Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଅଁଳା ନବମୀରେ କରନ୍ତୁ ଏହିସବୁ କାମ, ନିଶ୍ଚିତ ମିଳିବ ଶୁଭଫଳ !

ଭୁବନେଶ୍ୱର: କାର୍ତ୍ତିକ ମାସ ଶୁକ୍ଲପକ୍ଷ ତିଥି ନବମୀରେ ପଡେ ଅଁଳା ନବମୀ । ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ । ଏହି ଦିନ ଅଁଳା ଗଛକୁ ପୂଜା କଲେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ମିଳୁଥିବା ବିଶ୍ୱାସ ରହିଛି । ଜ୍ୟୋତିର୍ବିଦଙ୍କ କହିବାନୁଯାୟୀ, ଏହି ଦିନ ଅଁଳାର ରସ ଗାଧୋଇବା…

ଘରେ ରଖନ୍ତୁ ମୟୁର ଚୂଳ; ଟଳିଯିବ ସବୁ ଅମଙ୍ଗଳ

ଭୁବନେଶ୍ୱର: ମୟୁର ଚୂଳ ଦେଖିବାକୁ ଯେତେ ସୁନ୍ଦର ଆମ ସଂସ୍କୃତିରେ ମଧ୍ୟ ତାର ସେତିକି ମାନ୍ୟତା ରହିଛି । ପୌରାଣିକ କଥା ଅନୁଯାୟୀ ଭଗବାନ କୃଷ୍ଣ ମୟୁର ଚୂଳ ତାଙ୍କ ପଗଡି ରେ ଲଗେଇବା ବହୁତ ପସନ୍ଦ ଥିଲେ । କୁହାଯାଏ କି ମୟୁର ଚୂଳ ଘରେ ରହିଲେ ଘରର ସବୁ ଅମଙ୍ଗଳ ଟଳିଯାଏ ବୋଲି । ତେବେ…

ଏହି ଘରୋଇ ଉପଚାର ମାଧ୍ୟମରେ ଭଲ କରନ୍ତୁ ଆଜ୍ମା ରୋଗ !

ଭୁବନେଶ୍ୱର: ଋତୁ ବଦଳିବା ସହିତ ବାୟୁମଣ୍ଡଳରେ ଧୂଳିକଣା ଓ ବ୍ୟାକ୍ଟେରିଆ ମଧ୍ୟ ବୃଦ୍ଧି ପାଇଲେ ଆରମ୍ଭ ହୁଏ ଆଜ୍ମା ଗୋଗୀଙ୍କ କଷ୍ଟ। ଆଲର୍ଜି ଗମ୍ଭୀର ରୂପ ଧାରଣ କଲେ ଏହା ଆଜ୍ମାରେ ପରିବର୍ତ୍ତିତ ହୋଇଥାଏ। ଋତୁ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଏହି ରୋଗ କ୍ଷତିକାରକ ହୋଇଥାଏ। ଯେ କୌଣସି ବୟସର…

ବ୍ରେକଅପ ପରେ ନୂଆ ସମ୍ପର୍କ ଗଢିବାକୁ ଯାଉଥିଲେ ଧ୍ୟାନରେ ରଖନ୍ତୁ ଏହିସବୁ କଥା

ଭୁବନେଶ୍ୱର: ସମ୍ପର୍କ ଟିଏ ଭାଙ୍ଗିଗଲେ କଷ୍ଟ ହେବ ସ୍ୱାଭାବିକ । ଖାସ କରି ପ୍ରେମ ସମ୍ପର୍କରେ ବ୍ରେକଅପ ହେବାପରେ କିଛି ଲୋକ ଭାଙ୍ଗିପଡୁଥିବା ବେଳେ ଆଉକିଛି ଏହାକୁ ଦୃଢ଼ତାର ସହ ସାମ୍ନା କରନ୍ତି । ଗୋଟିଏ ସମ୍ପର୍କର ତିକ୍ତତା ମନରୁ ଅପସାରି ଦେଇ ନୂଆ ସମ୍ପର୍କ ଗଢିବା ଦିଗରେ ନିଜକୁ…

କାହିଁକି ପିନ୍ଧିବେ ତମ୍ବା ମୁଦି, ଜାଣନ୍ତୁ

ଭୁବନେଶ୍ୱର: ଆପଣ ବହୁତ ଲୋକଙ୍କୁ ତମ୍ବାର ମୁଦି ପିନ୍ଧି ଥିବାର ଦେଖିଥିବେ ଯାହା ଦେଖିବାକୁ ମଧ୍ୟ ଭଲ ଲାଗେ । ଏଥିରେ ଜ୍ୟୋତିଷ ବି ସହମତ ଯେ ତମ୍ବା ପିନ୍ଧିବା ଦ୍ଵାରା ବହୁତ ଲୋକଙ୍କୁ ବହୁତ ଲାଭ ହୋଇଥାଏ ଏବଂ ଏଥିରୁ ବ୍ୟକ୍ତିକୁ ସଫଳତା ମିଳିଥାଏ । ଆଙ୍ଗୁଠିରେ ତମ୍ବା ପିନ୍ଧିବା ଦ୍ଵାରା…

ଭାଗବତ ଗୀତାର ଏହି ୮ଟି କଥା ବଦଳାଇ ଦେବ ଆପଣଙ୍କ ଜୀବନ !

ଭୁବନେଶ୍ୱର: ଜୀବନର ସାର ଭାଗବତ ଗୀତରେ ଲୁଚି ରହିଥିବା କୁହାଯାଏ । ଏହା ଭଗବାନଙ୍କ ମୁଖ ନିସୃତ ବାଣୀ । ଏହାର ପ୍ରତ୍ୟେକଟି ବାଣୀରେ ରହିଛି ମଣିଷ ଜୀବନକୁ ସରଳ ଓ ସୁଖମୟ କରିବାର ଉପାୟ । ଆଜି ଆମେ ଭଗବାନ ଶ୍ରୀକୃଷ୍ଣ ଗୀତରେ କହିଥିବା ୮ଟି କଥା କହିବୁ । ଯାହା ଆପଣଙ୍କ ଜୀବନରେ ପରିବର୍ତ୍ତନ…

ଗଇଁଠା ପିଠା

ଭୁବନେଶ୍ୱର: ଓଡ଼ିଶାର ଘରେ ଘରେ ବାରମାସରେ ତେର ଓଷା ପାଳନ ହୁଏ । ଓଷାବ୍ରତର ଅନ୍ୟ ନାମ ପିଠାପଣା ହୋଇଥାଏ। ଓଷାବ୍ରତ ହେଲା ମାନେ ରୋଷେଇ ଘରୁ ଛୁଟି ଆସେ ନାନାଦି ପିଠାର ମହକ । ତାହା ମଧ୍ୟରୁ ଗଇଁଠା ପିଠା ଅନ୍ୟତମ । ଜାଣନ୍ତୁ ଏହି ପିଠାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ…

ମଧୁମେହ ରୋଗର ନିଶ୍ଚିତ ପ୍ରତିକାର ରହିଛି ଏହି ପରିବାରେ !

ଭୁବନେଶ୍ୱର: କଥାରେ ଅଛି ଯାହା ପାଟିକୁ ପିତା ତାହା ଦେହକୁ ହିତ । କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ଏହା ରାମବାଣ ପରି କାର୍ଯ୍ୟ କରିଥାଏ । କଲରାରେ ଆଇରନ୍‌, ମାଗ୍ନେସିୟମ ଏବଂ ଭିଟାମିନ୍‌-ସି…

ଏହିଭଳି ଭାବେ ନିଅନ୍ତୁ କେଶର ଯତ୍ନ !

ଭୁବନେଶ୍ୱର: ଖାସକରି ମହିଳାମାନେ ଲମ୍ବା ଓ ସୁସ୍ଥ କେଶ ରଖିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଅନେକ ସମୟରେ କେଶ ଶୁଷ୍କ, କେଶରୁ ଝାଳ ବାହାରିବା ତଥା କେଶ ମୂଳ କୁଣ୍ଡେଇ ହୋଇଥାଏ । ଯାହାଫଳରେ କେଶ ଝଡିବା ଭଳି ସମସ୍ୟା ଦେଖାଦେଇଥାଏ। ତେବେ ଜାଣନ୍ତୁ, ଘରୋଇ ଉପାୟରେ କିପରି ନେବେ କେଶର ଯତ୍ନ…

ଦୈନନ୍ଦିନ ଜୀବନରେ ଧ୍ୟାନର ଚମତ୍କାରିତା ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ସଂସ୍କୃତି ତା’ର ପୁରାଣ କାହାଣୀ, ପରମ୍ପରା, ଧର୍ମ, ଯୋଗ ତଥା କିମ୍ବଦନ୍ତୀ ସମ୍ବଳୀତ ଶାସ୍ତ୍ର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । ପବିତ୍ର ରାମାୟଣ ଓ ମହାଭାରତ ମହାକାବ୍ୟ ବ୍ୟତୀତ ହଜାର ହଜାର ପୁରାଣ କଥା ଓ କାହାଣୀମାନ ଭାରତୀୟ ଜନମାନସକୁ…