Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଏହିଭଳି ନିଅନ୍ତୁ ଉଲେନ କପଡ଼ାର ଯତ୍ନ…

ଭୁବନେଶ୍ୱର: ଶୀତ ଦାଉରୁ ରକ୍ଷାପାଇବା ପାଇଁ ଶୀତଦିନେ ଆମେ ଭଳିକି ଭଳି ଉଲେନ୍‌ କପଡ଼ାର ବ୍ୟବହାର କରିଥାଉ । ଅନ୍ୟ ଶୀତବସ୍ତ୍ର ତୁଳନାରେ ନା କେବଳ ଏହା ଆରାମଦାୟକ ବରଂ ଏହା ବେଶ୍‌ ଆକର୍ଷଣୀୟ ଏବଂ ଷ୍ଟାଇଲିସ୍‌ ଲୁକ୍‌ ମଧ୍ୟ ଦେଇଥାଏ। ତେବେ ସଠିକ ଭାବେ ଏହିସବୁ ଏହି ଉଲେନ୍‌ କପଡ଼ାର ଯତ୍ନ…

ରୁକ୍ଷ ତ୍ୱଚାରୁ ମୁକ୍ତି ପାଇଁ, ପ୍ରାକୃତିକ ଉପାୟରେ ଘରେ ପ୍ରସ୍ତୁତ କରନ୍ତୁ ଏହି ସେରମ

ଭୁବନେଶ୍ୱର: ଶୀତଦିନରେ ସାଧାରଣତଃ ଅଧିକ ମାତ୍ରାରେ ତ୍ୱଚାର ଯତ୍ନ ନନେଲେ ଏହା ଶୁଷ୍କ ହେବ ସହ ରୁକ୍ଷ ମଧ୍ୟ ହୋଇଯାଏ । ଏହି ସମୟରେ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ବହୁଜଣ ବହୁ ପ୍ରକାରର ଉପାୟ ମାନ ଅବଲମ୍ବନ କରିଥାନ୍ତି । ଏଗୁଡିକ ମଧ୍ୟରୁ କିଛି ଫାଇଦା ଦେଉଥିବା ବେଳେ କିଛି ଆଦୌ ଫରକ…

ମକର ସଂକ୍ରାନ୍ତି ବିଶେଷ ‘ମକର ଚାଉଳ’ର ପ୍ରସ୍ତୁତି ପ୍ରଣାଳୀ…

ଭୁବନେଶ୍ୱର: ମକର ସଂକ୍ରାନ୍ତି ଦିନ ବନ୍ଧୁତ୍ୱର ସମ୍ପର୍କକୁ ମଜବୁତ୍‍ କରିବା ପାଇଁ ବନ୍ଧୁମାନେ ପରସ୍ପର ହାତରେ ସୂତା ବାନ୍ଧିବା ସହ ପରସ୍ପରକୁ ମକର ଚାଉଳ ଖୁଆଇ ଥାଆନ୍ତି। ଆସନ୍ତୁ ଜାଣିବା ଏହି ମକର ଚାଉଳର ପ୍ରସ୍ତୁତି ପ୍ରଣାଳୀ... ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କ୍ଷୀର, କୋରା…

ଶୀତଦିନେ ଥଣ୍ଡା ଲାଗି ରହୁଥିଲେ ଚା’ରେ ମିଶାଇ ପିଅନ୍ତୁ ଏହିସବୁ ଜିନିଷ…

ଭୁବନେଶ୍ୱର: ତାପମାତ୍ରା କମିବା ସହ ଶୀତର ପ୍ରକୋପ ମଧ୍ୟ ବାଡିବାରେ ଲାଗିଛି । ଅନେକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରାହୁଛି । ଅତ୍ୟଧିକ ଥଣ୍ଡା କାରଣରୁ ଲୋକଙ୍କ ଶରୀରରେ ଥଣ୍ଡା ,କାଶ ଭଳି ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ଏଥିରୁ ସାମାନ୍ୟ ଆରାମ ପାଇଁ କିଛି ଲୋକ ଚା ପିଇବାକୁ…

ଖାଇବେ ରସଗୋଲା ଆସିବ ଗୁପଚୁପର ସ୍ୱାଦ; ଜାଣନ୍ତୁ, କେଉଁଠି ହେଉଛି ପ୍ରସ୍ତୁତ

ଭୁବନେଶ୍ୱର: ବିଭିନ୍ନତା ମଧ୍ୟରେ ଏକତା ଆମ ଭାରତ । ଏହାର ଆୟତନ ଯେତିକି ବଡ଼ ସେତିକି ବିଶାଳ ଏହାର ଖାଦ୍ୟ ଖାଇବା ଓ ଖୁଆଇବାର ଶୈଳୀ ।  ଆମେ ଭାରତୀୟ ମାନେ ଖାଇବାକୁ ଏତେ ଭଲ ପାଆନ୍ତି ଯେ, ଖାଦ୍ୟକୁ ନେଇ ପରୀକ୍ଷଣ କରିବାରେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ସେଥିପାଇଁ ଆମର ଏଠାରେ ଫିୟୁଜନ…

ଆପଣ ବ୍ୟବହାର କରୁଥିବା ରିଫାଇନଡ଼ ତେଲ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ, ଜାଣନ୍ତୁ

ଭୁବନେଶ୍ୱର: ଆଜିର ସମୟରେ ସୁସ୍ଥ ଜୀବନ ଅତିବାହିତ କରିବା ନାଁରେ ଆମେ ମାନେ ଅଜାଣତରେ ଅସୁସ୍ଥତା ଦିଗରେ ଗତି କରୁଛନ୍ତି। ନିଜକୁ ସସୁସ୍ଥ ରଖିବା ପାଇଁ ଆମେ ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ସୁସ୍ଥ ରହିବାର ପ୍ରଥମ ପଦକ୍ଷେପ ସୁସ୍ଥ ଖାଦ୍ୟ ଗ୍ରହଣ କରିବା । ଅଧିକାଂଶ ଲୋକ…

ବିଳମ୍ବିତ ରାତି ଯାଏଁ ଚେଇଁ ରହୁଥିଲେ ହୋଇ ଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ୮ ଘଣ୍ଟା ଶୋଇବା ଆବଶ୍ୟକ । କିନ୍ତୁ ଆଜିର ବ୍ୟସ୍ତବହୁଳ ତଥା ଅନିୟମିତ ଜୀବନଶୈଳୀ ଯୋଗୁଁ ଆମେ ସମୟରେ ଖାଇବା ଓ ଶୋଇବା ଏକ ପ୍ରକାର ଭୁଲି ଗଲେଣି । ଯାହା ନାନାଦି ରୋଗର ମୂଳ କାରଣ ସାଜୁଛି। ଅନେକ ଲୋକ ବିଳମ୍ବିତ ରାତିରେ ଶୋଉଥିବାର ଦେଖିବାକୁ…

ଗରମ ପାଣିରେ ଗାଧୋଉଛନ୍ତି କି? ଜାଣି ରଖନ୍ତୁ କ’ଣସବୁ ହେବ ଅସୁବିଧା…

ଭୁବନେଶ୍ୱର: ଶୀତଦିନେ ଥଣ୍ଡାର ପ୍ରଭାବ ଯୋଗୁଁ ଗରମ ପାଣିରେ ଗାଧୋଇବାକୁ ଅନେକ ପସନ୍ଦ କରନ୍ତି । ତେବେ ଆପଣ ଯଦି ସେମାନଙ୍କ ମଧ୍ୟରେ ଜଣେ ହୋଇଥା'ନ୍ତି ତେବେ ଜାଣି ରଖନ୍ତୁ ଏହାଦ୍ୱାରା ହେଉଥିବା ଅସୁବିଧା ସମ୍ପର୍କରେ । ବିଶେଷଜ୍ଞ କହିବା ଅନୁଯାୟୀ, ଆମେ ଗାଧୋଉଥିବା ପାଣିର ତାପମାତ୍ରା ଅତି…

ଏହିସବୁ ବେବି ପ୍ରଡକ୍ଟ ଆପଣଙ୍କୁ ଆଣିଦେବ ପିଲାଙ୍କ ଭଳି କୋମଳ ତ୍ୱଚା !

ଭୁବନେଶ୍ୱର: ବୟସ ଯେତେ ବଢିଲେ ମଧ୍ୟ ଉଭୟ ପୁରୁଷ ଓ ମହିଳା ଆସ କରନ୍ତି ସେମାନଙ୍କ ଚେହେରା କୋମଳ ଓ ଆକର୍ଷଣୀୟ ଲାଗୁ । ଏଥିପାଇଁ ବଜାରରେ ମିଳୁଥିବା କେତେକ ସ୍କିନ କେୟାର ପ୍ରଡକ୍ଟର ମଧ୍ୟ ନିୟମିତ ବ୍ୟବହାର କରନ୍ତି, ଯାହା ଭଲ ବଦଳରେ ତ୍ୱଚାର ଖରାପ ପ୍ରଭାବ ପକାଇଥାଏ। ଏହିସବୁ ପ୍ରଡକ୍ଟରେ…

ଲିଫ୍ଟ ମଧ୍ୟରେ ଫସିଗଲେ କଣ କରିବା ଉଚିତ, ଜାଣନ୍ତୁ

ଭୁବନେଶ୍ୱର: ଉଚ୍ଚ ମହଲାରେ ରହୁଥିବା ଅଧିକାଂଶ ବ୍ୟକ୍ତି ସିଡିରେ ନଯାଇ ଲିଫ୍ଟର ବ୍ୟବହାର କରୁଛନ୍ତି । ଯଦି ଆପଣ କୌଣସି ଛୋଟ ପିଲାଙ୍କୁ ନେଇ ଲିଫ୍ଟରେ ଯାଇଛନ୍ତି କିମ୍ବା ଆପଣଙ୍କ ପିଲାଙ୍କୁ ଏକାକୀ ଲିଫ୍ଟରେ ଛାଡୁଛନ୍ତି ତେବେ ଏସମୟରେ ଆପଣଙ୍କୁ ବିଶେଷ ଭାବେ ସତର୍କ ରହିବା ଉଚିତ୍। ତେବେ…