Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଶୀତଦିନେ ନିଜ ଡାଏଟ୍ ରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ; ଶରୀରକୁ ଭିତରୁ ରଖିବ ଉଷ୍ମ

ଭୁବନେଶ୍ୱର: ଆରମ୍ଭ ହୋଇ ଯାଇଛି ଶୀତଋତୁ। ଧୀରେ ଧୀରେ ଥଣ୍ଡାର ପ୍ରକୋପ ମଧ୍ୟ ବଢ଼ିବାରେ ଲାଗିଛି। ବଢୁଥିବା ଥଣ୍ଡାକୁ ଦୃଷ୍ଟିରେ ରଖି ଆମେ ଶରୀର ଉଷ୍ମ ରଖିବାକୁ ଗରମ ପୋଷାକ ପରିଧାନ କରନ୍ତି। ମାତ୍ର ଏହା ଶରୀର ପାଇଁ ଯଥେଷ୍ଟ ନୁହେଁ। ଶରୀରକୁ ବାହାରୁ ନୁହେଁ ଭିତରୁ ମଧ୍ୟ ଉଷ୍ମ ରଖିବା ମଧ୍ୟ…

ସମ୍ପର୍କରେ ଫାଟ ସୃଷ୍ଟି କରେ ଏହିସବୁ ଖରାପ ଅଭ୍ୟାସ

ଭୁବନେଶ୍ୱର: ପ୍ରେମର ସାର୍ଥକତା ଯେ କେବଳ ଏକାଠି ବୁଲାବୁଲି କି ଦୁଇ ପଦ ମିଠା କଥାରେ ସୀମିତ ନୁହେଁ। ପ୍ରେମର ପ୍ରକୃତ ଅର୍ଥ ପରସ୍ପରକୁ ବୁଝିବା,ଏକାଠି ଭଲ ସମୟ କଟାଇବା, ସବୁ ପରିସ୍ଥିତିରେ ସାଙ୍ଗରେ ରହିବା ଇତ୍ୟାଦି। କିନ୍ତୁ କିଛି ସାମାନ୍ୟ କଥା ପାଇଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।…

ପ୍ରତିଦିନ କରନ୍ତୁ ଏହି ୫ ଟି ଅଭ୍ୟାସ; ବୟସ ତୁଳନାରେ ଦେଖାଯିବେ ଅଧିକ ସତେଜ

ଭୁବନେଶ୍ୱର: ବୟସ ବଢ଼ିବା ସହ ଏହାର ଛାପ ତ୍ୱଚାରେ ଦେଖାଯାଏ।ମାତ୍ର ଆଜୀବନ ସତେଜ ଦେଖାଯିବା ପାଇଁ ସମସ୍ତେ ଚାହିଁଥାଆନ୍ତି। ଯଦି ଆପଣ ଆପଣଙ୍କ ବୟସ ତୁଳନାରେ ଶରୀରକୁ ଅଧିକ ସତେଜ ରଖିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦୈନନ୍ଦିନ ଜୀବନରେ କିଛି ଅଭ୍ୟାସକୁ ସାମିଲ କରିବାକୁ ହେବ । ଏପରି ୫…

ଆଜି ବିଶ୍ୱ ଏଡ଼ସ୍ ଦିବସ

ଭୁବନେଶ୍ୱର: ଏଡ଼ସ୍ (ଆକ୍ୱାଡ଼ ଇମୁ୍ୟନ୍ ଡେ଼ଫିସିଏନ୍ସି ସିଣ୍ଡ୍ରୋମ୍) ନାଁ ଶୁଣିଲେ ମନ ଭୟରେ ଥରିଉଠେ ।ଏଡ଼ସ୍ ଡ଼ର ସଭିଙ୍କୁ  । ଗର୍ଭସ୍ଥ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ  । ବୈଜ୍ଞାନିକମାନେ ମଧ୍ୟ ଏଯାଏଁ ଏଡ଼ସ୍ ନିରାକରଣ ପାଇଁ ମେଡ଼ିସିନ୍ ଆବିଷ୍କାର କରିବାରେ ସଫଳତା…

ଅଶୁଭ ସଙ୍କେତ ଦିଏ ଏହିସବୁ ସ୍ୱପ୍ନ

ଭୁବନେଶ୍ୱର: ରାତିରେ ଶୋଇବା ପରେ ସ୍ୱପ୍ନ ଦେଖିବା ମଣିଷର ସ୍ୱାଭାବ। ଶାସ୍ତ୍ର ଅନୁସାରେ ସ୍ବପ୍ନ ଭବିଷ୍ୟତର ସଙ୍କେତ ଦେଇଥାଏ। ଶୋଇବା ସମୟରେ ଆମ ମସ୍ତିଷ୍କ ଅବଚେତନ ଅବସ୍ଥାରେ ଥାଏ ,ସେତେବେଳେ ବିଭିନ୍ନ ପ୍ରକାର କଥା ଚାଲୁଥାଏ ତାହାକୁ ସ୍ବପ୍ନ କୁହାଯାଏ। କିଛି ସ୍ବପ୍ନ ଆମ ପାଇଁ ଅତ୍ୟନ୍ତ ଶୁଭ…

ଫିଟ ରହିବାକୁ ଚାହୁଁଥିଲେ ସକାଳୁ ଖାଆନ୍ତୁ ଏହି ଖାଦ୍ୟ

ଭୁବନେଶ୍ୱର: ନିରୋଗ ଶରୀର ପାଇଁ ସକାଳ ଖାଦ୍ୟ ପ୍ରୋଟିନଯୁକ୍ତ ହେବା ଜରୁରୀ।ଆପଣଙ୍କୁ ସ୍ୱାସ୍ଥ୍ୟବାନ ଓ ଫୁର୍ତ୍ତି ରଖିବା ପାଇଁ କିମ୍ବା ଦିନସାରା ଥକ୍କା ଓ ଅଳସରୁ ମୁକ୍ତି ରହିବା ପାଇଁ ବ୍ରେକଫାଷ୍ଟରେ ପ୍ରୋଟିନଯୁକ୍ତ ଖାଇବା ଉଚିତ। ପୁଷ୍ଟିକର ଖାଦ୍ୟ ଆପଣଙ୍କ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ।…

ଅଣ୍ଟା ବିନ୍ଧା ହେଉଛି କି? ଜାଣନ୍ତୁ କ’ଣ କରିବେ

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନ ଶୈଳୀ ପାଇଁ ଅନେକ ରୋଗ ମଣିଷକୁ ଆକ୍ରାନ୍ତ କରୁଛି। ଦୀର୍ଘ ସମୟ ଧରି ଅଫିସରେ ବସି ରହିବା ହେଉ କି ଅଧିକ ସମୟ ବାଇକ୍‌ ଚଲାଇବା ଅଥବା ମେଦ ବହୁଳତା ପାଇଁ ମଧ୍ୟ ଅଣ୍ଟା ଓ କାନ୍ଧ ବିନ୍ଧିବା ଏବେ ଲୋକଙ୍କର ଯେପରି ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। କଷ୍ଟ କମ୍‌ ପାଇଁ…

ଶରୀରରେ କୋଲେଷ୍ଟ୍ରୋଲର ବଢିବାର କାରଣ ଓ ଏହାର ଘରୋଇ ନିରାକରଣ, ଜାଣନ୍ତୁ

ଭୁବନେଶ୍ୱର: ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଖାଦ୍ୟ ଖାଇବା ଫଳରେ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଇଥାଏ। ଏବଂ ଶ୍ୱେତସାର ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ଟ୍ରାଇଗ୍ଲିସେରାଇଡ୍‌ରେ ପରିଣତ ହୋଇଥାଏ। ଯଦି ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରାନଯାଏ, ତେବେ ଏହା ମଧୁମେହ,…

ଏସିଡିଟିର କାରଣ ଓ ଏହାର ଘରୋଇ ନିରାକରଣ

ଭୁବନେଶ୍ୱର: ଅନିୟମିତ ଖାଦ୍ୟପାନୀୟ ଯୋଗୁଁ ବର୍ତ୍ତମାନ ଏସିଡିଟି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏସିଡିଟି ପାଇଁ ଅନେକ ସମୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଏସିଡିଟି ହେଲେ ଖାଇବାକୁ ଇଚ୍ଛା ହୁଏନାହିଁ, ସହଜରେ ଖାଦ୍ୟ ହଜମ ହୋଇପାରେନାହିଁ, ଆମ୍ବିଳି ହାକୁଟି ଆସେ,…

କାହିଁକି ହୁଏ ବ୍ରେନ ଷ୍ଟ୍ରୋକ୍, କ’ଣ ଏହାର ଲକ୍ଷଣ 

ଭୁବନେଶ୍ୱର: ବ୍ରେନ୍‌ ବା ମସ୍ତିଷ୍କ ଆମ ଶରୀରର ସମସ୍ତ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାଏ। ଏହା ଆମ ଶରୀରର ଏକ ମୁଖ୍ୟ ଅଙ୍ଗ ହେଉଛି ମସ୍ତିଷ୍କ। ମସ୍ତିଷ୍କର କୋଷିକାଗୁଡ଼ିକ ଅହରହ ରକ୍ତ ପ୍ରବାହ, ଅମ୍ଳଯାନ ଓ ଗ୍ଲୁକୋଜ ଉପରେ ନିର୍ଭର କରିଥା’ନ୍ତି। କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ପ୍ରବାହ…