Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଆପଣ ବ୍ୟବହାର କରୁଥିବା ରିଫାଇନଡ଼ ତେଲ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ, ଜାଣନ୍ତୁ

ଭୁବନେଶ୍ୱର: ଆଜିର ସମୟରେ ସୁସ୍ଥ ଜୀବନ ଅତିବାହିତ କରିବା ନାଁରେ ଆମେ ମାନେ ଅଜାଣତରେ ଅସୁସ୍ଥତା ଦିଗରେ ଗତି କରୁଛନ୍ତି। ନିଜକୁ ସସୁସ୍ଥ ରଖିବା ପାଇଁ ଆମେ ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ସୁସ୍ଥ ରହିବାର ପ୍ରଥମ ପଦକ୍ଷେପ ସୁସ୍ଥ ଖାଦ୍ୟ ଗ୍ରହଣ କରିବା । ଅଧିକାଂଶ ଲୋକ…

ବିଳମ୍ବିତ ରାତି ଯାଏଁ ଚେଇଁ ରହୁଥିଲେ ହୋଇ ଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ୮ ଘଣ୍ଟା ଶୋଇବା ଆବଶ୍ୟକ । କିନ୍ତୁ ଆଜିର ବ୍ୟସ୍ତବହୁଳ ତଥା ଅନିୟମିତ ଜୀବନଶୈଳୀ ଯୋଗୁଁ ଆମେ ସମୟରେ ଖାଇବା ଓ ଶୋଇବା ଏକ ପ୍ରକାର ଭୁଲି ଗଲେଣି । ଯାହା ନାନାଦି ରୋଗର ମୂଳ କାରଣ ସାଜୁଛି। ଅନେକ ଲୋକ ବିଳମ୍ବିତ ରାତିରେ ଶୋଉଥିବାର ଦେଖିବାକୁ…

ଗରମ ପାଣିରେ ଗାଧୋଉଛନ୍ତି କି? ଜାଣି ରଖନ୍ତୁ କ’ଣସବୁ ହେବ ଅସୁବିଧା…

ଭୁବନେଶ୍ୱର: ଶୀତଦିନେ ଥଣ୍ଡାର ପ୍ରଭାବ ଯୋଗୁଁ ଗରମ ପାଣିରେ ଗାଧୋଇବାକୁ ଅନେକ ପସନ୍ଦ କରନ୍ତି । ତେବେ ଆପଣ ଯଦି ସେମାନଙ୍କ ମଧ୍ୟରେ ଜଣେ ହୋଇଥା'ନ୍ତି ତେବେ ଜାଣି ରଖନ୍ତୁ ଏହାଦ୍ୱାରା ହେଉଥିବା ଅସୁବିଧା ସମ୍ପର୍କରେ । ବିଶେଷଜ୍ଞ କହିବା ଅନୁଯାୟୀ, ଆମେ ଗାଧୋଉଥିବା ପାଣିର ତାପମାତ୍ରା ଅତି…

ଏହିସବୁ ବେବି ପ୍ରଡକ୍ଟ ଆପଣଙ୍କୁ ଆଣିଦେବ ପିଲାଙ୍କ ଭଳି କୋମଳ ତ୍ୱଚା !

ଭୁବନେଶ୍ୱର: ବୟସ ଯେତେ ବଢିଲେ ମଧ୍ୟ ଉଭୟ ପୁରୁଷ ଓ ମହିଳା ଆସ କରନ୍ତି ସେମାନଙ୍କ ଚେହେରା କୋମଳ ଓ ଆକର୍ଷଣୀୟ ଲାଗୁ । ଏଥିପାଇଁ ବଜାରରେ ମିଳୁଥିବା କେତେକ ସ୍କିନ କେୟାର ପ୍ରଡକ୍ଟର ମଧ୍ୟ ନିୟମିତ ବ୍ୟବହାର କରନ୍ତି, ଯାହା ଭଲ ବଦଳରେ ତ୍ୱଚାର ଖରାପ ପ୍ରଭାବ ପକାଇଥାଏ। ଏହିସବୁ ପ୍ରଡକ୍ଟରେ…

ଲିଫ୍ଟ ମଧ୍ୟରେ ଫସିଗଲେ କଣ କରିବା ଉଚିତ, ଜାଣନ୍ତୁ

ଭୁବନେଶ୍ୱର: ଉଚ୍ଚ ମହଲାରେ ରହୁଥିବା ଅଧିକାଂଶ ବ୍ୟକ୍ତି ସିଡିରେ ନଯାଇ ଲିଫ୍ଟର ବ୍ୟବହାର କରୁଛନ୍ତି । ଯଦି ଆପଣ କୌଣସି ଛୋଟ ପିଲାଙ୍କୁ ନେଇ ଲିଫ୍ଟରେ ଯାଇଛନ୍ତି କିମ୍ବା ଆପଣଙ୍କ ପିଲାଙ୍କୁ ଏକାକୀ ଲିଫ୍ଟରେ ଛାଡୁଛନ୍ତି ତେବେ ଏସମୟରେ ଆପଣଙ୍କୁ ବିଶେଷ ଭାବେ ସତର୍କ ରହିବା ଉଚିତ୍। ତେବେ…

ନିୟମିତ ଖାଆନ୍ତୁ ଡାଲିମ୍ବ, ନିଶ୍ଚିତ ଭଲହେବ ଏହି ୭ଟି ରୋଗ !

ଭୁବନେଶ୍ୱର: ସ୍ୱାସ୍ଥ୍ୟ ପକ୍ଷେ ଅନେକ ଉପକାରୀ ହୋଇଥାଏ ଡାଲିମ୍ବ । ଡ଼ାଳିମ୍ବରେ ପ୍ରଚୁର ପରିମାଣରେ ଫାଇବର ଓ ଭିଟାମିନ ପ୍ରଚୁର ପରିମାଣରେ ରହିଥାଏ । ଏହାସହ ଅନେକ ଖଣିଜ ପୋଷକ ତତ୍ତ୍ଵ ମଧ୍ୟ ଭରିରହିଥାଏ । ଲୌହ, ମାଗ୍ନେସିୟମ, ଫସଫରସ, ମାଙ୍ଗାନିଜ, ଜିଙ୍କ, ଓମେଗା-୩ ଆଦି ପୋଷକତତ୍ତ୍ଵ ଏଥିରେ…

ଭାଇଚାରାର ସହର କଟକର ନିଆରା ରଘୁ ଦହିବରା…

କଟକ: ଦହିବରା-ଆଳୁଦମକୁ ଏକ ପାରମ୍ପରିକ ଓଡ଼ିଆ ଖାଦ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶାର ପ୍ରତ୍ୟେକ ସ୍ଥାନରେ ଏହା ଉପଲବ୍ଧ ହୋଇଥାଏ । ତେବେ କଟକର ଦହିବରା ଅନ୍ୟ ସମସ୍ତ ସ୍ଥାନର ଦହିବରା-ଆଲୁଦମ ଠାରୁ ନିଆରା ବୋଲି କୁହାଯାଏ । କଟକ ସହର ଦହିବରା-ଆଳୁଦମ ପାଇଁ ଖ୍ୟାତିଲାଭ କରିଛି ।…

ଚକଲେଟ ଭଲ କରିବ କ୍ୟାନସର !

ଭୁବନେଶ୍ୱର: ପିଲାଠାରୁ ବୁଢ଼ା ଚକଲେଟ ସମସ୍ତଙ୍କର ଅତିପ୍ରିୟ । ଚକଲେଟ ଖାଇବା ପାଇଁ କିଏ ବା ଭଲନପାଏ । ଆପଣ ଯଦି ଚକଲେଟ ଖାଇବାକୁ ପସନ୍ଦ କରୁଥାନ୍ତି ତେବେ ଜାଣି ରଖନ୍ତୁ ଏଥିରୁ କଣ ସବୁ ଫାଇଦା ମିଳେ ... ମାତ୍ର ମନେ ରଖନ୍ତୁ ଯେକୌଣସି ଜିନିଷ ଦରକାରଠୁ ଅଧିକ ସ୍ୱାସ୍ଥ୍ୟ ପକ୍ଷେ…

ଆଜିଠାରୁ ବନ୍ଦ କରନ୍ତୁ ଖାଲି ପେଟରେ ଚା’ ପିଇବା, ନହେଲେ ହୋଇପାରେ ଏହିସବୁ ରୋଗ

ଭୁବନେଶ୍ୱର: ଆମ ଦୈନନ୍ଦିନ ଜୀବନରେ ଚା' ଏକ ଅଭିନ୍ନ ଅଙ୍ଗ ହୋଇ ସାରିଛି । ଅନେକ ଲୋକ ଚା' ପିଇ ନିଜ ଦିନର ଆରମ୍ଭ କରିବାକୁ ପସନ୍ଦ କରନ୍ତି । ଚା' ପିଇବା ଦ୍ୱାରା ସେମାନଙ୍କୁ ଫୁର୍ତ୍ତି ଲାଗୁଥିବା କହନ୍ତି ।ଆପଣ ଯଦି ଖାଲି ପେଟରେ ଚା' ପିଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ଆସନ୍ତୁ ଜାଣିବା…

ମିଠା ଖାଇଲେ ହୋଇନଥାଏ ଡାଇବେଟିସ !

ଭୁବନେଶ୍ୱର: ଅନେକ ସମୟରେ ଆମେ ଲୋକଙ୍କୁ କହୁଥିବାର ଶୁଣିଥିବା ଅଧିକ ମିଠା ଖାଇଲେ ଡାଇବେଟିସ ହୋଇଥାଏ । ପ୍ରକୃତରେ ମିଠା ଖାଇଲେ ମଧୁମେହ ରୋଗ ହୋଇନଥାଏ । ମଧୁମେହ ରୋଗୀଙ୍କୁ ଡ଼ାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଯେଉଁମାନଙ୍କୁ ଏହି ରୋଗ ହୋଇନାହିଁ ସେମାନେ ମିଠା…