Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଚା’ର ସ୍ୱାଦ ବଢାଇବ ସ୍ପେଶାଲ ମଶଲା

ଭୁବନେଶ୍ୱର : ଚା’ର ସ୍ୱାଦ ବଢାଇବା ପାଇଁ କିଛି ମଶଲା ବ୍ୟବହାର କରନ୍ତୁ। ଯାହା ଚା’କୁ ଆହୁରି ସ୍ୱାଦିଷ୍ଟ କରିଥାଏ। ଆଜି କାଲି ବ୍ୟସ୍ତ ବହୁଳ ଜୀବନ ଶୈଳୀରେ ଚା’ଟିକେ ନିହାତି ଦରକାର। ଆଉ କିଛି ଲୋକଙ୍କ ପାଇଁ ଏହି ଚା’ ଯେମତି ନିତିଦିନିଆ ପିଇବା ଦରକାର। ତେବେ ଚା’କୁ ଅଧିକ ସ୍ୱାଦିଷ୍ଟ କରିବା…

ଆସନ୍ତୁ ୨୦୩୦ ସୁଦ୍ଧା ବିଶ୍ୱକୁ ହେପାଟାଇଟିସ୍ ମୁକ୍ତ କରିବା

ଡ. ମନୋଜ କୁମାର ସାହୁ  ହେପାଟାଇଟିସ୍ ଯକୃତର ଏକ ସଂକ୍ରମଣ ଯାହା ଆଜି ପୃଥିବୀରେ ଏକ ଭୟଙ୍କର ବ୍ୟାଧିରେ ପରିଣତ ହୋଇଛି । ଭାଇରାଲ୍ ହେପାଟାଇଟିସ୍‌ର ମୁଖ୍ୟ ଭାଇରସ୍‌ ଗୁଡ଼ିକ ହେଲା ହେପାଟାଇଟିସ୍ ଏ, ବି, ସି, ଡି ଏବଂ ଇ । ଏହି ରୋଗ ବର୍ତମାନ ଭାରତ ତଥା ସାରା ବିଶ୍ୱରେ ଚିନ୍ତାର କାରଣ…

ମହିଳା ଦୀର୍ଘାୟୁ; ସୁସ୍ଥ ବଞ୍ଚନ୍ତି ପୁରୁଷ

ନୂଆଦିଲ୍ଲୀ: ବଦଳୁଥିବା ସମୟ, ପରିବର୍ତ୍ତିତ ପାଣିପାଗ, ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟ ଓ ମେଡିସିନର ବହୁଳ ବ୍ୟବହାର ମଣିଷର ଆୟୁ କମାଇଦଇଛି। ଓ୍ଵାର୍ଲଡ ହେଲଥ ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁସାରେ ଭାରତରେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ହାରାହାରି ୩ ବର୍ଷ ଅଧିକ ବଞ୍ଚନ୍ତି। କିନ୍ତୁ ଉତ୍ତମ…

ଅବହେଳା କରନ୍ତୁନାହିଁ! କରୋନା ପରେ କିଡନୀ ରୋଗ ବି ହୋଇପାରେ

ଭୁବନେଶ୍ଵର: କରୋନା ଫୁସଫୁସକୁ ଆକ୍ରମଣ କରୁଛି। ଏ ସାଂଘାତିକ ଭାଇରସ୍ ଗଳାରୁ ବାହାରି ଫୁସଫୁସକୁ ଗଲେ, ରୋଗୀ ଗୁରୁତର ହେଉଛି। କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ  ହେଉଛି। କିନ୍ତୁ ସୁସ୍ଥ ହେଉଥିବା ଲୋକ ବି ନିରାପଦ ନୁହନ୍ତି। କରୋନାରୁ ସୁସ୍ଥ ହେବା ପରେ ଅନ୍ୟ ରୋଗର ଶିକାର ହେଉଛନ୍ତି। କରୋନା…

ଅଣଲାଭକାରୀ ଡାକ୍ତରଖାନାର ଚିହ୍ନଟ ଓ ବିକାଶ ଉପରେ ନିତି ଆୟୋଗଙ୍କ ଗୁରୁତ୍ଵ

ନୂଆଦିଲ୍ଲୀ: ଦେଶରେ ଥିବା ଅଣଲାଭାକାରୀ ଡାକ୍ତରଖାନାଗୁଡ଼ିକର ଚିହ୍ନଟ ଓ ସେଗୁଡ଼ିକର ପରିଚାଳନା ଶୈଳୀକୁ ଗୁରୁତ୍ଵ ଓ ଭଲ ପ୍ରଦର୍ଶନ କରୁଥିବା ଏଭଳି ବର୍ଗର ଡାକ୍ତରଖାନାକୁ ପ୍ରୋତ୍ସାହନ ଉପରେ ଗୁରୁତ୍ଵ ଦେଇଛନ୍ତି ନିତି ଆୟୋଗ। ଦେଶରେ ମୁଖ୍ୟତଃ ୩ ପ୍ରକାର ଡାକ୍ତରଖାନା ଅଛି। ପ୍ରଥମେ ସରକାରୀ…

ବଜାରକୁ ଆସିଲା କରୋନା ଔଷଧ ‘ଟୁ-ଡିଜି’

ହାଇଦ୍ରାବାଦ: କରୋନା ଯୁଦ୍ଧରେ ଏକ ଅମୋଘ ଅସ୍ତ୍ର ହେବ ବୋଲି ଆଶା କରାଯାଉଥିବା  ଔଷଧ ‘୨-ଡିଜି’ର ବଜାରରେ ଉପଲବ୍ଧ ହେବା ଆମ୍ଭ ହୋଇଛି। ତେବେ ପ୍ରଥମେ ଏହା କେବଳ ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ଯୋଗାଣ ହେବ। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଉପଲବ୍ଧ ହେବ ବୋଲି ଏହା…

ଲୋ କାର୍ବ ଡାଏଟ୍‌ କଣ? ଜାଣନ୍ତୁ ଏଥିରେ କେଉଁସବୁ ଖାଦ୍ୟ ଗ୍ରହଣ କରାଯାଏ

ନୂଆଦିଲ୍ଲୀ: ସମ୍ପ୍ରତି ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଡାଏଟ୍ ଆପଣଉଛନ୍ତି। ଏଥି ମଧ୍ୟରେ ଆଟକିନ୍ସ ଡାଏଟ୍, କିଟୋ ଡାଏଟ୍, ଡ୍ୟାସ୍ ଡାଏଟ୍, ଜୋନ୍ ଡାଏଟ୍ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହା ସହିତ, ଲୋ କାର୍ବ ଡାଏଟ୍ ମଧ୍ୟ ଓଜନ ହ୍ରାସ ପାଇଁ ଟ୍ରେଣ୍ଡରେ ରହିଛି। ଏଥିରେ, ବ୍ୟକ୍ତି…

ସେପ୍ଟେମ୍ବରରେ ଶିଶୁଙ୍କୁ ଟିକା:ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଶିଶୁଙ୍କ ପାଇଁ ଭାରତ ବାୟୋଟେକ୍ ପ୍ରସ୍ତୁତ କୋଭାକ୍ସିନ ଟିକା ସେପ୍ଟେମ୍ବରରେ ଉପଲବ୍ଧ ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବରରେ ଏହାର ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ତଥ୍ୟ ମିଳିବ। ସେହି ମାସରେ ଏହାକୁ ମଞ୍ଜୁରି ମିଳିଯିବାର ସମ୍ବାବନା ରହିଛି ବୋଲି କହିଛନ୍ତି ଏମ୍ସର…

ମହାମାରୀ ସମୟରେ ଚାପଗ୍ରସ୍ତ ଲୋକଙ୍କ ସଂଖ୍ୟା ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି ; ରିପୋର୍ଟ

ସୋନିପତ୍‌: ସମ୍ପ୍ରତି ଦେଶରେ କରୋନା ସଂକ୍ରମଣର ହାର ହ୍ରାସ ପାଇବାରେ ଲାଗିଛି। ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ହୋଇଯାଇଛି। ତେବେ ରିପୋର୍ଟ ଅନୁଯାୟୀ ସାମାଜିକ ଦୂରତା ମାନସିକ ସ୍ବାସ୍ଥ୍ୟ ଉପରେ ନିଜର ପ୍ରତିକୂଳ ପ୍ରଭାବ ପକାଇପାରେ। କଲମ୍ବିଆ…

ମହାମାରୀ ସମୟରେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ହେଲେ ନିୟମିତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱରେ ବିପର୍ଯ୍ୟୟର କାରଣ ହୋଇଛି। ଲୋକେ ଶାରୀରିକ ଏବଂ ମାନସିକ ସ୍ତରରେ ଅନେକ କ୍ଷତି ସହୁଛନ୍ତି। କେବେ ସ୍ଥିତି ସ୍ବାଭାବିକ ହେବ ତାହାର କୌଣସି ଚିହ୍ନବର୍ଣ୍ଣ ନାହିଁ। ତଥାପି, ଏହି ସବୁ ସମସ୍ୟା ମଧ୍ୟରେ ଆମକୁ ଆଗକୁ ବଢିବା ଲାଗି ଚେଷ୍ଟା କରିବାକୁ…