Latest Odisha News

BREAKING NEWS

Browsing Category

ଖାଦ୍ୟ

ସ୍ୱାସ୍ଥ୍ୟ ପାଇଁ ଉପକାରୀ ତରଭୁଜ

ଭୁବନେଶ୍ଵର: ଖରାଦିନେ ତରଭୁଜ ର ସ୍ୱାଦ ନିଆରା I ଡହ ଡହ ଖରାରେ ରାସ୍ତା ପାର୍ଶ୍ଵ ରେ ତରଭୁଜ ଦେଖିଲେ ସ୍ଵତ ପ୍ରଭୂତ ଭାବେ ପାଦ ଚାଲିଯାଏ ତରଭୁଜ ପାଖକୁ I କିନ୍ତୁ ତରଭୁଜ ଖାଇବା ଦ୍ୱରା ଆମ କୁ ବହୁ ପରିମାଣରେ ଉପକାର ମିଳିଥାଏ I  ତରଭୁଜରେ ଜଳୀୟଅଂଶ  ପ୍ରଚୁର ପରିମାଣରେ ରହିଥାଏ I  ତରଭୁଜ  …

ଖରାଦିନେ ଖାଆନ୍ତୁ ଦହି, ମିଳିବ ଏହିସବୁ ଫାଇଦା

ଭୁବନେଶ୍ଵର: ଖରାଦିନ ଆସିଲେ ଆମେ ସମସ୍ତେ ଥଣ୍ଡା ଜାତୀୟ ଖାଦ୍ୟ ଓ ପାନୀୟ ସେବନ କରିବା ଆରମ୍ଭ କରିଦେଉ; ଯଦ୍ଦ୍ବାରା ଆମ ଶରୀରକୁ ଶୀତଳତା ମିଳିଥାଏ। ଯେମିତିକି ତରଭୁଜ, ଖରଭୁଜ, ଲେମ୍ବୁପାଣି, ଲସି, ଆମ୍ବ ପଣା, ଦହି ସରବତ୍‌ ଇତ୍ୟାଦି। ଖରାଦିନ ଆରମ୍ଭ ହେବା ମାତ୍ରେ ଦହିର ଚାହିଦା ଚାରିଆଡେ…

ଖରାଦିନେ ଆମ୍ବ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

ଭୁବନେଶ୍ଵର: ଆମ୍ବ ଖାଇବାକୁ କାହାକୁ ବା ପସନ୍ଦ ଆସି ନ ଥାଏ । ବିଶେଷକରି ଖରାଦିନେ ରସାଳ ଆମ୍ବ ଖାଇବାର ମଜା ଅଲଗା । ଆମ୍ବକୁ କୁହାଯାଏ ଫଳ ଭିତରେ ରାଜା। ଆଉ ଏବେ ଚାଲିଛି ଆମ୍ବ ଋତୁ। ବଜାରରେ ଭଳି କି ଭଳି ଆମ୍ବର ପସରା ମେଲିଛି। ଆମ୍ବରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ଭିଟାମିନ ଏ,…

ଖରାଦିନେ ଖାଆନ୍ତୁ ଛତୁଆ, ମିଳିବ ଅନେକ ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ଆମ ରାଜ୍ୟର ଗାଁ ଗହଳି ଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ରହିଛି ଛତୁଆର ଚାହିଦା l ଏହି ଖାଦ୍ୟଟି ପ୍ରାୟ ଘରେ ଘରେ ପରିଚିତ ଓ ସମସ୍ତଙ୍କର ପ୍ରିୟ l ବିଶେଷ କରି ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ହିତକାରୀ l ଏହାକୁ ଗ୍ରୀଷ୍ମ ଋତୁରେ ବିଶେଷକରି ସକାଳର ଜଳଖିଆରେ ବ୍ୟବହାର କରାଯାଇଥାଏ l…

ଶୀଘ୍ର ମୃତ୍ୟୁବରଣ କରିଥାଆନ୍ତି ଏହି ଖାଦ୍ୟ ଖାଉଥିବା ଲୋକେ…

ଭୁବନେଶ୍ଵର: ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଲୋକେ ସତେ ଯେପରି ନିଜ ପ୍ରତି ଧ୍ୟାନ ଦେବା ଭୁଲିଗଲେଣି । ଘରେ ରୋଷେଇ କରି କିଛି ପୁଷ୍ଟିକର ଖାଦ୍ୟ ଖାଇବା ବଦଳରେ ସେମାନେ ବାହାରର ଖାଦ୍ୟ ପସନ୍ଦ କରୁଛନ୍ତି । ସକାଳର ଜଳଖିଆ ହେଉ କିମ୍ବା ମଧ୍ୟାନ୍ନ ଭୋଜନ ଅବା ରାତ୍ରୀ ଭୋଜନ ସବୁ କିଛି ସହଜରେ…

ଚିନା ବାଦାମର ଅତ୍ୟଧିକ ସେବନ ହୋଇପାରେ ଏହି ରୋଗର କାରଣ, ଖାଉଥିଲେ ସାବଧାନ…

ଭୁବନେଶ୍ଵର: ଚିନାବାଦାମରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ । ତେଣୁ ଚିନାବାଦାମକୁ ଗରିବଙ୍କ ବାଦାମ (Almond) ବୋଲି ମଧ୍ୟ କୁହାଯାଏ । ଚିନାବାଦାମରେ ପ୍ରୋଟିନ୍, କାର୍ବସ୍, ଫାଇବର ଏବଂ ଫ୍ୟାଟି ଏସିଡର ଗୁଣ ରହିଛି । ଏହାକୁ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ଲାଭ ହୋଇଥାଏ, କିନ୍ତୁ ଏହା କିଛି…

ଖରାଦିନେ ଖାଆନ୍ତୁ ତାଳସଜ, ମିଳିବ ଅନେକ ଫାଇଦା

ଭୁବନେଶ୍ଵର: ଖରାଦିନେ ମିଳୁଥିବା ବିଭିନ୍ନ ପ୍ରକାର ଫଳ ମଧ୍ୟରୁ ତାଳ ସଜ ପ୍ରାୟ ଲୋକଙ୍କର ପସନ୍ଦ। ଉଦୁ ଉଦିଆ ଖରାରେ ତାଳ ସଜ ପେଟରେ ପଡିଗଲେ ଶାନ୍ତି ଲାଗେ। ଗାଁ ଗହଳିରେ ପ୍ରାୟ ଲୋକଙ୍କ ଘରେ ଖରାଦିନେ ମିଳେ ତାଳ ସଜ। ଏହାର ଚାହିଦା ଦେଖି ସହରରେ ମଧ୍ୟ ରାସ୍ତା କଡରେ ବିକ୍ରି ହେଉଛି ଏହି ଫଳ।…

ମୁଣ୍ଡଫଟା କରାରୁ ରକ୍ଷା ପାଇବା ପାଇଁ ପିଅନ୍ତୁ ଏହି ପାନୀୟ…

ଭୁବନେଶ୍ଵର: ବର୍ତ୍ତମାନ ବଢିବାରେ ଲାଗିଛି ଗ୍ରୀଷ୍ମର ପ୍ରବାହ। ପ୍ରଚଣ୍ଡ ରୌଦ୍ର୍ୟତାପ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ। ରାଜ୍ୟରେ ଦିନ ବେଳେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି । ଗ୍ରୀଷ୍ମ ଋତୁରେ ଅତ୍ୟଧିକ ତାପମାତ୍ରା ଓ ଆର୍ଦ୍ରତା ଯୋଗୁଁ ଶରୀରରେ ଜଳ ସ୍ତର କମି ଯାଇଥାଏ। ତେବେ ଏହିପରି ସମୟରେ ନିଜ…

ଅଧିକ ତେଲ ଓ ମସଲା ଯୁକ୍ତ ଖାଦ୍ୟ ଖାଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ସାଧାରଣତଃ ଲୋକେ ବାହାର ଖାଦ୍ୟ ଖାଇବାକୁ ବେଶି ପସନ୍ଦ କରିଥାଆନ୍ତି । ଚାଇନିଜ୍ ହେଉ କିମ୍ବା ସାଉଥ୍-ଇଣ୍ଡିଆନ ଲୋକମାନଙ୍କୁ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ବେଶି ଭଲ ଲାଗେ । ଆଜିକାଲିର ଜୀବନଶୈଳୀରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମସଲାଯୁକ୍ତ ଖାଦ୍ୟ…

ପେଟ କମେଇବାକୁ ଚାହୁଁଥିଲେ ଖାଦ୍ୟରେ ସାମିଲ କରନ୍ତୁ କାକୁଡି, ଜାଣନ୍ତୁ ଖାଇବାର ସଠିକ ପ୍ରଣାଳୀ

ଭୁବନେଶ୍ଵର: ଓଜନ କମାଇବା ଆଜିକାଲି ସମୟରେ ଏକ ମୁଣ୍ଡବିନ୍ଧାର କାରଣ ହୋଇଗଲାଣି । ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ହେତୁ ମୋଟାପଣ ଏକ ସାଧାରଣ ସମସ୍ୟା ହୋଇଗଲାଣି | ଲୋକମାନେ ପ୍ରାୟତଃ ମେଦବହୁଳତା ହ୍ରାସ କରିବାର ଉପାୟ, ଓଜନ ହ୍ରାସ କରିବାର ଉପାୟ ଏବଂ ପେଟର ଚର୍ବି ହ୍ରାସ…