ବେ ଆମ ତ୍ବଚା ବୟସ୍କ ପରି ଦେଖାଯାଇଥାଏ । ଆମେ ତ୍ବଚାର ଯତ୍ନ ନ ନେବା ଦ୍ବାରା ମୁଖର ରଙ୍ଗ ନଷ୍ଟ ହେବା, ଚର୍ମର ଢିଲାପଣ କିମ୍ବା ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ । ତ୍ବଚାର ଯତ୍ନର ଅଭାବ ହେତୁ ଡେଡ୍ ସେଲ୍ସ ବା…

ସ୍କିନ୍‌ଟୋନ୍‌ ଅନୁସାରେ କିପରି ଚୟନ କରିବେ ଲିପ୍‌ଷ୍ଟିକ୍‌, ଜାଣିରଖନ୍ତୁ ଟିପ୍ସ…

ମହିଳାମାନେ ମେକ୍‌ଅପ୍ ପ୍ରିୟ। ମୁହଁର ମେକ୍‌ଅପ୍ ପ୍ରତି ସେମାନେ ଯେତିକି ଗୁରୁତ୍ୱ ଦିଅନ୍ତି ଓଠର ମେକ୍‌ଅପ୍‌ ପାଇଁ ବି ସେତିକି ଯତ୍ନଶୀଳ ଥାଆନ୍ତି। ଓଠର ମେକ୍‌ଅପ୍ ପାଇଁ ସାଧାରଣତଃ ଲିପ୍‌ଷ୍ଟିକ୍‌, ଲାଇନର ଓ ଗ୍ଲସ୍ ଆଦି ବ୍ୟବହାର କରିଥାଆନ୍ତି। ମୁହଁର ସୌନ୍ଦର୍ଯ୍ୟ ବଢାଇବାରେ ବିଭିନ୍ନ…

ବର୍ଷାଦିନିଆ ଫ୍ୟାସନ୍: ବର୍ଷାଦିନେ ବାହାରକୁ ଗଲେ ପିନ୍ଧନ୍ତୁ ଏହି ପ୍ରକାରର ଚପଲ୍

ଭୁବନେଶ୍ଵର: ବର୍ଷାଦିନରେ ସବୁଠାରୁ ବଡ ସମସ୍ୟା ହୋଇଥାଏ ଚପଲ ବାଛିବାରେ। ବର୍ଷାଦିନେ ଏପରି ଚପଲ ପିନ୍ଧିବା ଦରକାର ଯାହା ଆରାମରେ ସଫା ହୋଇପାରୁଥିବ। କାଦୁଅରେ ଚାଲିଲେ ମଧ୍ୟ ଚପଲ ଚିଣ୍ଡିବାର ସମସ୍ୟା ନ ଥିବ। ଆସନ୍ତୁ ଜାଣିବା ବର୍ଷାରେ କିପରି ଚପଲ ପିନ୍ଧିବା .. ବର୍ଷା ଦିନେ ବାହାରକୁ…

ବର୍ଷାଦିନେ ଏପରି ଭାବେ ନିଅନ୍ତୁ କେଶର ଯତ୍ନ…

ଭୁବନେଶ୍ଵର: ବର୍ଷାଦିନରେ ଓଦା ହେବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ଶରୀରକୁ ବିଭିନ୍ନ ପ୍ରକାର ରୋଗର ସାମନା କରିବାକୁ ପଡ଼ିଥାଏ। କେବଳ ଶରୀର ନୁହେଁ, ବର୍ଷାଦିନରେ ବିଭିନ୍ନ କେଶ ସମସ୍ୟା ମଧ୍ୟ ଦେଖାଦିଏ। ବର୍ଷାଜଳର କ୍ଷାରୀୟ ଅଂଶ ସଂସ୍ପର୍ଶରେ ଆସିଲେ କେଶରେ ନାନା ସମସ୍ୟା ସୃଷ୍ଟି ହୋଇଥାଏ।…