Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ମିଷ୍ଟର୍ ଏଣ୍ଡ ମିସ୍ ଚାର୍ମିଂ ଫେସ୍ ୨୦୧୯: ଜିତିଲେ ଓଡ଼ିଶାର ଏହି ୩ ସୁନ୍ଦରୀ !

ଭୁବନେଶ୍ୱର: ଓଡ଼ିଶାର ତିନିଜଣ ସୁନ୍ଦରୀ ଝିଅ ଜାତୀୟସ୍ତରରେ ପୁରସ୍କାର ହାସଲ କରିପାରିଛନ୍ତି । ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ‘ମିଷ୍ଟର୍ ଏଣ୍ଡ ମିସ୍ ଚାର୍ମିଂ ଫେସ୍ -୨୦୧୯’ ପ୍ରତିଯୋଗିତାରେ ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ଓଡ଼ିଆ ଝିଅ ପୁରସ୍କାର ଲାଭ କରିଛନ୍ତି । ଜାତୀୟସ୍ତରର…

ନାବାଳକ ଦେହରୁ ବାହାରିଲା ଭଙ୍ଗା ସିରିଞ୍ଜ୍ !

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଏକ ଦୁଃଖଦାୟକ ଘଟଣା ଚିକିତ୍ସା ସେବାର ଚରମ ଅବହେଳାକୁ ପଦାରେ ପକାଇ ଦେଇଛି । ମାତ୍ର ୩ ବର୍ଷର ବାଳକର ପେଟରୁ ବାହାରିଛି ଏକ ଭଙ୍ଗା ସିରିଞ୍ଜ୍ । ମିଳିଥିବା ସୂଚନାନୁଯାୟୀ, ଆଠମଲ୍ଲିକ ବ୍ଳକ ଅନ୍ତର୍ଗତ ମୋହନଖାଲି ଗ୍ରାମର ସୀତାକାନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତି…

ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ, କ୍ରୋଧ କରିବେ ମାଆ ଲକ୍ଷ୍ମୀ !

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନ ସ୍ୱଚ୍ଛ ଓ ଶୁଦ୍ଧ ଭାବେ ଧନଦାତ୍ରୀ ମାଆ ଲକ୍ଷ୍ମୀଙ୍କ ଆରାଧନା କଲେ ଘରେ ଧନର ବୃଦ୍ଧି ହେବା ସହ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହୁଏ । ମାତ୍ର ବେଳେବେଳେ ଦେଖାଯାଏ ଯେ ଆମ ପରିଶ୍ରମ ଅନୁଯାୟୀ ତାହାର ଆଶାନୁରୂପକ ଅର୍ଥ ପ୍ରାପ୍ତି ହୋଇନଥାଏ।…

ଦୀର୍ଘ ସମୟ କମ୍ପ୍ୟୁଟର ସାମ୍ନାରେ ବସିବାକୁ ପଡୁଥିଲେ, ଆପଣାନ୍ତୁ ଏହିସବୁ ଉପାୟ

ଭୁବନେଶ୍ୱର: ଆଜିର ସମୟରେ ସାଧାରଣତଃ ଲୋକେ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ସମ୍ମୁଖରେ ବସି କାର୍ଯ୍ୟ କରୁଛନ୍ତି। ମାତ୍ର ଏହା ଶରୀର ଉପରେ କେତେ କୁପ୍ରଭାବ ପକାଉଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କମ୍ପ୍ୟୁଟର ଆଗରେ ଦୀର୍ଘ ସୟମ ଧରି ବସି କାମ କରିବା ସମୟରେ କେଉଁ ଦିଗ…

ଦୀପାବଳୀ ପୂର୍ବରୁ ଘରୁ ବାହାର କରନ୍ତୁ ଏହିସବୁ ଜିନିଷ, ଫେରିଆସିବ ସମୃଦ୍ଧି !

ଭୁବନେଶ୍ୱର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ସ୍ୱଚ୍ଛତାର ଦେବୀ ମା ଲକ୍ଷ୍ମୀଙ୍କୁ ନିଜ ଗୃହକୁ ଆଗମନ କରିବା ନିମନ୍ତେ ଦୀପାବଳୀ ପୂଜା ପୂର୍ବରୁ ଘରକୁ ଭଲଭାବରେ ସଫା କରାଯାଏ । ତେବେ ଆପଣ ଯଦି ଦୀପାବଳୀ ପୂର୍ବରୁ ଘର ସଫା କରୁଛନ୍ତି । ତେବେ ଧ୍ୟାନରେ ରଖନ୍ତୁ ଏହିସବୁ କଥା ତେବେ…

ଚର୍ମରୋଗରୁ ଉପଶମ ଦେବ ମୂଳା…

ସାଧାରଣତଃ ମୂଳାକୁ ଆମେ ସାଲାଡରେ ବ୍ୟବହାର କରିଥାଉ । ବଜାରରେ ବିଭିନ୍ନ ପ୍ରକାର ରଙ୍ଗର ମୂଳା ମିଳିଥାଏ । ଯାହା ଆମ ସ୍ୱାସ୍ଥ୍ୟ ବହୁତ ଉପକାରୀ । ଏଥିରେ ଅନେକ ପରିମାଣରେ ଭିଟାମିନ-ସି, ଜିଙ୍କ୍, ଜଳ ଓ ଫସଫରସର ଭାଗ ରହିଛି । ଯାହା ଆମ ଶରୀରରେ ଜଳାଭାବ ଦୂର କରିବା ସହିତ ତ୍ୱଚାରେ ସତେଜତା…

ସୋସିଆଲ ମିଡିଆର ବହୁଳ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ !

ଭୁବନେଶ୍ବର: ଆଜିର ଇଣ୍ଟରନେଟ ଯୁଗରେ ଯୁବ ପିଢି ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ) ସହ ନିଜକୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ କରି ସାରିଲାଣି । ଦୈନନ୍ଦିନ ଜୀବନର ପ୍ରତ୍ୟେକଟି ଘଟଣା ଦୁର୍ଘଟଣାକୁ ସେୟାର କରିବା ପାଇଁ ହେଉ ଅଥବା ଅନ୍ୟାନ୍ୟ କାର୍ଯ୍ୟକଳାପ ମାନ ପାଇଁ ସୋସିଆଲ ମିଡ଼ିଆକୁ ଆମେ ଏକ…

ପ୍ରତିଦିନ କାହିଁକି କରାଯାଏ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ର ଅନୁଯାୟୀ ପୂଜା ପାଉଥିବା ଦେବଦେବୀଙ୍କ ମଧ୍ୟରୁ ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ । କାରଣ ସୂର୍ଯ୍ୟ ଏମିତି ଜଣେ ଦେବତା ଯାହାଙ୍କୁ ପ୍ରତ୍ୟେକ ଦିନ ପ୍ରତ୍ୟେକ ଲୋକ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରୁଛନ୍ତି । ଆହୁରି ମଧ୍ୟ କୁହାଯାଏ ସମସ୍ତ…

ପେଟର ଚର୍ବି କମ୍ କରିବାକୁ ଚାହୁଁଥିଲେ ପ୍ରତିଦିନ କରନ୍ତୁ ଏହି ଯୋଗାସନ

ଭୁବନେଶ୍ୱର: ପେଟର ଚର୍ବି କମାଇବା ପାଇଁ ଆମେ ଖାଇବାରେ ନିୟନ୍ତ୍ରଣ ଆଣିଥାଉ। ବିଭିନ୍ନ ପ୍ରକାର ଡାଏଟ୍‌ ଚାର୍ଟ ଅନୁଯାୟୀ ଆମେ ଖାଦ୍ୟ ଖାଇଥାଉ । ତେବେ ଏସବୁ ସହିତ ୧୦ରୁ ୧୫ମିନିଟ୍ ଯଦି ନୌକାସନ କରନ୍ତି ତେବେ ପେଟର ଚର୍ବି କମିବା ସହ ଶରୀରର ଅନ୍ୟ ଆଭନ୍ତରୀଣ ଅଙ୍ଗକୁ ସୁସ୍ଥ ରଖିପାରିବେ।…

ଦୀପାବଳିରେ ଘରକୁ ଆଣନ୍ତୁ ଏହିସବୁ ଜିନିଷ, ସ୍ପର୍ଶ କରିବ ନାହିଁ ଆର୍ଥିକ ସମସ୍ୟା !

ଭୁବନେଶ୍ୱର: ଏହି ସଂସାର ଓ ସମାଜରେ ଦାରିଦ୍ରତା ସବୁଠାରୁ ବଡ ଅଭିଶାପ ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ କୁହାଯାଇଛି “ବୁଭୁକ୍ଷିତଃ :କିଂ ନକେରତିପାପମ” ଅର୍ଥାତ କ୍ଷୁଦାର୍ଥ ବ୍ୟକ୍ତି ଯେକୌଣସି ପାପ କରିପାରେ । ତେବେ ଏହି ଅଭିଶାପ ଅର୍ଥାତ ଦାରିଦ୍ୟରୁ ମୁକ୍ତି ପାଇବା ଲାଗି ମଧ୍ୟ…