Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ବିଶ୍ୱ ଏଡ଼ସ୍ ଦିବସରେ ଜାଣନ୍ତୁ ଏଚ୍‌ଆଇଭି ରୋଗୀଙ୍କ ପାଇଁ ଡାଏଟ ପ୍ଲାନ

ଭୁବନେଶ୍ୱର: ଡିସେମ୍ବର ୧ କୁ ସାରା ବିଶ୍ୱରେ 'ଏଡସ୍ ଦିବସ' ଭାବେ ପାଳନ କରାଯାଉଛି। ଏହି ରୋଗର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କୁ ବିଭିନ୍ନ ବିଷୟ ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ। ଏଚ୍‌ଆଇଭି ପୀଡ଼ିତ ବ୍ୟକ୍ତି ନିଜ ଡାଏଟ୍‌ରେ ଏହିସବୁ ଖାଦ୍ୟକୁ ସାମିଲ କଲେ ସେମାନଙ୍କ ଇମ୍ୟୁନିଟି ସିଷ୍ଟମ୍‌…

ନିୟମିତ ଖାଆନ୍ତୁ ଏହିଫଳ, ନିୟନ୍ତ୍ରଣରେ ରହିବ ମଧୁମେହ

ଭୁବନେଶ୍ୱର: ଏକ ସର୍ଭେରୁ ଜଣାପଡିଛି ଯେ, ସାରା ବିଶ୍ୱରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଭାରତରେ ସର୍ବାଧିକ । ତେବେ ଅଧିକାଂଶ ଲୋକ ଡାଇବେଟିସ ନିୟନ୍ତ୍ରଣ ପାଇଁ ମେଡିସିନ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି । ଡାଇବେଟିସ ମଣିଷକୁ ଦୁର୍ବଳ କରିଦେବା ସହ ଶରୀରରେ ରୋଗପ୍ରତିରୋଧକ ଶକ୍ତି…

ଜଗନ୍ନାଥଙ୍କ ମହାପ୍ରସାଦ ‘କାନିକା’ର ପ୍ରସ୍ତୁତି ବିଧି, ଜାଣନ୍ତୁ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ତିନିଠାକୁରଙ୍କ ପାଖରେ ପ୍ରତିଦିନ ଲାଗି ହୁଏ ୫୬ ପ୍ରକାର ପ୍ରସାଦ । ଏହି ୫୬ ଭୋଗ ମଧ୍ୟରୁ କାନିକା ଅନ୍ୟତମ । ଏହାକୁ ମିଠା ଅବଢ଼ା ମଧ୍ୟ କୁହାଯାଏ । ଏହା ପ‌ହିଲି ଭୋଗବେଳେ ଏବଂ ଅନ୍ୟ ଦିନେ ମଧ୍ୟ ତିଆରି ହୁଏ । ୧୯୧୦ ମସିହା ପରେ ଏହା ଗୋପାଳ ବଲ୍ଲଭ ଭୋଗର ଅଂଶ ଭାବେ…

ନିୟମିତ ଗରମପାଣିରେ ଗାଧୋଇଲେ ହୋଇଥାଏ ଏହିସବୁ ଅସୁବିଧା !

ଭୁବନେଶ୍ୱର: ଶୀତଦିନେ ଅଧିକାଂଶ ଲୋକ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ନିୟମିତ ଗରମ ପାଣିରେ ଗାଧେଇବା ଦ୍ୱାରା ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଆସନ୍ତୁ ଜାଣିବା ଗରମ ପାଣିରେ ଗାଧୋଇଲେ ଶରୀରକୁ କଣ କ୍ଷତି ପହଞ୍ଚି ଥାଏ। ତ୍ୱଚାର ଚମକ କମି…

ସ୍ୱାସ୍ଥ୍ୟ ପାଇଁ ସଞ୍ଜିବନୀ ଘିଁକୁଆରୀ !

ଭୁବନେଶ୍ୱର: ଘିଁକୁଆରୀ (ଆଲୋବେରା) ଔଷଧୀୟ ଗୁଣରେ ଭରପୂର ହୋଇଥାଏ। ଘିଁକୁଆରୀର ଜେଲ୍ ଏବଂ ଏହାର ରସ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଶରୀର ସମସ୍ତ ଅସୁବିଧାର ସମାଧାନ ଏହା ନିକଟରେ ଥିବାରୁ ଏହାକୁ ସ୍ୱାସ୍ଥ୍ୟର ସଞ୍ଜିବନୀ ବୋଲି କୁହାଯାଏ । ଆସନ୍ତୁ ଜାଣିବା ଘିଁକୁଆରୀର…

ଏହିସବୁ ଘରୋଇ ଉପଚାର ଦ୍ୱାରା ଠିକ କରନ୍ତୁ ଫାଟି ଯାଇଥିବା ଗୋଇଠି…

ଭୁବନେଶ୍ୱର : ଆରମ୍ଭ ହୋଇ ଗଲାଣି ଶୀତଋତୁ। ଶୀତର ଆଗମନରେ ଦେହ ହାତ ସତେ ଯେପରି ଶୁଷ୍କ ହୋଇଯାଏ। ଶୀତ ପ୍ରଭାବରୁ ଅଧିକାଂଶ ଲୋକଙ୍କର ପାଦ ଗୋଇଠି ଫାଟିବା ସମସ୍ୟା ଦେଖା ଦେଇଥାଏ। ଗୋଇଠି ଅଧିକ ଫାଟିବା ଯୋଗୁ ଅନେକ ସମୟରେ ରକ୍ତ ବାହାରିବାର ଆଶଙ୍କା ମଧ୍ୟ ରହିଥାଏ। ତେବେ ଏଥିରୁ ରକ୍ଷା ପାଇବା…

ଜାଣନ୍ତୁ, କିପରି ଦୂର କରିବେ କ୍ୟାଲସିୟମ ଅଭାବ ଜନିତ ସମସ୍ୟା

ଭୁବନେଶ୍ୱର: ଆମ ଶରୀରରେ କ୍ୟାଲସିୟମର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ବିଶେଷ କରି ହାଡ଼ ଓ ଦାନ୍ତକୁ ମଜବୁତ ରଖିବା ପାଇଁ କ୍ୟାଲସିୟମ ଅନେକ ମାତ୍ରାରେ ସହାୟକ ହୋଇଥାଏ । ଏହାଛଡାକ୍ୟାଲସିୟମ୍ ମାଂସପେଶୀ ସଞ୍ଚାଳନ, ରକ୍ତ ସଞ୍ଚାଳନ, ଏନଜାଇମ୍, ହରମୋନଜନୀତ କାର୍ଯ୍ୟକଳାପ ସଠିକ୍ ଭାବେ…

ଓଜନ କମାଇବ ଧନିଆ !

ଭୁବନେଶ୍ୱର: ମୋଟାପଣ ଏବଂ ଓଜନ ବଢିବା ସମସ୍ତଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଓଜନ କମାଇବା ପାଇଁ ଲୋକମାନେ ଜିମ୍ ଏବଂ ଏକ୍ସରସାଇଜର ସାହାରା ନେଇଥାନ୍ତି । ଜିମ୍ ଯାଇ ଏକ୍ସରସାଇଜ ଏବଂ ଡାଏଟିଙ୍ଗ କରିବା ଦ୍ୱାରା ମଧ୍ୟ ମୋଟାପଣ କମିନଥାଏ । ଆସନ୍ତୁ ଜାଣିବା ଘର ତିଆରି ଏକ ପାନୀୟ…

ଶୀତଦିନେ ନିୟମିତ ଖାଆନ୍ତୁ କମଳା, ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର: ଶୀତଦିନରେ କମଳା ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏଥିରେ ଭିଟାମିନ ସି ପର୍ଯ୍ୟାପ୍ତ ପରିମାଣରେ ଥିବାରୁ ଏହା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ। କର୍କଟ ଠାରୁ ମଧୁମେୟ ରୋଗର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଜାଣନ୍ତୁ ଶୀତଦିନେ କମଳା କିପରି…

ମଧୁମେହ ପାଇଁ ରାମବାଣ ଏହି ଜୁସ !

ଭୁବନେଶ୍ୱର: ମନୁଷ୍ୟ ଶରୀରରେ ଇନସୁଲିନ ହରମୋନର ପରିମାଣ କମ ହୋଇଗଲେ ଡାଇବେଟିସ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ପରିବା ସମ୍ପର୍କରେ କହିବାକୁ ଯାଉଛୁ ଯାହା ଇନସୁଲିନ ଭଳି ପୋଷକ ତତ୍ତ୍ୱରେ ଭରି ରହିଥାଏ ଓ ଡାଇବେଟିସ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ତାହା ହେଉଛି କଲରା।…