Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଘରେ କିପରି ପାଇବେ ପାର୍ଲର ଭଳି ମେକଅପ ଲୁକ…

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ବାହାଘର ସିଜିନ। କୌଣସି ପାର୍ଟି କିମ୍ବା ବାହାଘରରେ ଯିବା ପୂର୍ବରୁ ସବୁ ସମୟରେ ଏତେ ଅଧିକ ସମୟ ମିଳିଥାଏ ଯେ, ଆମେ ପାର୍ଲର ଯାଇ ମେକଅପ ହୋଇ ଆସିହେବ। ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଘରେ ଆପଣ କେଉଁଭଳି ନେଇ ପାରିବେ ପାର୍ଲର ଭାଳି ମେକଅପ... ମେକଅପ୍‌…

ପରିବର୍ତ୍ତିତ ପାଗରେ ଏହିପରି ନିଅନ୍ତୁ ନିଜର ଯତ୍ନ …

ଭୁବନେଶ୍ୱର: କିଛିଦିନ ହେବ ପାଗରେ ଖୁବ ପରିବର୍ତ୍ତନ ପରିଲିଖିତ ହେଉଛି । ଦିନରେ ଟାଣ ଖରା ହେଉଥିବା ବେଳେ ରାତିରେ ଥଣ୍ଡା ଅନୁଭୂତ ହେଉଛି । ପାଗର ଏଭଳି ହଠାତ ବଦଳିବା ଦ୍ୱାରା ସାଧାରଣତଃ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି । ବଦଳୁଥିବା ପାଗ ନିଜ ସହ ରୋଗକୁ ଆମନ୍ତ୍ରଣ କରିଥାଏ ।…

ସକାଳୁ ଚାଲନ୍ତୁ ଖାଲି ପାଦରେ ମିଳିବ ଏହିସବୁ ଫାଇଦା !

ଭୁବନେଶ୍ୱର: ଏହି କଥା ତ ସମସ୍ତେ ଜାଣିଛନ୍ତି ଯେ ମର୍ଣ୍ଣିଙ୍ଗ୍ ଓ୍ବାକ୍ କରିବା ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଯେ, ସବୁଜ ଘାସରେ ଖାଲି ପାଦରେ ଚାଲିଲେ ଉଭୟ ଶାରିରୀକ ଏବଂ ମାନସିକ ଚିନ୍ତାକୁ ଦୂର ହୋଇଥାଏ । ଏହା ଏକ ବ୍ୟାୟାମ ଅଟେ କିନ୍ତୁ ଆପଣ ଜାଣିଛନ୍ତି…

ଏହି ସରଳ ଉପାୟରେ ନିଜ କ୍ରୋଧକୁ କରନ୍ତୁ ନିୟନ୍ତ୍ରଣ !

ଭୁବନେଶ୍ୱର: କଣ ଆପଣ କଥା କଥାରେ ରାଗନ୍ତି ? କେବେ ନିଜ ଲୋକଙ୍କ ଉପରେ ରାଗି ତାଙ୍କ ମନ ଦୁଃଖ କରିଛନ୍ତି ? କେବେ ନିଜର ରାଗ ପାଇଁ ନିଜ କାମ ଖରାପ କରିଛନ୍ତି ? ଯଦି ଆପଣଙ୍କ ଏହି ରାଗ ଆପଣଙ୍କ ଜୀବନରେ କିଛି ବ୍ରେକ୍ ଲଗାଇଦେଇଛି । ତେବେ ତଳେ ଦିଆଯାଇଥିବା ଏହି ଟିପ୍ସ ଆପଣାନ୍ତୁ, ଆଉ ନିଜ ରାଗ…

ଅନାମିକା ଆଙ୍ଗୁଳିରେ କାହିଁକି ପିନ୍ଧାଯାଏ ନିର୍ବନ୍ଧ ମୁଦି, ଜାଣନ୍ତୁ…

ଭୁବନେଶ୍ୱର: ବିବାହ ହେଉଛି ଦୁଇ ଆତ୍ମାର ବନ୍ଧନ । ଦୁଇଟି ଅଜଣା ଲୋକଙ୍କୁ ଗୋଟିଏ ସୂତାରେ ବାନ୍ଧି ଦିଏ ଏହି ପବିତ୍ର ବନ୍ଧନ । ବିବାହ ପାଇଁ ଦିନବାର ଠିକ ହେବା ପରେ ପୁଅ ଝିଅଙ୍କର ନିର୍ବନ୍ଧ କରାଯାଇଥାଏ । ସାଧାରଣତଃ ନିର୍ବନ୍ଧରେ ପୁଅ ଝିଅ ପରସ୍ପରକୁ ମୁଦି ପିନ୍ଧାଇ ଏହି ପବିତ୍ର ସମ୍ପର୍କର…

ଏହିସବୁ ପୃଷ୍ଟିସାର ଅଭାବରୁ ଦେଖାଦିଏ ବଧିର ସମସ୍ୟା !

ଭୁବନେଶ୍ୱର: ସୁସ୍ଥ ଶରୀର ପାଇଁ ପୃଷ୍ଟିକର ଖାଦ୍ୟର ଆବଶ୍ୟକତା ଢେର ଅଧିକା । ଶରୀରରେ ଭିଟାମିନ ଯୁକ୍ତ ଖାଦ୍ୟର ଅଭାବ ପରିଲିଖିତ ହେଲେ ନାନାଦି ସମସ୍ୟା ମାନ ଦେଖାଦେଇଥାଏ। ଆଜିକାଲି ଲୋକମାନଙ୍କର ପରିବର୍ତ୍ତିତ ଜୀବନ ଶୈଳୀ ହିଁ ଭିଟାମିନ ଅଭାବର ମୁଖ୍ୟ କାରଣ ସାଜୁଛି । କାମର ଚାପ ବଢ଼ିବା ସହ…

ବିବାହ କରିବା ଆଗରୁ ନିଜ ପାର୍ଟନରଙ୍କୁ ପଚାରିବାକୁ ଭୁଲନ୍ତୁ ନାହିଁ ଏହିସବୁ ପ୍ରଶ୍ନ…

ଭୁବନେଶ୍ୱର: ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମାନଙ୍କ ମଧ୍ୟରୁ ବିବାହ ଅନ୍ୟତମ। ଆପଣ ଯଦି ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ଯାଉଛନ୍ତି ତେବେ ଆମର ଏହି ଲେଖାଟି ଆପଣଙ୍କ ପାଇଁ ହିଁ ଉଦିଷ୍ଟ । ବିବାହ କରିବା ଆଗରୁ ଯଦି ପରସ୍ପର, ପରସ୍ପର ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଅବଗତ ରହିବା…

ଖରାଦିନ ଆରମ୍ଭରୁ ଜାଣି ରଖନ୍ତୁ କିପରି ରଖିବେ ନିଜ ଘରକୁ ଥଣ୍ଡା…

ଭୁବନେଶ୍ୱର: ଶୀତର ପ୍ରକୋପ ନକମୁଣୁ ଆରମ୍ଭ ହୋଇଗଲାଣି ଟାଣ ଖରା। ଆଜିଠାରୁ ଖରାର ତାତି ଦେଖି ଅନୁମାନ କରି ହେଉଛି ଆଗକୁ ଏହାର ପ୍ରକୋପ କେତେ ଅଧିକ ରହିବ । ଖରାଦିନେ ଘରକୁ ଥଣ୍ଡା ରଖିବାକୁ ସମସ୍ତେ ଚାହାନ୍ତି । ଘର ଥଣ୍ଡା ରହିବା ଦ୍ୱାରା କେବଳ ଶାରୀରିକ ନୁହଁ ବରଂ ମାନସିକ ଶାନ୍ତି…

କାହିଁକି ଜନ୍ମ ହୁଅନ୍ତି ଦିବ୍ୟାଙ୍ଗ ସନ୍ତାନ, ଜାଣନ୍ତୁ କାରଣ…

ଭୁବନେଶ୍ୱର: ଗର୍ଭରେ ଶିଶୁକୁ ଧାରଣ କରିବା ସମୟରେ ପୁର ଅପେକ୍ଷା ଅଧିକ ଯତ୍ନବାନ ହୋଇଯାଏ ମାଆ। ପ୍ରତ୍ୟେକ ଗର୍ଭବତୀ ମା’ ଚାହେଁ ଯେ ତା ଗର୍ଭରେ ଥିବା ସନ୍ତାନଟି କିଭଳି ସୁସ୍ଥ ସବଳ ହୋଇ ଜନ୍ମ ହେଉ । କୌଣସି ମା’ ଚାହିଁବନି ତା'ର ପିଲାଟି ଠାରେ କୌଣସି ପ୍ରକାରର ଖୁଣ ରହୁ ବା ଦିବ୍ୟାଙ୍ଗ…

ଆପଣ ଜାଣନ୍ତିକି ଧାର୍ମିକ କାର୍ଯ୍ୟରେ କାହିଁକି ଜଳାଯାଏ ନାହିଁ ବାଉଁଶ…

ଭୁବନେଶ୍ୱର: ମଣିଷର ମୃତ୍ୟୁ ପରେ ତାକୁ ବାଉଁଶ କୋକେଇରେ ନେବାର ବିଧି ରହିଥିବା ବେଳେ ହିନ୍ଦୁ ଧର୍ମରେ ଦାହ କାର୍ଯ୍ୟରେ କାଠ ବ୍ୟତୀତ ବାଉଁଶର ଉପଯୋଗ ସମ୍ପୂର୍ଣ୍ଣ ବର୍ଜିତ ଅଟେ । ବାଉଁଶ କାଠ କୌଣସି ଧାର୍ମିକ ବିଧିବିଧାନ ହେଉ ଅଥବା ସଂସ୍କାରରେ ଜଳାଇବା କାର୍ଯ୍ୟରେ ଆସେନାହିଁ । ତେବେ କେବଳ…