Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଧୂପକାଠି ଧୂଆଁ ହୋଇପାରେ କ୍ୟାନସରର କାରଣ !

ଭୁବନେଶ୍ୱର: ସାଧାରଣତଃ ଆମେ ଶୁଣିଥିବା ସିଗାରେଟ ଟାଣିଲେ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ । କିନ୍ତୁ କେବେ ଭାବିଛନ୍ତି କି ଆପଣ ଘରେ ଜାଳୁଥିବା ଧୂପକାଠିର ଧୂଆଁ ସମ୍ପର୍କରେ ? ଏହା ଆପଙ୍କ ଶରୀରକୁ କେତେ କ୍ଷତି ପହଞ୍ଚାଉଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଘରେ ହେଉ ଅବା…

‘ସିଲଭର ଫୟଲ’ ଲାଗିଥିବା ମିଠା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ, ଜାଣନ୍ତୁ

ଭୁବନେଶ୍ୱର: ଏବେ ପାର୍ବଣର ମାହୋଲ । ଚାରିଆଡେ ଆନନ୍ଦ ଓ ଉଲ୍ଲାସର ବାତାବରଣ । ପୂଜାପାଠ ଠାରୁ ଆରମ୍ଭ କରି ଖାଇବା ପିଇବା ସବୁଥିରେ ସ୍ଵତନ୍ତ୍ରତାର ଝଲକ ବେଶ୍ ବାରି ହୋଇ ପଡୁଛି । ପୂଜାକୁ ନଜରରେ ରଖି ସହରର ବିଭିନ୍ନ ମିଠା ଦୋକାନ ମାନଙ୍କରେ ଭଳିକି ଭଳି ମିଠା ବିକ୍ରି ହେଉଥିବାର ନଜରକୁ…

ଉପବାସ ପରେ କେଉଁସବୁ ଖାଦ୍ୟ ଖାଇବା ଉଚିତ, ଜାଣନ୍ତୁ

ଭୁବନେଶ୍ୱର: ପାର୍ବଣର ଏହି ସମୟରେ ଅନେକ ଲୋକ ବ୍ରତ ଏବଂ ଉପବାସ ରଖିଥାନ୍ତି। ମାଆଙ୍କ ନବରାତ୍ର ଉପାସ ମଧ୍ୟ ଏହା ମଧ୍ୟରେ ପଡୁଛି । ତେବେ ଉପବାସ ଶେଷ କରି ଖାଇବା ସମୟରେ କିଛି ଜିନିଷ ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ, ଯାହା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ। ପ୍ରଚୁର…

ହାନିକାରକ ତମାଖୁ ସମ୍ପର୍କରେ ସଚେତନ କରିବ ବ୍ରେଲି ପୁସ୍ତକ…

ଭୁବନେଶ୍ୱର: ତମାଖୁ ଦ୍ୱାରା ସ୍ୱାସ୍ଥ୍ୟହାନୀ ତଥା ଆଇନ ସଂପର୍କରେ ଅଭିଯାନ କରି ଲିମକା ବୁକ ଅଫ ରେକର୍ଡ କରିଥିବା ମହମ୍ମଦ ଇମ୍ରାନ ଅଲ୍ଲୀ ଆରମ୍ଭ କରିଛନ୍ତି ନିଆରା ଅଭିଯାନ । ଏଣିକି ଦୃଷ୍ଟିବାଧିତ ଓ ମୁକ ବଧିର ବ୍ୟକ୍ତି ବି ଜାଣିବେ ତମାଖୁ ସେବନର ଅପକାରିତା । ନିଶା ମୁକ୍ତ ଭାରତର ସ୍ୱପ୍ନ…

‘ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ’ରେ ପଦଯାତ୍ରା

ଭୁବନେଶ୍ୱର: ରାଜ୍ୟ ରକ୍ତ ସଂଚାରଣ ପରିଷଦ ପକ୍ଷରୁ ଆଜି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ଦେଇ ଜୟଦେବ ଭବନ ପର୍ଯ୍ୟନ୍ତ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା,…

ଓଡ଼ିଆ ଘରର ସୁଆଦିଆ ‘ଆରିସା ପିଠା’ର ଇତିହାସ ଓ ପ୍ରସ୍ତୁତି ପ୍ରଣାଳୀ

ଭୁବନେଶ୍ୱର: ଓଡ଼ିଆ ଘରର ପିଠା ମାନଙ୍କ ମଧ୍ୟରେ ଆରିସା ପିଠାର ରହିଛି ସ୍ୱତନ୍ତ୍ର ପରିଚୟ । ଏହାର ରଙ୍ଗ ଓ ବାସ୍ନାରେ ହିଁ ଖାଇବାବାଲାର ପାଟିରୁ ଲାଳ ବୋହି ଆସେ । ଏହା ପ୍ରାୟତଃ ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଏହା ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ…

ବାଲେଶ୍ୱରରେ ବ୍ୟାପୁଛି ଡ଼େଙ୍ଗୁ !

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଡ଼େଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼େଙ୍ଗୁରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ସୂଚନା ମିଳିଛି । ଜିଲ୍ଲାର ବାଲିଆପାଳ ଏବଂ ଜଳେଶ୍ୱର ବ୍ଲକରେ ଅଧିକମାତ୍ରାରେ ଡ଼େଙ୍ଗୁ…

ଓଡ଼ିଶାର ପ୍ରସିଦ୍ଧ ମିଠା ‘ଛେନାମୁଡୁକି’ର ପ୍ରସ୍ତୁତି ପ୍ରଣାଳୀ

ଓଡ଼ିଶାର ପ୍ରସିଦ୍ଧ ମିଠା ମାନଙ୍କ ମଧ୍ୟରୁ ଛେନାମୁଡୁକି ଅନ୍ୟତମ । ନିଆରା ଓ ସ୍ଵାଦିଷ୍ଟ ଛେନା ମୁଡୁକି ପାଇଁ ଓଡ଼ିଶାର ଭଦ୍ରକ ଜିଲ୍ଲାର ରହିଛି ବିଶେଷ ନାଁ । ଜାଣନ୍ତୁ ଘରେ ଏହାକୁ କିପରି ପ୍ରସ୍ତୁତ କରିବେ.... ଆବଶ୍ୟକୀୟ ସାମଗ୍ରୀ: ପନିର ୨୦୦ଗ୍ରାମ ଚିନି- ୩୫୦ ଗ୍ରାମ ପାଣି- ୩ କପ…

ଅଧିକ ପାଣି ପିଉଥିଲେ, ହୁଅନ୍ତୁ ସାବଧାନ୍ !

ଭୁବନେଶ୍ୱର: ଡାକ୍ତରଙ୍କ ପରାମର୍ଶ ଅନୁସାରେ ଦିନକୁ ୮-୧୦ ଗ୍ଲାସ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ଶାରୀରିକ ସମସ୍ୟା ମଧ୍ୟ ଦୁରେଇ ରହିଥାଏ । ତେବେ କଣ ଆପଣ ଜାଣନ୍ତି ଦିନକୁ ଦରକାର ଠାରୁ ଅଧିକ ପାଣି ପିଇଲେ କି କି ଅସୁବିଧା ହୋଇଥାଏ... ଦିନକୁ ଦରକାରଠାରୁ ଅଧିକ ପାଣି…

ସୁସ୍ଥ ଓ ସ୍ୱଚ୍ଛ ହୃଦୟର ଦିନ- ‘ବିଶ୍ୱ ହୃଦୟ ଦିବସ’

ବିଶ୍ୱ ହୃଦୟ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୨୯ ତଥା ଆଜିର ଦିନକୁ ସାରା ବିଶ୍ୱରେ ‘ବିଶ୍ୱ ହୃଦୟ ଦିବସ’ ରୂପେ ପାଳନ କରାଯାଇଥାଏ । ହୃଦରୋଗ ପରି ଘାତକ ବେମାରୀ ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା ବେଳେ ଭାରତରେ ଅନ୍ୟ ଦେଶ ମାନଙ୍କ ତୁଳନାରେ ରୋଗୀଙ୍କ ସଂଖ୍ୟା ୨୦ ପ୍ରତିଶତ ଅଧିକ ଥିବା…