Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ବିଶ୍ୱ ଏଡସ୍ ଦିବସରେ ‘ରିଲାଏନ୍ସ ଫାଉଣ୍ଡେସନ’ର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଭୁବନେଶ୍ୱର: ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧ (ସିଏସ୍‍ଆର) ଶାଖା 'ରିଲାଏନ୍ସ ଫାଉଣ୍ଡେସନ' ପକ୍ଷରୁ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାଠାରେ ଟ୍ରକ୍‍ ଡ୍ରାଇଭର୍‍ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।…

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ବିଭାଗ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଥିଲା । ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ…

ମହିଳାଙ୍କ ପାଖରେ ଦେଖାଯାଏ ଅଧିକ ଥାଇରଏଡ ସମସ୍ୟା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଥାଇରଏଡ୍‌ ଏକ ମୁଖ୍ୟ ସମସ୍ୟା ରୂପରେ ଦେଖା ଦେଲାଣି । ଏକ ସର୍ଭେରୁ ଜଣାପଡିଛି ଉତ୍ତର ଭାରତରେ ଥାଇରଏଡ ରୋଗୀଙ୍କ ସଂଖ୍ୟା ଅଧିକ। ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଓଜନ ବଢ଼ିବା ସହିତ ରକ୍ତ ସନ୍ତୁଳନରେ ମଧ୍ୟ ବାଧା ଉପୁଜିଥାଏ। ଗବେଷଣାର ତଥ୍ୟ ଅନୁଯାୟୀ…

ସୁସ୍ଥ ଶରୀର ଲାଗି ନିୟମିତ ଖାଆନ୍ତୁ ସାଲାଡ୍

ଭୁବନେଶ୍ୱର: ନିୟମିତ ଭାବେ କାକୁଡି, ଟମାଟୋ ସାଲାଡ଼ ଖାଇଲେ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ। ଯୁବ ପିଢ଼ି ପ୍ରତିଦିନ ସାଲାଡ଼ ଖାଇବା ଖୁବ ହିତକାରୀ । ରାତ୍ରୀ ଭୋଜନ ପରିବର୍ତ୍ତେ ଦିନ ଭୋଜନ ସମୟରେ ସାଲାଡ଼ ଖାଇବା ଦରକାର ! ବିଶେଷଜ୍ଞ ଙ୍କ ମତରେ ଦିନ ସମୟ ରେ ଅଧିକ ଖାଦ୍ୟ…

ଶୁଷ୍କ ତ୍ୱଚାର ଆଦ୍ରତା ଫେରାଇ ଆଣିବ ଘରେ ଥିବା ଏହିସବୁ ଜିନିଷ !

ଭୁବନେଶ୍ୱର: ଶୀତ ଦିନରେ ସାଧାରଣତଃ ଶରୀର ଓ ମୁହଁ ଶୁଷ୍କ ଲାଗିଥାଏ। ଶୁଷ୍କତାକୁ ଦୂର କରିବା ପାଇଁ ଆମେ ବିଭିନ୍ନ ପ୍ରକାରର କ୍ରିମ, ଲୋଶନର ମଧ୍ୟ ବ୍ୟବହାର କରିଥାଉ। ଆଜି ଆମେ ଆପଣଙ୍କୁ ଜଣାଇବୁ ଏପରି କିଛି ଘରୋଇ ଜିନିଷ ସମ୍ପର୍କରେ ଯାହା ଆପଣଙ୍କ ତ୍ୱଚା ର ଆଦ୍ରତାକୁ ଫେରାଇ ଆଣିବ ।…

ବିଶ୍ୱ ଏଡ଼ସ୍ ଦିବସରେ ଜାଣନ୍ତୁ ଏଚ୍‌ଆଇଭି ରୋଗୀଙ୍କ ପାଇଁ ଡାଏଟ ପ୍ଲାନ

ଭୁବନେଶ୍ୱର: ଡିସେମ୍ବର ୧ କୁ ସାରା ବିଶ୍ୱରେ 'ଏଡସ୍ ଦିବସ' ଭାବେ ପାଳନ କରାଯାଉଛି। ଏହି ରୋଗର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କୁ ବିଭିନ୍ନ ବିଷୟ ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ। ଏଚ୍‌ଆଇଭି ପୀଡ଼ିତ ବ୍ୟକ୍ତି ନିଜ ଡାଏଟ୍‌ରେ ଏହିସବୁ ଖାଦ୍ୟକୁ ସାମିଲ କଲେ ସେମାନଙ୍କ ଇମ୍ୟୁନିଟି ସିଷ୍ଟମ୍‌…

ନିୟମିତ ଖାଆନ୍ତୁ ଏହିଫଳ, ନିୟନ୍ତ୍ରଣରେ ରହିବ ମଧୁମେହ

ଭୁବନେଶ୍ୱର: ଏକ ସର୍ଭେରୁ ଜଣାପଡିଛି ଯେ, ସାରା ବିଶ୍ୱରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଭାରତରେ ସର୍ବାଧିକ । ତେବେ ଅଧିକାଂଶ ଲୋକ ଡାଇବେଟିସ ନିୟନ୍ତ୍ରଣ ପାଇଁ ମେଡିସିନ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି । ଡାଇବେଟିସ ମଣିଷକୁ ଦୁର୍ବଳ କରିଦେବା ସହ ଶରୀରରେ ରୋଗପ୍ରତିରୋଧକ ଶକ୍ତି…

ଜଗନ୍ନାଥଙ୍କ ମହାପ୍ରସାଦ ‘କାନିକା’ର ପ୍ରସ୍ତୁତି ବିଧି, ଜାଣନ୍ତୁ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ତିନିଠାକୁରଙ୍କ ପାଖରେ ପ୍ରତିଦିନ ଲାଗି ହୁଏ ୫୬ ପ୍ରକାର ପ୍ରସାଦ । ଏହି ୫୬ ଭୋଗ ମଧ୍ୟରୁ କାନିକା ଅନ୍ୟତମ । ଏହାକୁ ମିଠା ଅବଢ଼ା ମଧ୍ୟ କୁହାଯାଏ । ଏହା ପ‌ହିଲି ଭୋଗବେଳେ ଏବଂ ଅନ୍ୟ ଦିନେ ମଧ୍ୟ ତିଆରି ହୁଏ । ୧୯୧୦ ମସିହା ପରେ ଏହା ଗୋପାଳ ବଲ୍ଲଭ ଭୋଗର ଅଂଶ ଭାବେ…

ନିୟମିତ ଗରମପାଣିରେ ଗାଧୋଇଲେ ହୋଇଥାଏ ଏହିସବୁ ଅସୁବିଧା !

ଭୁବନେଶ୍ୱର: ଶୀତଦିନେ ଅଧିକାଂଶ ଲୋକ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ନିୟମିତ ଗରମ ପାଣିରେ ଗାଧେଇବା ଦ୍ୱାରା ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଆସନ୍ତୁ ଜାଣିବା ଗରମ ପାଣିରେ ଗାଧୋଇଲେ ଶରୀରକୁ କଣ କ୍ଷତି ପହଞ୍ଚି ଥାଏ। ତ୍ୱଚାର ଚମକ କମି…

ସ୍ୱାସ୍ଥ୍ୟ ପାଇଁ ସଞ୍ଜିବନୀ ଘିଁକୁଆରୀ !

ଭୁବନେଶ୍ୱର: ଘିଁକୁଆରୀ (ଆଲୋବେରା) ଔଷଧୀୟ ଗୁଣରେ ଭରପୂର ହୋଇଥାଏ। ଘିଁକୁଆରୀର ଜେଲ୍ ଏବଂ ଏହାର ରସ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଶରୀର ସମସ୍ତ ଅସୁବିଧାର ସମାଧାନ ଏହା ନିକଟରେ ଥିବାରୁ ଏହାକୁ ସ୍ୱାସ୍ଥ୍ୟର ସଞ୍ଜିବନୀ ବୋଲି କୁହାଯାଏ । ଆସନ୍ତୁ ଜାଣିବା ଘିଁକୁଆରୀର…